Latest Odisha News

BREAKING NEWS

ଖାଦ୍ୟରେ ସାମିଲ କରନ୍ତୁ ଲେମ୍ବୁ, ଦେଖନ୍ତୁ ଏହାର ଚମତ୍କାର ଫାଇଦା

ଭୁବନେଶ୍ଵର: ଆଜିକାଲି ବଜାରରେ ସହଜରେ ଯେକୌଣସି ସନମୟରେ ଲେମ୍ବୁ ମିଳିଯାଉଛି । ଲେମ୍ବୁ ହେଉ ଅବା ଏଥିରୁ ପ୍ରସ୍ତୁତ ସର୍ବତ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଏହା ବ୍ୟତିତ ତ୍ୱଚା ଠାରୁ ଆରମ୍ଭ କରି ଇମ୍ୟୁନିଟି ସିଷ୍ଟମ ପର୍ଯ୍ୟନ୍ତ ସବୁ କିଛିର ଉପକାରିତା କରିଥାଏ ଲେମ୍ବୁ ।…

ଓଟିପି ସେୟାରିଂ ମାମଲା: ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, ରହିଛି ପାକିସ୍ତାନୀ ଲିଙ୍କ

ଭୁବନେଶ୍ୱର:ଓଟିପି ସେୟାରିଂ ମାମଲାରେ ନୂଆ ମୋଡ ।  ରହିଛି ପାକିସ୍ତାନୀ ଲିଙ୍କ । ଭାରତରୁ ତଥ୍ୟ ନେବାକୁ ଲକ୍ଷ ଲକ୍ଷ ଟଙ୍କା ଦେଉଥିଲା ପାକିସ୍ତାନ ।  ଏସଟିଏଫ ଦେଲା ଏମିତି ସାଂଘାତିକ ତଥ୍ୟ । ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ସତ ଓଗାଳିଛି ଅଭିଯୁକ୍ତ । ଅଭିଯୁକ୍ତ ମାନିଛି,…

କଶ୍ମୀର ଓ ଅରୁଣାଚଳ ପ୍ରଦେଶକୁ ବିବାଦୀୟ ଦର୍ଶାଇ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ନ୍ୟୁଜ କ୍ଲିକ୍ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: କଶ୍ମୀର ଓ ଅରୁଣାଚଳ ପ୍ରଦେଶକୁ ବିବାଦୀୟ ଅଞ୍ଚଳ ଦର୍ଶାଇ ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ NewsClick (ନ୍ୟୁଜ କ୍ଲିକ୍) ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଓ ଏଚ ଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ପୁଲିସ ଦାବି କରିଛି ଯେ ପୁରକାୟସ୍ଥ, ନେଭିଲ୍ ରୟ…

ମନେ ପଡନ୍ତି ବାଜି: ଆଜି ଦେଶର ସର୍ବକନିଷ୍ଠ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ

ଢେଙ୍କାନାଳ: ସେ କେଉଁ ରାଜାଙ୍କ ସେନାପତି ନଥିଲେ କି କେଉଁ ପରାକ୍ରମୀ ଯୋଦ୍ଧା ମଧ୍ୟ ନଥିଲେ । ସେ ଜଣେ ମାଟି ମାକୁ ଭଲ ପାଉଥିବା ସାଧାରଣ ପିଲାଟିଏ । ବୟସ ମାତ୍ର ୧୨ ବର୍ଷ । ଅନ୍ଧାରୀ ମୂଲକର ଅମୁହାଁ ଦେଉଳ ଭିତରେ ସେ ଥିଲେ ଲକ୍ଷ ଲକ୍ଷ ଦୀପ ଶିଖାର ଉତ୍ସ । ଯାହାଙ୍କ ଛୋଟ ଧମନୀର ଥିଲା ବିରାଟ…

ବିନା ସାତ ଫେରାରେ ହିନ୍ଦୁ ବିବାହ ବୈଧ ନୁହେଁ: କୋର୍ଟ

ପ୍ରୟାଗରାଜ: ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନ ନେଇ ଦ୍ୱିତୀୟ ବିବାହ କରିଥିବା ଦାବିକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ହିନ୍ଦୁ ଆଇନ ଅନୁଯାୟୀ ଏହା ଜରୁରୀ ଯେ 'ସାତ ଫେରା' ବିନା ହିନ୍ଦୁ ବିବାହ ବୈଧ ନୁହେଁ ବୋଲି କୋର୍ଟ ମତ ଦେଇଛନ୍ତି। କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି…

