Latest Odisha News

BREAKING NEWS

ବିଶ୍ୱକପ ୨୦୨୩: ଦକ୍ଷିଣ ଆଫ୍ରିକାର ରେକର୍ଡ ସ୍କୋର ଚେଜ କରିବାରେ ବିଫଳ ହେଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଚଳିତ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକାର ରେକର୍ଡ ସ୍କୋରକୁ ଚେଜ କରିବାରେ ଶ୍ରୀଲଙ୍କା ବିଫଳ ହୋଇଛି । ୪୨୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ୪୪.୫ ଓଭରରେ ୩୨୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଅବଶ୍ୟ…

ଏମକେସିଜି ହସ୍ପିଟାଲରେ ବର୍ଣ୍ଣ କେୟାର ୟୁନିଟ୍ ନିର୍ମାଣକୁ ମଞ୍ଜୁରୀ ଦେଲେ ସରକାର

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଥିବା ବର୍ଣ୍ଣ କେୟାର ୟୁନିଟ୍ ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି। କ୍ୟାମ୍ପସରେ ଥିବା ହାଉସ୍ ସର୍ଜନ ହଷ୍ଟେଲରେ ବର୍ଣ୍ଣ କେୟାର ୟୁନିଟ୍ ପାଇଁ ନୂତନ କୋଠା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ…

ଲିକ ହେଲା ଟାଇଗର-୩ର କ୍ୟାଟ୍ରିନାଙ୍କ ସିନ

ମୁମ୍ବାଇ : ବଲିଉଡ଼ର ଭାଇଜାନ ସଲମାନ ଖାନ୍ ତାଙ୍କର ଆଗାମୀ ଫିଲ୍ମ ଟାଇଗର-୩କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ରିଲିଜ ଦିନ ଯେତେ ପାଖେ ଆସୁଛି ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସେତେ ବଢ଼ିବାରେ ଲାଗିଛି । ଏଥିରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ରୋମାନ୍ସ ଦର୍ଶକ ପୁଣି ଥରେ…

ଇସ୍ରାଏଲ-ପାଲେଷ୍ଟାଇନ ଶତ୍ରୁତାର ଲମ୍ବା କାହାଣୀ: କାହିଁକି ଘଟିଲା ସଂଘର୍ଷ

ନୂଆଦିଲ୍ଲୀ:ଯୁଦ୍ଧମୁହାଁ ହୋଇଛନ୍ତି ଇସ୍ରାଏଲ୍-ପାଲେଷ୍ଟାଇନ ।   ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଆକ୍ରମଣର ଯବାବ ଦେବାକୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଛି ଇସ୍ରାଏଲ । ଆଜି ସକାଳେ ଗାଜା ଷ୍ଟ୍ରିପ୍ ରୁ ଇସ୍ରାଏଲ୍ ଉପରେ ଘନ ଘନ ରକେଟ୍ ମାଡ଼ କରିଛି ପାଲେଷ୍ଟାଇନ୍ । ପ୍ରାୟ ୫୦୦୦ ରକେଟ୍ ମାଡ଼ରେ…

ସ୍ତନକ୍ଷୀରରୁ ସାବୁନ ତିଆରି କଲେ ମହିଳା, ଲଗାଇଲେ ଦୂର ହେବ ଶରୀରର କୁଞ୍ଚନ

ନ୍ୟୁୟର୍କ: ସାଧାରଣତଃ ନବଜାତ ଶିଶୁମାନଙ୍କୁ ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ପିଇବାକୁ ଡ଼ାକ୍ତରମାନେ ପରାମର୍ଶ ଦେଇଥାନ୍ତି । କାରଣ ସ୍ତନ୍ୟପାନରେ ପୋଷକତତ୍ତ୍ୱ ଭରପୂର ରହିଛି । କିନ୍ତୁ ଜଣେ ମହିଳା ନିଜ ସ୍ତନକ୍ଷୀରରୁ ସାବୁନ ତିଆରି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଏହି ସାବୁନକୁ…

