ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପର ପ୍ରଥମ ପ୍ରର୍ଯ୍ୟାୟ କାମର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଜାନୁଆରୀ ଏକରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ପ୍ରଥମ ପ୍ରର୍ଯ୍ୟାୟ କାମର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଶନିବାର ଏହି ପ୍ରକଳ୍ପର ସମୀକ୍ଷା କରିଥିବା ନବୀନ ପଟ୍ଟନାୟକ ମୋଟ 5929 କୋଟି ଟଙ୍କାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)କୁ ମଧ୍ୟ ଅନୁମୋଦନ…