ଭାରତ-ପାକ ମ୍ୟାଚ ଉପଭୋଗ କରିବେ ଅମିତାଭ, ରଜନୀକାନ୍ତ, ସଚିନ
ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ୧୪ ଅକ୍ଟୋବରରେ ପାକିସ୍ତାନକୁ ଭେଟିବ । ରଜନୀକାନ୍ତ, ଅମିତାଭ ବଚ୍ଚନ ଓ ସଚିନ ତେନ୍ଦୁଲକରଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହାକୁ ଉପଭୋଗ କରିବା ପାଇଁ ଷ୍ଟାଡିୟମକୁ ଆସିବେ ବୋଲି ଜଣାପଡିଛି । ଲୋକପ୍ରିୟ ଗାୟକ ଅରଜିତ ସିଂ ମ୍ୟାଚ…