ଇସ୍ରାଏଲ-ହମାସ ଯୁଦ୍ଧ: ଖବର ସଂଗ୍ରହ ବେଳେ ଚାଲିଗଲା ରଏଟର୍ସ ସାମ୍ବାଦିକଙ୍କ ଜୀବନ
ନୂଆଦିଲ୍ଲୀ : ଗତ ସପ୍ତାହରୁ ଇସ୍ରାଏଲ ଏବଂ ହାମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଘମାଘୋଟ ଯୁଦ୍ଧ ମଧ୍ୟରେ ଗ୍ରାଉଣ୍ଡ୍ ଜିରୋରୁ ରିପୋର୍ଟ ସଂଗ୍ରହ କରିବାକୁ ଯାଇଥିବା ଜଣେ ସାମ୍ୱାଦିକଙ୍କ ଜୀବନ ଚାଲିଯାଇଛି। ୬ ଜଣ ସାମ୍ବାଦିକ ଆହତ…