ଏହି ଘଣ୍ଟାରେ ଅଛି ସାରା ବ୍ରହ୍ମାଣ୍ଡ ! ଚନ୍ଦ୍ର ଓ ମଙ୍ଗଳ ଗ୍ରହରୁ ୧୨ ଉଲକାପିଣ୍ଡରେ ହୋଇଛି ସଜେଇ
ନୂଆଦିଲ୍ଲୀ: ଘଣ୍ଟା ପିନ୍ଧୁଥିବା ଲୋକସଂଖ୍ୟା କମୁଥିବା ବେଳେ ବର୍ତ୍ତମାନ ସମୟରେ ଦାମୀ ଓ ଡିଜିଟାଲ ଘଣ୍ଟା ପିନ୍ଧିବା ନୂଆ ଟ୍ରେଣ୍ଡ ହେଲାଣି। ମାତ୍ର ଆପଣ ଲକ୍ଷେ କିମ୍ବା ୧୦ ଲକ୍ଷ ଅଧିକ ବେଶୀ ଘଣ୍ଟା କଥା ଶୁଣିଥିବେ କିମ୍ବା ଦେଖିଥିବେ। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏପରି…