Latest Odisha News

BREAKING NEWS

ଜନ ଆକ୍ରୋଶ ଯାତ୍ରା ବାହାର କରିବ କଂଗ୍ରେସ, ପୋଷ୍ଟରରେ ନାହିଁ ଦିଗବିଜୟ ସିଂଙ୍କ ଫଟୋ

ଭୋପାଳ: ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବିଜେପି ଆଶୀର୍ବାଦ ଯାତ୍ରା ବାହାର କରୁଥିବା ବେଳେ କଂଗ୍ରେସ ୧୯ସେପ୍ଟେମ୍ବରରୁ ଜନ ଆକ୍ରୋଶ ଯାତ୍ରା ଆରମ୍ଭ କରିବାକୁ ଯାଉଛି। କିନ୍ତୁ ଏହି ସମୟ ମଧ୍ୟରେ କଂଗ୍ରେସର ନିର୍ବାଚନ…

ଆଫ୍ରିକୀୟ ଦେଶ କଙ୍ଗୋରେ ବର୍ଷା ପରେ ଭୂସ୍ଖଳନ, ୨୧ ମୃତ

ଦିଲ୍ଲୀ: ଆଫ୍ରିକୀୟ ଦେଶ କଙ୍ଗୋର ଉତ୍ତର-ପଶ୍ଚିମ ଅଞ୍ଚଳରେ ବର୍ଷା ପରେ ଭୂସ୍ଖଳନ ହୋଇଛି  । ଫଳରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି  । ଭୂସ୍ଖଳନ ପରେ ମାଟି ଗଦା ଭିତରେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ…

ଠକେଇ ମାମଲାରେ ଜରିନ ଖାନଙ୍କ ନାମରେ ଜାରି ହେଲା ଆରେଷ୍ଟ ଓ୍ଵାରେଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ନାମରେ ଆରେଷ୍ଟ ଓ୍ଵାରେଣ୍ଟ ଜାରି କରିଛି କୋଲକତାର ଏକ ଅଦାଲତ । ତାଙ୍କ ନାମରେ ଠକିବା ନେଇ ଏକ ମାମଲାର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କୋଲକତାର ୬ଟି କାର୍ଯ୍ୟକ୍ରମରେ ସାମିଲ ନ ହେବା…

ଏଲିଶା ପଦ୍ଧତିରେ ମିଳିବ ସ୍କ୍ରବ ଟାଇଫସ୍ ମୃତ୍ୟୁର ସଠିକ୍ ତଥ୍ୟ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍  । ବରଗଡ ଏବଂ ସୁନ୍ଦରଗଡରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ସୁନ୍ଦରଗଡ ଜିଲ୍ଲାରେ ଆଜି ପୁଣି ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଜିଲ୍ଲାରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩ରେ ପହଞ୍ଚିଛି  ।…

‘ପୁରୁଣା ସଂସଦ ଭବନକୁ ବିଦେଶୀ କରିଛନ୍ତି ସତ, ହେଲେ ଏଥିରେ ଲାଗିଛି ଭାରତୀୟଙ୍କ ଅର୍ଥ, ପରିଶ୍ରମ ଏବଂ ଝାଳ’

ନୂଆଦିଲ୍ଲୀ:ଆରମ୍ଭ ହୋଇଛି ସଂସଦ ଭବନର ବିଶେଷ ଅଧବେଶନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦନକୁ ସମ୍ବୋଧନ କରି ପୁରୁଣା ସଂସଦ ଭବନର ସ୍ମୃତିଚାରଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ହୁଏତ ଏହି ସଂସଦକୁ ବିଦେଶୀ ଶାସନ ନିର୍ମାଣ କରାଇଛନ୍ତି । କିନ୍ତୁ ଏଥିରେ ଲାଗିଛି ଆମ…

