ଭାଷା ଭାଗବତ : ମନ-ପାଠକ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମନ-ପାଠକ ନାହିଁ କେହି
ପଢ଼େ ଅକ୍ଷର-ଭରା ବହି
କାହା ମନରେ ଥାଏ କ'ଣ
କରିପାରେନି ଅନୁମାନ
ବ୍ୟକ୍ତିର ବାଣୀ, ଆଚରଣ
ସୂଚାଏ କିପରି ତା ମନ
କେହି ତ ନୋହୁଁ ଅଂତର୍ଯାମୀ
ମନ ମଧ୍ୟେ ପାରିବା ଭ୍ରମି
ଶୃଂଖଳା-ବିହୀନ ସାହିତ୍ୟ…