ଆକାଶଛୁଆଁ ଅଟ୍ଟାଳିକା ଉପରେ ତିଆରି ହୋଇଛି ସୁନ୍ଦର ବଙ୍ଗଳା

ବେଙ୍ଗାଲୁରୁ: ଆଜିକାଲି ସୋସିଆଲ ମିଡିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଓ ଫଟୋ ଦେଖିବାକୁ ମିଳିଥାଏ । ଏବେ ଠିକ୍ ସେମିତି ଏକ ବଡ ଅଟ୍ଟାଳିକାର ଫଟୋ ଭାଇରାଲ ହେବାରେ ଲାଗିଛି । ଯାହା ଉପରେ ତିଆରି ହୋଇଛି ସୁନ୍ଦର ବଙ୍ଗଳା । ଏହା ବିଦେଶରେ ନୁହେଁ, ଆମ ଦେଶର ବେଙ୍ଗାଲୁରୁରେ ରହିଛି ଏହି ଅଟ୍ଟାଳିକା ।…

ପରଦାକୁ ଫେରିଲେ କରୀନା,ସୁଟିଂ ସେଟ୍‌ର ଫଟୋ କଲେ ସେୟାର

ମୁମ୍ବାଇ: ପୁଣି ଥରେ ପରଦାକୁ ଫେରିଲେ ଅଭିନେତ୍ରୀ କରୀନା କପୁର । ସେ ତାଙ୍କର ଆଗାମୀ ଫିଲ୍ମକୁ ନେଇ ଖୁବ୍ ବ୍ୟସ୍ତ । ଶନିବାର ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସହ ଫିଲ୍ମ କରିବା ନେଇ ସୂଚନା ଦେଇଛନ୍ତି । ଏବେ ସେ ଫିଲ୍ମ ଶୁଟିଂ ପାଇଁ ହାଇଦ୍ରାବାଦରେ ଅଛନ୍ତି ।…

ରାଜ୍ୟ ସରକାରଙ୍କୁ ପୁରୀ ଶ୍ରୀମନ୍ଦିର ସଂସ୍କାର ରିପୋର୍ଟ ଦେଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦ୍ୱାଦଶ ଶତାବ୍ଦୀର ପୁରୀ ଶ୍ରୀମନ୍ଦିର ସଂସ୍କାର ପାଇଁ ନିଆ?eଇଥିବା ପଦକ୍ଷେପ ସମ୍ପର୍କରେ ଓଡ଼ିଶା ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଯେଉଁଥିରେ ବିଭିନ୍ନ ପ୍ରସଙ୍ଗ ବାବଦରେ ଉଲ୍ଲେଖ କରାଯାଇଛି। ସେବାୟତଙ୍କ ପିଲାଙ୍କ ପାଇଁ ସ୍କୁଲ ଓ…

ନଭେମ୍ବର ୩ରେ ରିଲିଜ ହେବ ସୁସ୍ମିତା ସେନ୍‌ଙ୍କ ‘ଆର୍ଯ୍ୟା ୩’

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୁସ୍ମିତା ସେନ ଫିଲ୍ମ ଓ ଓଟିଟିରେ ଧମାଲ ସୃଷ୍ଟି କରିଛନ୍ତି । ଅଭିନେତ୍ରୀଙ୍କ ଆର୍ଯ୍ୟା ଧାରାବାହିକ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ‘ଆର୍ଯ୍ୟା’ର ତୃତୀୟ ସିଜନରେ ଖୁବଶୀଘ୍ର ସୁସ୍ମିତାଙ୍କୁ ଦେଖିବାକୁ ମିଳିବ । ହୃଦଘାତରେ ପୀଡିତ ହୋଇଥିଲେ ମଧ୍ୟ…

ରୁଷିଆ-ୟୁକ୍ରେନ ଯୁଦ୍ଧ ମୃତକଙ୍କ ପାଇଁ ଯୁବତୀ ଦେଲେ ପିଣ୍ଡଦାନ

ଗୟା : ସମ୍ପ୍ରତି ପିତୃପକ୍ଷ ଜାରି ରହିଛି । ଏହି ଅବସରରେ ୟୁକ୍ରେନର ଜଣେ ଯୁବତୀ ଗୟାରେ ପିଣ୍ଡଦାନ କରୁଥିବା ନଜର ଆସିଛନ୍ତି । ଏହା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସେ ରୁଷିଆ ଓ ୟୁକ୍ରେନ ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ସୈନିକ ଓ ସାଧାରଣ ଲୋକଙ୍କ ଆତ୍ମାକୁ ଶାନ୍ତି…