ପଞ୍ଚଭୂତରେ ଲୀନ ହେଲେ ଗୀତା ମେହେଟ୍ଟା

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା । ଦିଲ୍ଲୀ ସ୍ଥିତ ଲୋଦିରୋଡ୍‌‌ ଶ୍ମଶାନ ଘାଟରେ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଗୀତାଙ୍କ ପୁଅ ଆଦିତ୍ୟ ସିଂ ମେହେଟ୍ଟା ମୁଖାଗ୍ନି…

ମନ୍ଦିରରେ ଚହଳ, ଉପରୁ ହେଉଛି ସାପ ବର୍ଷା

ଭୁବନେଶ୍ଵର: ଆଜି ହେଉଛି ବାଲି ତୃତୀୟା ଓଷା ତଥା ସୋମବାର । ସକାଳୁ ସକାଳୁ ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି । ହଠାତ୍ ସେତେବେଳେ ଭକ୍ତଙ୍କ ମୁଣ୍ଡରେ ପଡିଲା ସାପ ଛୁଆ । ଭୟରେ ଭକ୍ତ ଚାରିଆଡେ ଦୌଡିବାକୁ ଲାଗିଲେ । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ…

ତାଇୱାନ ସୀମା ଅତିକ୍ରମ କଲା ଚୀନର ୧୦୩ ଯୁଦ୍ଧ ବିମାନ

ବେଜିଂ: ଚୀନ ତାର ବିସ୍ତାରବାଦୀ ନୀତି ଯୋଗୁ ଧିରେ ଧିରେ ଦୁନିଆର ଅନ୍ୟ ଦେଶମାନଙ୍କଠାରୁ ଅଲଗା ହେବାରେ ଲାଗିଛି । ଏବେ ଚୀନର ନଜର ତାଇୱାନ ଉପରେ ରହିଛି । ରିପୋର୍ଟ ମୁତାବକ ସୋମବାର ସୁଦ୍ଧା ଚୀନର ୧୦୩ ଯୁଦ୍ଧ ବିମାନ ତାଇୱାନ ସୀମାରେ ପ୍ରବେଶ କରିବା ଯୋଗୁ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି…

ଅନନ୍ତନାଗ ଅପରେସନ: ଆତଙ୍କୀ ଗୁମ୍ଫାକୁ ଚାରି ଦିଗରୁ ଘେରିଛନ୍ତି ସେନା, ଗୁମ୍ଫା ନିକଟରୁ ମିଳିଲା ଅଧାପୋଡ଼ା ଶବ

ଶ୍ରୀନଗର:ଅନନ୍ତନାଗରେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଅପରେଶନ ଏବେ ବି ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ସୁରକ୍ଷାକର୍ମୀ କୋକରନାଗ ନିକଟରେ ଥିବା ଆତଙ୍କୀ ଶିବିର ପାଖରେ ପହଞ୍ଚି ଏହାକୁ ଚାରି ଦିଗରୁ ଘେରି ରଖିଛନ୍ତି । ଏହି ଶିବିରରେ ଲୁଚି ରହି ଆତଙ୍କୀମାନେ ଲଗାତାର ଗୁଳିବର୍ଷା…

ଘରୋଇ କଳହକୁ କେନ୍ଦ୍ର କରି ଭାଇକୁ ହାଣିଲା ଭାଇ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଲଙ୍ଗଳେଶ୍ବର ଗାଁରେ ଅଭାବନୀୟ ଘଟଣା  । ଘରୋଇ କଳହକୁ କେନ୍ଦ୍ର କରି ଭାଈକୁ ହାଣି ଦେଇଛି ଭାଈ  । ସୂଚନା ଅନୁସାରେ ଗତକାଲି କୌଣସି କଥାକୁ ନେଇ ସୁଶାନ୍ତ ଗିରିଙ୍କର ତାଙ୍କ ମାଆ ସାବିତ୍ରୀ ଗିରିଙ୍କ ସହ ବଚସା ହୋଇଥିଲା  । ଏଥିରେ ରାଗି ଯାଇ ସୁଶାନ୍ତ ତାଙ୍କ…