Latest Odisha News

ସୋନିଆଙ୍କ ଘର ଜାଳିବା କଥା କହିଲେ ଆସାମ ମୁଖ୍ୟମନ୍ତ୍ରୀ! ପୋଲିସରେ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛି କଂଗ୍ରେସ। ଆସାମର ବରିଷ୍ଠ କଂଗ୍ରେସ ନେତା ଦେଵବ୍ରତ ସାଇକିଆ ବିଶ୍ଵଶର୍ମାଙ୍କ ସୋନିଆ ଗାନ୍ଧୀଙ୍କ ବିରୋଧରେ ଘୃଣା ମନ୍ତବ୍ୟକୁ ନେଇ ପୋଲିସରେ ଅଭିଯୋଗ କରିଛନ୍ତି। ମଧ୍ୟପ୍ରଦେଶ ବିଧାନସଭା…

ମହାରାଷ୍ଟ୍ରରେ ଶରଦ ପାୱାରଙ୍କୁ ସଫା କରିଦେବେ ଅଜିତ!

ଭୁବନେଶ୍ୱର: ପୁଣିଥରେ ତେଜିଛି ମହାରାଷ୍ଟ୍ର ରାଜନୀତି। ଶିବସେନା ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ଶୁଣାଣି ଚାଲିଥିବା ବେଳେ ଏବେ ଏନସିପିର ବିଦ୍ରୋହ ପୁଣିଥରେ ପଦାକୁ ଆସିଛି। ଅଜିତ ପାୱାରଙ୍କ ନେତୃତ୍ୱରେ ସିନ୍ଦେ ବିଜେପି ସରକାରରେ ସାମିଲ ହୋଇଥିବା ଏନସିପି ଗୋଷ୍ଠୀ ଶରଦ…

ବଢିଲା ଏନଡିଏ ଶକ୍ତି: ମେଣ୍ଟରେ ସାମିଲ ହେଲା ଜେଡିଏସ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି  ଦଳ । ନିର୍ବାଚନ ପୂର୍ବରୁ ଏନଡିଏ ମେଣ୍ଟରେ ସାମିଲ ହେଲା ଜେଡିଏସ । ଲୋକସଭା ନିର୍ବାଚନ ୨୦୨୪ରେ କଂଗ୍ରେସକୁ ମାତ ଦେବା ପାଇଁ ଏନଡିଏରେ ସାମିଲ ହେଲା ଜେଡିଏସ । ଦିଲ୍ଲୀରେ ଜେଡିଏସ ନେତା ଏଚଡି କୁମାରସ୍ୱାମୀ ଗୃହମନ୍ତ୍ରୀ ଅମିତ ଶାହଙ୍କ…

ମା’କୁ ତାଙ୍କର ସମ୍ମାନ ଦେବା ପାଇଁ ମୋଦିଜୀ ଐତିହାସିକ ନିର୍ଣ୍ଣୟ ନେଇଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ସଂସଦରେ ପାରିତ ହୋଇଛି ମହିଳା ସଂରକ୍ଷଣ ବିଲ୍ । ବିଲ୍ ସମର୍ଥନରେ ୨୧୫ଟି ଭୋଟ୍ ପଡିଥିବା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ୍ ପଡ଼ିନଥିଲା । ଫଳରେ ସଂସଦର ଉଭୟ ଗୃହରେ ବହୁମତରେ ପାସ୍ ହୋଇଛି ମହିଳା ସଂରକ୍ଷଣ ବିଲ୍ । ସେପଟେ ଏନେଇ ସାମ୍ବାଦିକ ସମ୍ମିଳନିରେ ନିଜର ମନ୍ତବ୍ୟ ଦେଇଛନ୍ତି…

ବିଜେଡି ପାଇଁ ଦେଶରେ ମହିଳାଙ୍କୁ ମିଳିଲା ସଂରକ୍ଷଣ !

