Latest Odisha News

BREAKING NEWS

ବିଶ୍ବର ସବୁଠାରୁ ବଡ ହିନ୍ଦୁ ମନ୍ଦିର, କେଉଁଠାରେ ରହିଛି ଆସନ୍ତୁ ଜାଣିବା…

ମୁମ୍ବାଇ : ଭାରତ ହେଉଛି ଏକ ଧର୍ମ ପରାୟଣ ଦେଶ । ଏଠାରେ ଅନେକ ଛୋଟ ବଡ ମନ୍ଦିର ରହିଛି  ।  କିଛି ମନ୍ଦିର ତାର ପ୍ରାକୃତିକ କଳାନୌପଣ୍ୟ ଯୋଗୁଁ ପରିଚିତ ତ ଆଉ କିଛି ମନ୍ଦିର ତାର ଆକାର ଯୋଗୁଁ ।  ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟେ ।  କିନ୍ତୁ ଆପଣ ଜାଣନ୍ତି କି ବିଶ୍ବର ସବୁଠାରୁ…

ନୂଆବର୍ଷରୁ ନୂଆ ନିୟମ: ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବେ ଭକ୍ତ

ପୁରୀ: ନୂଆ ବର୍ଷରେ ଶ୍ରୀମନ୍ଦିରରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ  ।  ଏଥର ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ହେବ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବେ ଭକ୍ତ । ନଚେତ୍ ମନ୍ଦିର ମଧ୍ୟକୁ ପ୍ରବେଶ ବାରଣ ରହିଛି । ଆସନ୍ତା ନୂଆବର୍ଷଠାରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ସିଂହଦ୍ଵାରରେ…

ଝରକା ଭାଙ୍ଗି ଲୁଟ, ୫୦ ଲକ୍ଷ ଟଙ୍କାର ସୁନା ଗହଣା ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଝରକା ଭାଙ୍ଗି ଲୁଟିଲେ୨୫ ଭରି ସୁନା । ଛତ୍ରପୁର ଥାନା ଅଧିନ ତୁଳସୀନଗର ଚତୁର୍ଥ ଲାଇନର କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ଲୁଟ । ବିଳମ୍ବିତ ରାତିରେ ଘରେ ପଶି ଲୁଟିଲେ ୨୫ ଭରି ସୁନା,୪୦ ଭରି ରୂପା , ନଗଦ୨୫ ହଜାର ଟଙ୍କା। ଏହାସହ ଏଟିଏମ ,ଆଧାର କାର୍ଡ ଓ ଆନ୍ୟନ୍ୟ କାଗଜପତ୍ର ଚୋରୀ କରି…

ପୁଅକୁ କୋଳରେ ଧରି ନିଘୋଡ ନିଦରେ ଶୋଇଥିଲେ ମା’; ଚାପିଦେଲା ଟ୍ରକ

କାମାକ୍ଷାନଗର:ଦିନର କ୍ଲାନ୍ତି ମେଣ୍ଟାଉଥିଲେ ରାତିରେ । କୋଳରେ ୮ ବର୍ଷର ପୁଅକୁ ଧରି ଶୋଇ ଯାଇଥିଲେ ନିଘୋଡ ନିଦରେ । ହେଲେ ଜାଣି ନ ଥିଲେ ସେ ଆଉ ଉଠିବେନି ବୋଲି । ଭାବି ନ ଥିଲେ,  ଯାତ୍ରା ପଡିଆ ତାଙ୍କ ପାଇଁ ଶେଷଶଯ୍ୟା ପାଲଟିବ ବୋଲି । ଏମିତି ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି…

ଭାରତୀୟ ଡାକ ଦିବସ: ଆଜିର ଇଣ୍ଟରନେଟ ଯୁଗରେ ଚିଠିର ସ୍ମୃତି ସର୍ବଦା ସଜ୍ଜଳ

ଭୁବନେଶ୍ଵର: ଆଜିର ହ୍ଵାଟ୍ସଆପ ଓ ଇମେଲ ଯୁଗରେ ହାତଲେଖା ଚିଠି ଆମର ନବପିଢ଼ିଙ୍କ ପାଇଁ ଯଦିଓ ଏକ ଅତୀତ ହୋଇପାରେ, କିନ୍ତୁ ତାହାର ସ୍ମୃତି ସର୍ବଦା ସଜ୍ଜଳ । ଚିଠିରେ ବାର୍ତ୍ତା ପହଁଚିବା ପାଇଁ ଯଦିଓ ବେଶ କିଛି ସମୟ ଲାଗୁଥିଲା, କିନ୍ତୁ ଚିଠି ଲେଖୁଥିବା ଲୋକ ଆଉ ପଢ଼ୁଥିବା ଲୋକର ଭାବଗତ…

