Latest Odisha News

BREAKING NEWS

କୋବ୍ରାକୁ ଚୁମ୍ବନ ଦେବା ପଡ଼ିଲା ମହଙ୍ଗା : ଓଠକୁ କାମୁଡ଼ି ଧରିଲା କୋବ୍ରା

ସାପ ଏପରି ଏକ ପ୍ରାଣୀ, ଯାହାକୁ ଦୂରରୁ ଦେଖିଲେ ମଧ୍ୟ ସମସ୍ତେ ଭୟଭୀତ ହୋଇପଡ଼ନ୍ତି । କେବଳ ମଣିଷ ନୁହଁନ୍ତି, ଅନେକ ପଶୁ ମଧ୍ୟ ଦେଖିବା ପରେ ସେମାନଙ୍କ ପଥ ପରିବର୍ତ୍ତନ କରି ନିଅନ୍ତି । କାରଣ ସାପ କାମୁଡ଼ିବା ଦ୍ୱାରା ମୃତ୍ୟୁ ହୋଇପାରେ । ସେଥିପାଇଁ ସମସ୍ତେ ସେମାନଙ୍କଠାରୁ ଦୂରେଇ ରହିବାକୁ…

ଆମେରିକାର ଏଫ ୩୫ ଯୁଦ୍ଧ ବିମାନ ନିଖୋଜ

ୱାଶିଂଟନ: ଆମେରିକା ଏଫ ୩୫ ଯୁଦ୍ଧ ବିମାନ ନିଖୋଜ ହୋଇଯାଇଛି । ମରୀନ କୋରର ଏହି ବିମାନକୁ ଶତ୍ରୁ ପକ୍ଷ ଠାବ କରିବା କଷ୍ଟକର । ଗୁରୁତ୍ୱପୂର୍ଣ୍ଣ ମିଶନରେ ଏହାକୁ କାର୍ଯ୍ୟରେ ଲଗା ଯାଇଥାଏ । ନର୍ଥ ଚାର୍ଲସଟନ ଏୟାରବେସକୁ ଏହା ଟେକଅଫ କରିବା କିଛି ସମୟ ପରେ ଗାଏବ ହୋଇ ଯାଇଥିଲା । ମରୀନ କୋର ଏବେ…

ଗଣେଶ ପୂଜା ପୂର୍ବରୁ ଅଘଟଣ: ଟ୍ରାକ୍ଟରରେ ବିଦ୍ୟୁତ ତାର ଲାଗି ଜଣେ ମୃତ, ୨ ଗୁରୁତର

ଯାଜପୁର: ଗଣେଶ ପୂଜା ପୂର୍ବେ ଅଘଟଣା। ପୂଜା ପାଇଁ ଗଣେଶ ମୂର୍ତ୍ତି ନେବା ବେଳେ ଟ୍ରାକ୍ଟରରେ ଲାଗିଗଲା ବିଦ୍ୟୁତ ତାର। ଟ୍ରାକ୍ଟରରେ ବିଦ୍ୟୁତ ତାର ଲାଗି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିବିଲି ଗାଁରେ।…

ଅକ୍ଟୋବର ୨୦ରେ ଡ଼ବଲ ଧମାକା: ଏହି ଦିନ ରିଲିଜ୍ ହେବ ଫିଲ୍ମ ଗଣପତ ପାର୍ଟ-୧, ତେଜସ୍

ମୁମ୍ବାଇ : ଅକ୍ଟୋବର ୨୦ ତାରିଖରେ ବଲିଉଡରେ ହେବ ଡ଼ବଲ ଧମାକା । ଏହି ଦିନ ବଲିଉଡ଼ ଅଭିନେତା ଟାଇଗର ଶ୍ରଫ ଗଣପତ ପାର୍ଟ-୧ ଏବଂ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ତେଜସ୍ ରିଲିଜ୍ ହେବାକୁ ଯାଉଛି । ଗୋଟିଏ ଦିନରେ ଦୁଇଟି ଫିଲ୍ମ ରିଲିଜ୍ ହେବାକୁ ଥିବାରୁ ଦର୍ଶକ ଖୁବ୍ ଉତ୍ସାହିତ ଅଛନ୍ତି ।…

ଭିଡ଼ ହିଂସାରେ ସାମିଲ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ ମିଳିବ କଠୋର ଦଣ୍ଡ: ଓଡିଶା ପୋଲିସ

