ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଭକ୍ତ ଓ ସେବକଙ୍କ କଥା
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ। ଓଁ ନମୋ ଭାଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ବର୍ଣ୍ଣନା ସରିଲା। ଏବେ ଜାଣିବା ପ୍ରଭୁଙ୍କର ଭକ୍ତ ଓ ସେବକଙ୍କ କଥା। ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ନିଜ ପାଇଁ ରୀତିନୀତି କରିନାହାନ୍ତି। ବିଶେଷ…