Latest Odisha News

BREAKING NEWS

ଜନ୍ତୁ ଶିକାର ପାଇଁ ଯାଇଥିଲେ , ନିଜ ବନ୍ଧୁକରୁ ଗୁଳି ଫୁଟି ଗୁରୁତର

ଦଶପଲ୍ଲା: ଶିକାର କରିବା ପାଇଁ ଯାଇଥିଲେ ହେଲେ ନିଜେ ନିଜ ଗୁଳିରେ ଆହତ ହେଲେ  । ଏମିତି କିଛି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଦଶପଲ୍ଲା ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ବଦଲା ଗାଁରେ  । ସନ୍ୟାସୀ ଜାନି ନାମକ ଜଣେ ବ୍ୟକ୍ତି ଜନ୍ତୁ ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ  । ହେଲେ ଝୁଣ୍ଟି ତଳେ…

ଆଇଏଏସ ସ୍ତରରେ ଅଦଳବଦଳ : ବିଷ୍ଣୁପଦ ସେଠୀ ହେଲେ ପ୍ରମୁଖ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି । ବିଷ୍ଣୁପଦ ସେଠୀଙ୍କୁ ପ୍ରମୁଖ ସଚିବ ଭାବେ ଦାୟିତ୍ବ ମିଳିଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି ବିଷ୍ଣୁପଦ । ମୋଟ୍ ୮ଜଣ ଆଇଏଏସଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଭାସ୍କର…

ବାଣ ଗୋଦାମରେ ନିଆଁ : ୧୪ ଜୀବନ୍ତ ଦଗ୍ଧ, ୭ ଆହତ, ଦୋକାନ ମାଲିକ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକ-ତାମିଲନାଡୁ ସୀମାନ୍ତ ଅଞ୍ଚଳ ନିକଟ ଅତ୍ତିବେଲେସ୍ଥିତ ଏକ ବାଣ ଗୋଦାମରେ ଅଘଟଣ ଘଟିଛି  । ଗୋଦାମରେ ବାଣ ରଖାଯାଉଥିବା ବେଳେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିଛି  । ଫଳରେ ଏଥିରେ ୧୪ ଜଣ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି ।…

ସପ୍ତାହେ ହେଲା ଅଙ୍ଗନୱାଡି କେନ୍ଦ୍ରରେ ଝୁଲୁଛି ତାଲା, ଖୋଲା ଆକାଶ ତଠେ ପାଠ ପଢୁଛନ୍ତି କୁନିକୁନି ଛାତ୍ରଛାତ୍ରୀ

ନୂଆପଡା: ସପ୍ତାହେ ହେଲା ଅଙ୍ଗନୱାଡି କେନ୍ଦ୍ରରେ ଝୁଲୁଛି ତାଲା l ଖୋଲା ଆକାଶ ତଳେ ଭବିଷ୍ୟତ ଗଢୁଛନ୍ତି କୁନିକୁନି ଛାତ୍ରଛାତ୍ରୀ । ଏ ଦିଗରେ ଶୀଘ୍ର ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏ ଦୃଶ୍ୟ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁର । ନୂଆପଡା…

ଅଜବ ନିୟମ: ସ୍କୁଲରେ ଶୌଚାଳୟ ବ୍ୟବହାର କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଦେଖାଇବାକୁ ହେବ ପାସ୍

ବେଜିଂ: ଗୁଆଙ୍ଗଡଙ୍ଗ ପ୍ରଦେଶର ୟାଙ୍ଗଜିଆଙ୍ଗ ସହରର ଏକ ଚାଇନିଜ୍ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶୌଚାଳୟ ବ୍ୟବହାର କରିବା ପାଇଁ ଛାତ୍ରଛାତ୍ରୀଙ୍କୁ 'ଶୌଚାଳୟ ପାସ୍' ଦେଖାଇବା ବାଧ୍ୟତାମୂଳକ ବୋଲି ନିୟମ କରିବା ପରେ ସମାଲୋଚିତ ହୋଇଛି। ଏକାସାଙ୍ଗରେ ଶ୍ରେଣୀ ଛାଡ଼ି ଯାଉଥିବା ଛାତ୍ରଛାତ୍ରୀଙ୍କ…

