Latest Odisha News

BREAKING NEWS

ଏଣିକି ପୂଜା ମଣ୍ଡପ ପାଇଁ ଦେବାକୁ ପଡିବିନି ଗ୍ରାଉଣ୍ଡ ରେଣ୍ଟ

ଭୁବନେଶ୍ୱର:  ପାର୍ବଣ ପୂର୍ବରୁ ସରକାରଙ୍କ ବଡ ଘୋଷଣା ।  ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ । ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ…

ରାସ୍ତାକଡରେ ପଡିଛି ବ୍ୟକ୍ତିଙ୍କ ମୃତଦେହ: ଦୋଷୀକୁ ଗିରଫ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ଅନୁଗୁଳ: ଅନୁଗୁଳ ଛେଳିଆପଦାରେ ଅଭାବନୀୟ ଘଟଣା ଘଟିଛି  । ରାସ୍ତାକଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏକ ବାଲିଗଦା ଉପରେ ବ୍ୟକ୍ତିଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଛି  । ମୃତକ କାଙ୍କୁଲା ଗାଁର ସଂଗ୍ରାମ ବେହେରା ବୋଲି ଜଣାପଡିଛି  । ସୂଚନା ଅନୁଯାୟୀ ଆଜି ସକାଳୁ…

ଓଜନ କମାଇବାକୁ ଚିନ୍ତିତ କି? ତେବେ ଡାଏଟରେ ସାମିଲ କରନ୍ତୁ ଚିଆ ସିଡ୍

ଭୁବନେଶ୍ଵର: ପତଳା ହେବାକୁ କିଏ ବା ନ ଚାହେଁ । ସମସ୍ତେ ଫିଟ୍ ଆଉ ସୁନ୍ଦର ଦିଶିବାକୁ ଚାହାନ୍ତି । ପତଳା ହେବାକୁ କିଏ ଦିନସାରା ଡାଏଟରେ ରହିଥାନ୍ତି ତ କିଏ ଜୋରସୋର ଜିମ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ପାନୀୟ ବିଷୟରେ କହିବୁ ଯେଉଁଥିରେ ଭରପୁର ପ୍ରୋଟିନ ରହିଛି । ଶରୀର ପାଇଁ…

୪ ଓଡିଆ କଳାକାରଙ୍କୁ ମିଳିବ ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାର

ଭୁବନେଶ୍ବର: ୪ ଜଣ ଓଡିଆ କଳାକାରଙ୍କ ମିଳିବ ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାର । ଓଡିଶାର ୪ ଜଣ କଳାକାରଙ୍କୁ ଏହି ପୁରସ୍କାର ମିଳିବ  । ଏହି ୪ କଳାକାର ହେଉଛନ୍ତି ଛଉ ନୃତ୍ୟ ଶିଳ୍ପୀ ସିଦ୍ଧେଶ୍ବର ଦାଶ, ଥିଏଟର ଏଳାକାର ଅନ୍ନତ ମହାପାତ୍ର , ଲୋକସଙ୍ଗୀତ ଏବଂ ବ୍ରହ୍ମା ବୀଣା ବିଶାରଦ…

ପାଣିଘେରରେ ମାଆ ଭଟ୍ଟାରିକା: ଗର୍ଭଗୃହରେ ୩ ଫୁଟର ବନ୍ୟା ଜଳ , ବିଗ୍ରହ ସ୍ଥାନାନ୍ତର

ଆଠଗଡ: ଗତ କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସବୁଠି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି  । ଆଠଗଡ ବଡମ୍ବା ମାଆ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟା ଜଳ ପଶିଛି  ।  ମନ୍ଦିର ବେଢ଼ା ଦେଇ ମନ୍ଦିରରେ ପ୍ରବେଶ କରିଛି ବନ୍ୟା ପାଣି । ମହାନଦୀରେ ଜଳସ୍ତର ବଢିଥିବାବେଳେ ଚଳିତ ବର୍ଷ…