ପରଲୋକରେ ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ର: ଦୀର୍ଘ ଦିନ ଧରି ଡେଙ୍ଗୁରେ ଥିଲେ ପୀଡିତ

ଭୁବନେଶ୍ବର: ପରଲୋକରେ ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ର । ୮୮ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି  । ଦୀର୍ଘ ଦିନ ଧରି ସେ ଡେଙ୍ଗୁରେ ପୀଡିତ ଥିବାବେଳେ ଆଜି ସକାଳ ୭ଟା ୨୨ ମିନିଟରେ ତାଙ୍କର ଦେହାନ୍ତ ଘଟିଛି । ୧୯୫୯ ବ୍ୟାଚର ଆଇପିଏସ୍ ଅଫିସର…

ଆପ ବିଧାୟକ ଅମାନତୁଲ୍ଲା ଖାନଙ୍କ ବାସ ଭବନରେ ଛାପା ମାରିଲା ଇଡି 

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନଙ୍କ ବାସ ଭବନରେ ଛାପା ମାରିଲା ଇଡି  । ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ପକ୍ଷରୁ ତାଙ୍କର ବାସଭବନରେ ଚଢ଼ାଉ କରିଛି। ମନି ଲଣ୍ଡରିଂ ଅଭିଯୋଗରେ ଇଡି ପକ୍ଷରୁ ଏହି କାର୍ୟ୍ୟାନୁଷ୍ଠାନ  ଚାଲିଥିବା ସୂଚନା ରହିଛି । ସରକାରୀ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ଉଲୁଣ୍ଡା: ଦୁର୍ଘଟଣାରେ ଦୁଇ ମୃତ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମେଟାକାନୀ ବୁଲାଣି ରାସ୍ତାରେ ବାଇକ ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଯୁବକ ମାନେ ହେଲେ ଢେଳେଇ ଗ୍ରାମର କାହ୍ନା ମିଶ୍ର ଏବଂ ଅଇଁଲାଛାଟର ସୁଶାନ୍ତ ସାହୁ ବୋଲି ଜଣାପଡିଛି । ସୂଚନା…

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା : ଏଯାଏଁ ଶବ ସତ୍କାର ନେଇ ଧାର୍ଯ୍ୟ ହୋଇନି ତାରିଖ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା  । ଏବେ ବି ଏମ୍ସ ହସ୍ପିଟାଲରେ ୨୮ ଅଚିହ୍ନା ମୃତଦେହ ପଡିରହିଛି  । ଏସବୁର ସତ୍କାର କିଭଳି ଭାବରେ ସୁରୁଖୁରୁରେ କରାଯାଇପାରିବ , ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପ୍ରୟାସ କରାଯାଉଛି ।  ଯଦି ଏହି ସମୟ ମଧ୍ୟରେ କେହି ମୃତକଙ୍କ…

ଆସୁଛି ଧର୍ମ ମାସ କାର୍ତ୍ତିକ, ଶ୍ରୀମନ୍ଦିରରେ କାର୍ତ୍ତିକ ମାସର ନୀତିକୁ ନେଇ ସବକମିଟି ବୈଠକ ଅନୁଷ୍ଠିତ

ପୁରୀ: ଗତକାଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆସନ୍ତା କାର୍ତ୍ତିକ ମାସର ନୀତିକୁ ନେଇ ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆସନ୍ତା କାର୍ତ୍ତିକ ମାସରେ କିଭଳି ନୀତିକାନ୍ତି ଶୃଙ୍ଖଳିତ କରାଯିବ ଓ ସେହି ସମୟରେ ମହାପ୍ରଭୁଙ୍କ ଠାରେ ବାଳଭୋଗ କିଭଳି ସମୟାନୁସାରେ ଲାଗି…