ବାଣ କାରଖାନାରେ ବିସ୍ଫୋରଣ, ଚାଲିଗଲା ୪ଜଣଙ୍କ ଜୀବନ

ତାମିଲନାଡୁ: ଜଳିଗଲା ବାଣ କାରଖାନା । ଚାଲିଗଲା ୪ଜଣଙ୍କ ଜୀବନ । ବାଣ ଭିଡୁଥିବା ବେଳେ ବାଣ କାରଖାନାରେ ଘଟିଲା ବିସ୍ଫୋରଣ । ତାମିଲନାଡୁର ନାଗାପାଟ୍ଟିନାମ୍ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା । ତେବେ ଦୁର୍ଘଟଣାରେ ଆହତ ମାନଙ୍କ ସଂଖ୍ୟା ଜଣାପଡିନଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା…

ଏସୀୟ କ୍ରିଡା: ସ୍ୱର୍ଣ୍ଣ ଜିତିଲା ମହିଳା ଆର୍ଚେରୀ ଟିମ୍

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଦ୍ୱାଦଶ ଦିବସ । ଗତକାଲି ଏକାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ ସହ ୧୨ଟି ପଦକ ହାସଲ କରିଥିଲା । ଆଜି ପୁଣିଥରେ ତୀରନ୍ଦାଜୀରେ ଭାରତକୁ ମିଳିଛି ସ୍ୱର୍ଣ୍ଣ । ଆଦିତି, ଜ୍ୟୋତି ଓ ପରନୀତୟ କୌରଙ୍କୁ ସ୍ୱର୍ଣ୍ଣ…

ଟ୍ରକ ଡ୍ରାଇଭରଙ୍କ ଚତୁର ଝିଅ, ମିଛ ପୋଲିସ ଅଫିସର ହୋଇ ୨ ବର୍ଷ ଧରି ସତ ପୋଲିସଙ୍କୁ ଦେଉଥିଲା ଧୋକା

ରାଜସ୍ଥାନ: କୁହାଯାଏ ଯେ, ସତ କେବେ ଲୁଚି ରହେନା । ବିଳମ୍ବରେ ହେଉ ପଛେ କିନ୍ତୁ ଦିନେ ନା ଦିନେ ସତ ସାମ୍ନାକୁ ଆସେ । ଏପରି କିଛି ଘଟଣା ଦେଖିବାକୁ ମିଳିଛି ରାଜାସ୍ଥାନ ବାସିନ୍ଧା ମୋନା ବୁଗାଲିଆଙ୍କ କ୍ଷେତ୍ରରେ । ଜଣେ ଟ୍ରକ ଡ୍ରାଇଭରଙ୍କ ଝିଅ ମୋନା ବୁଗାଲିଆ ଜଣେ ପୋଲିସ ଅଫିସର ହେବାକୁ…

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ, ଯାତାୟତ ଠପ

ରାଉରକେଲା: ଆଜି ୧୨ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ଆସିଷ୍ଟାଣ୍ଟ କଲେକ୍ଟର ରସ୍ମିତା ମିଞ୍ଜ ଓ ଏଏସଆଇ ଆଲିଶା ଲୁଗୁନ ହତ୍ୟାର ସିବିଆଇ ତଦନ୍ତ ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ବିଜେପି । ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା…

ଅନୁବାଦ କବିତା : କୌଣସି ଏକ ଝିଅକୁ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ  ହେବକି ଟିକିଏ ସମୟ ? ତୁମ ପାଖରେ ଯାଇ ବସନ୍ତି ( ଆମ ଘରେ ଲୋକଙ୍କ ଭାରି ଭିଡ଼ ଅନେକ ଜଞ୍ଜାଳ, ମା'ର ମେଜାଜ ସବୁବେଳେ ଚଢା, ପିଲା ଗୁଡାକର ଅଶାନ୍ତି, ଚିତ୍କାର ଓ ଗୋଲମାଳ ) ତୁମ ଘର ସିଡିରେ ଥିବା କୁଣ୍ଡରେ ନାନା ଜାତି ଫୁଲର ଚାରା ମୃଦୁ ପବନରେ…