ଭୁବନେଶ୍ୱର: ସଂସଦରେ ମହିଳା ସଂରକ୍ଷଣ ବିଲ ପାସ ହେବା ପରେ ଏହାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ଜାତୀୟ ସ୍ତରରେ ଏହାକୁ ନେଇ ବିବାଦ ଓ ଶ୍ରେୟର ଲଢେଇ ଆରମ୍ଭ ହୋଇଥିବାବେଳେ ଓଡ଼ିଶାରେ ଶାସକ ଦଳ ବିଜେଡି ଏହି ପ୍ରସଙ୍ଗକୁ ନେଇ ମାହୋଲ ତିଆରି କରିବା ଆରମ୍ଭ କରିଛି। ବିଶେଷ କରି…

ଅରୁଣାଚଳର ୩ ଖେଳାଳିଙ୍କୁ ଭିସା ଦେଲାନାହିଁ ଚୀନ୍, ଚାଇନା ଗସ୍ତ ବାତିଲ କଲେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଭାରତୀୟ ଖେଳାଳିଙ୍କୁ ୧୯ତମ ଏସିଆନ ଗେମ୍ସରେ ଭାଗ ନେବାକୁ ଥିବା ଅରୁଣାଚଳ ପ୍ରଦେଶର ତିନି ଜଣ ଖେଳାଳିଙ୍କୁ ଚୀନ୍ ଭିସା ଦେବାକୁ ମନା କରିଦେଇଛି। ଏନେଇ ଚାଇନାକୁ କଡା ବିରୋଧ କରିଛି ଭାରତ। ନୂଆଦିଲ୍ଲୀ ଏବଂ ବେଜିଂରେ ଥିବା ଭାରତୀୟ ଦୂତାବାସ ମାଧ୍ୟମରେ ଭାରତ ବିରୋଧ ପ୍ରଦର୍ଶନ…

ମାଡି ଚାଲିଛି ଡେଙ୍ଗୁ, ରାଜଧାନୀରୁ ଆଉ ୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର: ଥମୁନି ଡେଙ୍ଗୁ ଆତଙ୍କ । ବିଶେଷ କରି ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରେ ଡେଙ୍ଗୁ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଜି ପୁଣି ଗୋଟିଏ ଦିନରେ ୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ମୋଟ୍ ଆକ୍ରାନ୍ତଙ୍କ…

 ସଂସଦରେ ରମେଶ ବିଧୁରୀଙ୍କ ଅଶାଳୀନ ବକ୍ତବ୍ୟକୁ ନେଇ ବିବାଦ: କ୍ଷମା ମାଗିଲେ ରାଜନାଥ, ସଦସ୍ୟତା ରଦ୍ଦ ପାଇଁ ଉଠିଲା ଦାବି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସାଂସଦ ରମେଶ ବିଧୁରୀ ସଂସଦରେ ଆପତ୍ତିଜନକ ଭାଷା କହିଥିବା ନେଇ ବିବାଦ ଜୋର ଧରିଛି । ବିଧୁରୀ ସାଂସଦରେ ଚନ୍ଦ୍ରଯାନ-୩ ଉପରେ ଚାଲିଥିବା ଚର୍ଚ୍ଚା ସମୟରେ ବହୁଜନ ସମାଜବାଦୀ ପାର୍ଟିର ସାଂସଦ ଦାନିଶ ଅଲ୍ଲୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ…

ଆଜି ଅତି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି, ୨୫ ସେପ୍ଟେମ୍ବରରେ ଫେରିଯିବ ମୌସୁମୀ !

ଭୁବନେଶ୍ୱର: ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବଜ୍ରପାତ ହେବା ନେଇ ଆଶଙ୍କା ରହିଛି। ଏନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ। ଆଇଏମଡି ଅନୁଯାୟୀ, ଶୁକ୍ରବାର ଏବଂ ଶନିବାର ସକାଳ ୮.୩୦ ପର୍ଯ୍ୟନ୍ତ ଝାରସୁଗୁ଼ଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, କୋରାପୁଟ…

ଉପର ମୁଣ୍ଡରେ ପ୍ରବଳ ବର୍ଷା, ପୁଣି ଖୋଲିଲା ହୀରାକୁଦର ୧୬ଟି ଗେଟ

ସମ୍ବଲପୁର: ଉପର ମୁଣ୍ଡାରେ ଜାରି ରହିଛି ଲଗାଣ ବର୍ଷା । ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାକୁ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ଡ୍ୟାମର ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ହୀରାକୁଦ କତୃପକ୍ଷ । ଗତକାଲି ୬ଟି ଗେଟ ଖୋଲାଯାଇଥିବା ବେଳେ ଆଜି ଆଉ ୧୬ଟି ଗେଟ…