ନେପାଳରୁ ପୁରୀ ଆସୁଥିବା ଟୁରିଷ୍ଟ ବସ୍ ଦୁର୍ଘଟଣାର ଶିକାର, ୨୧ ଆହତ

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ରବିବାର ରାତିରେ ନେପାଳରୁ ଆସୁଥିବା ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୧ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ନେପାଳରୁ ପୁରୀ ଅଭିମୁଖେ ଯାଉଥିବା ଟୁରିଷ୍ଟ…

ଆଜି ମଧ୍ୟାହ୍ନରୁ ଭାରତ-ପାକିସ୍ତାନ ବିଶ୍ବକପ ମ୍ୟାଚ ପାଇଁ ଟିକେଟ୍ ବିକ୍ରି

ମୁମ୍ବାଇ: ଚଳିତ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମହାମୁକାବିଲାକୁ ନେଇ ଯେଉଁ ଉତ୍ସାହ ସୃଷ୍ଟି ହୋଇଛି, ତାହା ଅକ୍ଟୋବର ୧୪ରେ ଅହମ୍ମଦାବାଦରେ ଖେଳାଯିବ । ଏବେ ଏହି ପ୍ରତିଯୋଗିତା ପାଇଁ ୧୪ ହଜାର ଟିକେଟ୍ ଜାରି କରିବାକୁ ବିସିସିଆଇକୁ ବାଧ୍ୟ କରିଛି। ଅହମ୍ମଦାବାଦରେ…

ପ୍ରତିଦିନ ଖାଆନ୍ତୁ ବାଇଗଣ : ଏସବୁ ଗମ୍ଭୀର ରୋଗରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ବାଇଗଣ ଏପରି ଏକ ପରିବା  । ଯାହା ବର୍ଷର ୧୨ ମାସ ଯାକ ମାର୍କେଟରେ ଉପଲବ୍ଧ ରହିଥାଏ  । ଏହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ  । କିନ୍ତୁ ଏହା ସ୍ବାସ୍ଥ୍ୟ ପକ୍ଷେ ବେଶ୍ ଉପକାରୀ  । ଏଥିରୁ ଅନେକ ଖାଦ୍ୟ ଆଇଟମ୍ ବନାଇଥାଏ  । ଯାହା ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥାଏ…

ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠୁ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟିନେଲେ ଦେଢ଼ ଲକ୍ଷ

ସୁନ୍ଦରଗଡ଼: ଶନିବାର ଦିନ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାଇକ୍ରୋଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀଙ୍କଠାରୁ ୧ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ପୀଡ଼ିତ ରାଜେଶ ବାଦୀ ତିଳିଆରେ ଗ୍ରାମବାସୀଙ୍କ ଠାରୁ ଋଣ ପରିଶୋଧ ସଂଗ୍ରହ କରି ନିଜ କାର୍ଯ୍ୟାଳୟକୁ ଫେରୁଥିବା ବେଳେ ଏକ ନିଛାଟିଆ…

ଇସ୍ରାଏଲରେ ଯୁଦ୍ଧ ବେଳେ ଫସିଥିବା ବଲିଉଡ ଅଭିନେତ୍ରୀ ନୁସରତ ସ୍ବଦେଶ ମୁହାଁ

ନୂଆଦିଲ୍ଲୀ: ଇସ୍ରାଏଲରେ ହମାସ ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଇସ୍ରାଏଲରେ ଫସି ରହିଛନ୍ତି। ସେ ହାଇଫା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ଆସିଥିଲେ, ଯେଉଁଠି ତାଙ୍କ ଫିଲ୍ମ 'ଅକେଲୀ'କୁ ଚୟନ କରାଯାଇଥିଲା। ଶନିବାର ଅପରାହ୍ନରେ ଭରୁଚାଙ୍କୁ ଶେଷ…