Latest Odisha News

BREAKING NEWS

୫୨ତମ ଜିଏସଟି ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ମିଲେଟ ଉପରୁ ହଟିବ ଟାକ୍ସ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ୫୨ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମିଲେଟ ଉପରୁ ଟିକସ ଛାଡ, ଚିନି ସିରା ଉପରେ ଜିଏସଟି ହ୍ରାସ ପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଛି ।  ଏହାବ୍ୟତୀତ ଜିଏସଟି…

ଏସିଆନ ଗେମ୍ସ: ଭାରତୀୟ କ୍ରୀଡା ପାଇଁ ସ୍ୱର୍ଣ୍ଣିମ ଶତକ…ଏହା କେବଳ ଆରମ୍ଭ

ଏସିଆନ ଗେମ୍ସରେ ଭାରତୀୟ ଆଥଲେଟ ସମ୍ପୂର୍ଣ୍ଣ ଦକ୍ଷତା ମୁତାବକ ପ୍ରଦର୍ଶନ କରିଛନ୍ତି । ଇସ ବାର ୧୦୦ ପାର ଟାର୍ଗେଟକୁ ସହଜରେ ହାସଲ କରି ନେଇ ସେମାନେ ଭାରତର ମାନ ବଢ଼ାଇଛନ୍ତି । ପ୍ରଥମ ଥର ପାଇଁ ଭାରତ ଏହି ମ୍ୟାଜିକ ନମ୍ବର ଛୁଇଁଛି । ଓଭରାଲ ଏହି ମ୍ୟାଜିକ ଫିଗର ଏ ପର୍ଯ୍ୟନ୍ତ ୪ଟି ଦେଶ ଛୁଇଁ…

‘କୁଲି’ ଙ୍କ ପାଇଁ ରାହୁଲଙ୍କୁ ଆକ୍ରମଣ କଲା ବିଜେପି !

ଭୁବନେଶ୍ୱର: କୁଲିମାନଙ୍କ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ। କେନ୍ଦ୍ର ସରକାର ଦେଶର କୁଲି ମାନଙ୍କ ମଜୁରି ବୃଦ୍ଧି କରିଛନ୍ତି। ଏ ବର୍ଗର ଷ୍ଟେସନ ଗୁଡିକରେ କୁଲିଙ୍କ ମଜୁରୀ ଶହେ ଟଙ୍କାରୁ ୧୪୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ବି ବର୍ଗରେ ଶହେ ଟଙ୍କା କରାଯାଇଛି। ମଜୁରୀ…

ଲାଲକିଲ୍ଲାରେ କରିଥିବା ଘୋଷଣାର କାର୍ଯ୍ୟକାରୀ ନିମନ୍ତେ ସମୀକ୍ଷା ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲାଲ୍ କିଲ୍ଲା ଭାଷଣରେ କରିଥିବା ଘୋଷଣାର ସମୀକ୍ଷା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ, ଆଜି ଏହି ସମୀକ୍ଷା ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ।…

ଉଲଗ୍ନ ହୋଇ ବୁଲୁଥିବା ଦୁଇ ମହିଳା ସମ୍ପର୍କରେ ମା’-ଝିଅ: ସୁସ୍ଥ ହେବା ପରେ ବଖାଣିଲେ ଲୋମଟାଙ୍କୁରା ଅନୁଭୂତି

ସୁନ୍ଦରଗଡ: ସୁନ୍ଦରଗଡ ସହରରେ ଉଲଗ୍ନ ହୋଇ ବୁଲୁଥିବା ଦୁଇ ମହିଳା ପ୍ରାଥମିକ ଚିକିତ୍ସା ପରେ ସାମାନ୍ୟ ପ୍ରକୃତିସ୍ଥ ହୋଇଛନ୍ତି । ଜଣେ ମହିଳା ଖଣ୍ଡିଖଣ୍ଡି ଭାଷାରେ ନିଜର ପରିଚୟ କହିଛନ୍ତି । ଖାଲି ପରିଚୟ କହିନାହାନ୍ତି, ସେମାନଙ୍କ ସହ ଘଟିଥିବା ଲୋମ ଟାଙ୍କୁରା କାହାଣୀ କହିଛନ୍ତି । ଏହି…

ବିଶ୍ୱକପ ୨୦୨୩: ଶ୍ରୀଲଙ୍କା ବିପକ୍ଷରେ ରେକର୍ଡର ଲମ୍ବା ଲାଇନ ଲଗାଇ ଦେଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଚଳିତ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକା ଐତିହାସିକ ପ୍ରଦର୍ଶନ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ରେକର୍ଡର ଲମ୍ବା ଲାଇନ ଲଗାଇ ଦେଇଛି । ୫୦ ଓଭରରେ ୫ ୱିକେଟ ହରାଇ ଦକ୍ଷିଣ…

ଏସିଆନ ଗେମ୍ସ: ଶ୍ରେଷ୍ଠ ପ୍ରଦର୍ଶନ ସହ ଭାରତର ଅଭିଯାନ ଶେଷ

ନୂଆଦିଲ୍ଲୀ: ହାଙ୍ଗଝୋଉ ଏସିଆନ ଗେମ୍ସରେ ଭାରତର ଅଭିଯାନ ଶେଷ ହୋଇଛି । ଏଥର ଭାରତୀୟ ଟିମ ଦେଶ ପାଇଁ ସର୍ବାଧିକ ୧୦୭ ପଦକ ଜିତି ଇତିହାସ ରଚିଛନ୍ତି । ସମ୍ପୂର୍ଣ୍ଣ ଦେଶ ଏ ନେଇ ଗୌରବନ୍ୱିତ ହୋଇ ଉଠିଛନ୍ତି । ଓଭରାଲ ଭାରତ ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ ପଦକ ଜିତିଛି । ପ୍ରଥମ ଦିନ…

ହାର୍ଟ ସମସ୍ୟା ସହ କୋଲେଷ୍ଟ୍ରଲ ହ୍ରାସ କରେ ସୋରିଷ

ନୂଆଦିଲ୍ଲୀ: ଆମେ ସାଧାରଣତଃ ଖାଦ୍ୟ ପ୍ରସ୍ତୁତିରେ ସୋରିଷକୁ ବ୍ୟବହାର କରୁ । ମାତ୍ର ଆପଣମାନେ ଜାଣନ୍ତି କି କେବଳ ରୋଷେଇ କାର୍ଯ୍ୟରେ ନୁହେଁ , ସୋରିଷ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭଦାୟକ । ଏଥିରେ ଅନେକ ମାତ୍ରାରେ ପୋଷକ ତତ୍ତ୍ୱ ଭରପୂର ହୋଇ ରହିଥାଏ । ସୋରିଷ ମଞ୍ଜିରେ ଆଇରନ୍‌,…

ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ୧୭୫.୫ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।  ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ ହେବ । ଚଳିତ ବର୍ଷର…

ବିଶ୍ୱକପ କ୍ରିକେଟ: ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ବାଂଲାଦେଶ

ଧର୍ମଶାଳା: ଚଳିତ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟରେ ଶନିବାର ଏକ ଲୋକ ସ୍କୋରିଂ ବାଂଲାଦେଶ ୬ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୩୭.୨ ଓଭରରେ ୧୫୬ ରନରେ ଅଲଆଉଟ ହୋଇ ଯାଇଥିଲା । ରହମନୁଲ୍ଲା ଗୁରବାଜ ସର୍ବାଧିକ ୪୭…