ଆମେରିକା ସମାଜ ପାଇଁ ବିପଦ ବୁଲି ଡଗ୍ସ: ବ୍ୟାନ୍ କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍

ମୁମ୍ବାଇ: କୁକୁରକୁ ନେଇ ଭୟଭୀତ ଇଂଲଣ୍ଡ। ଆମେରିକୀୟ ବୁଲି ଡଗ୍ସ ଆମେରିକା ସମାଜ ପାଇଁ ବିପଦ । ବିଶେଷ କରି ଏହା ଶିଶୁଙ୍କ ପାଇଁ ଭୟଙ୍କର ପ୍ରମାଣିତ ବି ହୋଇଛି । ତେଣୁ ଏହି ପ୍ରଜାତିର କୁକୁରକୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ବ୍ୟାନ୍ କରିଛନ୍ତି । ଦେଶରେ ହୋଇଥିବା କୁକୁରଙ୍କ ଆକ୍ରମଣର…

ମହାରାଷ୍ଟ୍ର ଥାନେରେ ଭୁଶୁଡିଲା ୫୦ ବର୍ଷର ପୁରୁଣା କୋଠା, ୨ ମୃତ

ମୁମ୍ବାଇ: ମହାରାଷ୍ଟ୍ର ଥାନେରେ ଅଭାବନୀୟ ଘଟଣା ଘଟିଛି  । ଏକ ୫୦ ବର୍ଷ ପୁରୁଣା କୋଠା ଭୁଶୁଡି ପଡିଛି  । ଫଳରେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି  । ଗତକାଲି ୪ ମହଲା ବିଶିଷ୍ଟ ଆବାସିକ କୋଠାଟି ଭୁଶୁଡି ପଡିଥିଲା  । ଫଳରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିଲା  । ଜଣେ ମହିଳାଙ୍କ…

ଭାଷା ଭାଗବତ : ସ୍ବଭାଷାର ଜୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ  'ଭାଷା ଭାଗବତ' ଭାବିଲେ ସୁଦ୍ଧା ଦୀର୍ଘକାଳ ନ ଲେଖି ଭାବିଲେ କେବଳ ବ୍ୟକ୍ତିଟେ ହୁଅଇ ଭାବୁକ କେବେ ବି ହୁଏନି ଲେଖକ ଲେଖିବା ମୁହୂର୍ତରେ ଯାହା ମନକୁ ଆସେ ଲେଖି ତାହା ସ୍ବପ୍ନ ଅଥବା ପୂର୍ବସ୍ମୃତି ଲେଖକ ହୋଇପାରେ…

ଚାଷୀଙ୍କ ଆଖିସାମ୍ନାରେ ଛେଳିକୁ ଗିଳିଲା ଅଜଗର : ଉଦ୍ଧାର କରି କୂଳଡିହା ଜଙ୍ଗଲରେ ଛାଡିଲା ବନ ବିଭାଗ

ବାଲେଶ୍ଵର : ଚାଷୀଙ୍କ ଆଖିସାମ୍ନାରେ ଛେଳିକୁ ଗିଳିଲା ଅଜଗର । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍ ଢ଼ୋଲପୁର ଗାଁରେ  ।  ଗାଁର ରମାକାନ୍ତ ସିଂ ଛେଳି ଚରାଇବା ପାଇଁ ନିକଟରେ ଥିବା ଦେବଗିରି ପାହାଡ଼କୁ ଯାଇଥିଲେ। ଏତିକିବେଳେ ହଠାତ୍ ଏକ ୧୦ ଫୁଟ୍ ଲମ୍ବର ଅଜଗର…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ବିମ୍ବ ସ୍ନାନ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ "ଅବକାଶ ନୀତି " ଆଲୋଚନା ଭିତରେ ଆମେ ଶ୍ରୀଜୀଉମାନଙ୍କ ମୁଖ ଧୌତ, ଦନ୍ତମାର୍ଜନ ଓ ଜିଭ ଛେଲିବା କାର୍ଯ୍ୟ ସମ୍ପାଦନ କରିସାରିଲେଣି। ଠିକ ମାନବୀୟ…