Latest Odisha News

BREAKING NEWS

ଛେଣ୍ଡିପଦାରେ ପୁଣିଥରେ ସୁଶାନ୍ତ !

ଭୁବନେଶ୍ୱର: ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ସମ୍ପୃକ୍ତ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମିତି ଏକ ନିର୍ବାଚନ ମଣ୍ଡଳୀ ହେଉଛି ଅନୁଗୁଳ…

ମେକ୍ସିକୋରେ ପ୍ରଦର୍ଶିତ ପରଗ୍ରହୀକୁ ନେଇ ସମ୍ମୁଖକୁ ଆସିଲା ଚାଂଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: କିଛି ଦିନ ତଳେ ମେକ୍ସିକୋ ସଂସଦରେ ୨ଟି ଏଲିୟନ୍ସଙ୍କ ଶବ ପ୍ରଦର୍ଶନ କରାଯାଇଥିଲା । ଏହା ୧୦୦୦ ବର୍ଷ ତଳର ଶବ ବୋଲି ସେ ସମୟରେ କୁହାଯାଇଥିଲା । ବୈଜ୍ଞାନିକମାନେ ଏହି ଶବକୁ ସାମ୍ନାକୁ ଆଣିବା ପରେ ରହସ୍ୟମୟ ପରଗ୍ରହୀଙ୍କ ସମ୍ପର୍କରେ ତଥ୍ୟ ସମ୍ମୁଖକୁ ଆସିବା ନେଇ ଆଶା ଉଜ୍ଜୀବୀତ…

ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୬ଟି ଗେଟ୍

ସମ୍ବଲପୁର: ପୁଣି ଗେଟ୍ ଖୋଲିଲା ହୀରାକୁଦ୍। ଡ୍ୟାମ୍‌ର ବାମପଟେ ୪ଟି ଓ ଡାହାଣ ପଟେ ୨ଟି ଗେଟ୍ ଖୋଲାଯାଇଛି। ଏପରି ହୀରାକୁଦର ୬ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ଉପର ମୁଣ୍ଡରେ ବର୍ଷା କମି ଯାଇଥିବା ହେତୁ ସମସ୍ତ ଗେଟ ବନ୍ଦ କରାଯାଇଥିଲା। ଏବେ ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର…

ଦେଶର ଏକ ଅପନ୍ତରା ଗ୍ରାମ; ଯେଉଁଠି ବାସ କରୁଛନ୍ତି କେବଳ ଗୋଟିଏ ପରିବାର

ଦିଶପୁର: ଭାରତ ହେଉଛି ବିବିଧତାର ଦେଶ। ଆପଣମାନେ ଆମ ଭାରତରେ ପ୍ରତ୍ୟେକ ରାଜ୍ୟରେ କିଛି ନା କିଛି ଅନନ୍ୟ ଦେଖିବାକୁ ପାଇବେ। ଯାହାଦ୍ଵାରା ଆମ ଦେଶ ପ୍ରତି ଆପଣଙ୍କ ଦୃଷ୍ଟିକୋଣକୁ ବଦଳାଇବ। କେତେକ ସ୍ଥାନରେ ଆପଣ ବହୁତ ଜନସଂଖ୍ୟା ଦେଖିଥିବେ ଏବଂ ଅନ୍ୟ କିଛି ସ୍ଥାନରେ ଜନଶୂନ୍ୟ ଅଞ୍ଚଳ । ଏସବୁ…

ମୌଳିକ ସୁବିଧା ଯୋଗାଇବାରେ ପ୍ରଶାସନ ଫେଲ୍; ପର୍ଯ୍ୟଟକଙ୍କ ତୁଳନାରେ ଶୌଚାଳୟ ଓ ସ୍ନାନାଗାର କମ୍

ପୁରୀ: ଅତିଥି ଦେବୋ ଭବଃର ଉଡିଲା ଧଜିଆ। ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କୁ ଅଣଦେଖା। ବିଶ୍ୱଐତିହ୍ୟ ନଗରୀ ପୁରୀରେ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଫେଲ୍ ମାରିଛି ପୁରୀ ପ୍ରଶାସନ। ବିସ୍ତ୍ରୀର୍ଣ୍ଣ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ରହିଛି ମାତ୍ର ଗୋଟିଏ ସୁଲଭ ଶୌଚାଳୟ।…

ରିଲିଜ ହେଲା ଆଇସିସି କ୍ରିକେଟ ବିଶ୍ୱକପ ଆନ୍ଥେମ

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇ ସପ୍ତାହ ପରେ ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ । ୧୨ ବର୍ଷ ପରେ ଭାରତକୁ ଫେରିଛି ଦିନିକିଆ ବିଶ୍ୱକପ୍ । ୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଥିବା ଏହି ଇଭେଣ୍ଟର ପ୍ରଥମ ଦିନରେ ଇଂଲଣ୍ଡକୁ ଭେଟିବ ନ୍ୟୁଜିଲ୍ୟାଣ୍ଡ | ଏନେଇ ପ୍ରସ୍ତୁତି ମଧ୍ୟ…

ବହିଷ୍କାର ପରେ ମତ ରଖିଲେ ବିଧାୟକ ସୁଧାଂଶୁ ପରିଡା, କହିଲେ ମୁଁ କୌଣସି ସ୍କାମ ସହ ଜଡିତ ନୁହେଁ

ଭୁବନେଶ୍ଵର: ଜନ-ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କ । ମୁଁ କିଛି ଜାଣିନି କି ମୁଁ କୌଣସି ସ୍କାମରେ ନାହିଁ ବୋଲି କହିଲେ ସୁଧାଂଶୁ । ମୋତେ ବହିଷ୍କାର କାରଣ ଜଣାନାହିଁ, ମୁଁ ମୋ ଦାୟିତ୍ୱ ତୁଲାଉଛି । ମୋ କାର୍ଯ୍ୟ…

ପାର୍ବଣକୁ ନେଇ ଆକ୍ସନ ମୁଡରେ ପୁରୀ ପୋଲିସ, ବେପରୁଆ ଗାଡି ଚାଳକଙ୍କଠାରୁ ୯ଟି ଗାଡି ଜବତ

ପୁରୀ: ପାର୍ବଣକୁ ନେଇ ଆକ୍ସନ ମୁଡରେ ପୁରୀ ପୋଲିସ। ପୁରୀ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ। ସହରରେ ପ୍ରଚଣ୍ଡ ଶବ୍ଦ କରି ବେପରୁଆ ଭାବେ ଗାଡି ଚାଳକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ପୋଲିସ। ସହରର ବିଭିନ୍ନ…

ରାଜ୍ୟରେ ଗତ ୨୧ ଦିନରେ ୫୩ % ଅଧିକ ବର୍ଷା ରେକର୍ଡ; ଆସନ୍ତା ୨ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ। ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ସତର୍କତା ଜାରି…

ଦିବଂଗତ ନବ ଦାସଙ୍କ ପରେ ଟାର୍ଗେଟରେ ଆଉ ଜଣେ ନେତା: ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ହତ୍ୟା ଧମକ!

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ । ଫୋନ୍ କଲ୍ ମାଧ୍ୟମରେ ମିଳିଛି ହତ୍ୟା ଧମକ । ନବ ଦାସଙ୍କ ଭଳି ବୈଜୟନ୍ତଙ୍କ ଦଶା ହେବ ବୋଲି କଲର୍ ଜଣକ କହିଛନ୍ତି । ଏ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବୈଜୟନ୍ତଙ୍କ ବ୍ୟକ୍ତିଗତ ସହାୟକ…