ଭୁବନେଶ୍ୱର: ଭିଡ ହିଂସା ଏକ ଅପରାଧ ଏବଂ ସେଥିରେ ଯେଉଁ ବ୍ୟକ୍ତି ଭାଗ ନିଅନ୍ତି ତାହା ମଧ୍ୟ ବଡ଼ ଅପରାଧ। ଜଣେ ବ୍ୟକ୍ତି ଯଦି କୌଣସି ପ୍ରକାରର ଭିଡ ହିଂସାରେ ଭାଗ ନିଏ ତେବେ ତାକୁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ହେବ ବୋଲି ଓଡିଶା ପୋଲିସ ପକ୍ଷରୁ କୁହାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ ତେହେସିନ…

୬୯ କିଲୋଗ୍ରାମ ସୁନା, ୩୩୬ କିଲୋଗ୍ରାମ ରୁପାରେ ନିର୍ମିତ ହେଲା ଗଣେଶ ମୂର୍ତ୍ତି

ମୁମ୍ବାଇ: ରାତି ପାହିଲେ ଗଣେଶ ଚତୁର୍ଥୀ । ଏନେଇ ସବୁଆଡ଼େ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ମହାରାଷ୍ଟ୍ରରେ ମଧ୍ୟ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଭିନ୍ନ ରାସ୍ତାଘାଟଠାରୁ ଆରମ୍ଭ କରି ପୂଜା ମଣ୍ଡପଗୁଡ଼ିକ ଆଲୋକମାଳାରେ ଝଲସୁଛି । ଆଖି ଝଲସିଲା ପରି ତୋରଣ…

ଏହି ଦିନ ରିଲିଜ୍ ହେବ ଫିଲ୍ମ ‘ଆନିମଲ’,ଭିନ୍ନ ଚରିତ୍ରରେ ନଜର ଆସିବେ ରଣବୀର

ମୁମ୍ବାଇ: ଦୀର୍ଘ ଦିନ ହେଲା ବଲିଉଡ ଅଭିନେତା ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ’ର ରିଲିଜ୍‌କୁ ନେଇ ଚର୍ଚ୍ଚା ହେଉଛି । ନିର୍ମାତା ଅନେକ ଥର ଫିଲ୍ମର ରିଲିଜ୍ ତାରିଖ ଆଗକୁ ବଢାଇଉନ୍ତି । ଶେଷରେ ଫିଲ୍ମର ନିର୍ମାତା ଏହାର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ…

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଘୋଷଣା

ଭୁବନେଶ୍ୱର: ଆନ୍ଦୋଳନ ସ୍ଥଗିତ ରଖିଲେ ପ୍ରାଥମିକ ଶିକ୍ଷକ। ସ୍ଥଗିତ ହେବା ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଲେ ମହାସଂଘର ମହାସଚିବ ଚାରୁଲତା ମହାପାତ୍ର। ସୂଚନା ଥାଉକି ଗ୍ରେଡ୍‌ ପେ’ ବୃଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା…

ହକି ର‌୍ୟାଙ୍କିଙ୍ଗ : ବର୍ଷକ ପରେ ଟପ ଥ୍ରୀକୁ ଫେରିଲା ଭାରତ

ନୂଆଦିଲ୍ଲୀ: କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ଯୋଗୁ ପ୍ରାୟ ବର୍ଷକ ପରେ ଭାରତୀୟ ଟିମ ସଦ୍ୟ ପ୍ରକାଶିତ ଆନ୍ତର୍ଜାତୀୟ ହକି ର‌୍ୟାଙ୍କିଙ୍ଗରେ ଟପ ଥ୍ରୀକୁ ଫେରିଛି । ଭାରତ ଏବେ ୨୭୭୧ ପଂଏଟ ସହ ତୃତୀୟ ସ୍ଥାନରେ ରହିଛି । ୨୦୨୨ରେ ଭାରତ ପ୍ରଥମ ୩ଟି ଟିମ ମଧ୍ୟରେ ସ୍ଥାନ ପାଇଥିଲା । ଗତ ମାସରେ…

ରାସ୍ତା ଉପରେ ୩ ଫୁଟ ବନ୍ୟା ପାଣି: ସୁଅରେ ଭାସିଗଲା କାର

ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ନିକଟ ଗଳିପୋଲରେ ଭାସିଗଲା କାର । ମହାପଦୀର ପ୍ରଖର ବନ୍ୟା ସ୍ରୋତରେ ଭାସିଗଲା ।  କାରଟି ଭାସି ଭାସି ଏକ ଶାହାଡା ଗଛରେ ଲାଗିଥିଲା  । ଜୀବନ ବିକଳରେ ଜଣେ ଯୁବକ କାରରୁ ବାହାରି ଆସିଥିଲେ ।  ଶାହାଡ଼ା ଗଛକୁ ଚଢ଼ି ଯାଇଥିଲେ । ଅନ୍ୟ ଜଣେ କାର ଉପରେ ଛିଡା…