ଗ୍ଲୁ ଟ୍ରାପ ଉପରେ କଟକଣା ଲଗାଇଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବୁଧବାର ମୂଷା, ଗୁଣ୍ଡୁଚି ମୂଷା ଓ ଠେକୁଆଙ୍କୁ ଧରିବା ପାଇଁ ବ୍ୟବହାର କରାଯାଛଥିବା ଗ୍ଲୁ ଟ୍ରାପ ଉପରେ କଟକଣା ଲଗାଇଛି । ଏହି କ୍ରୁର ଓ ଅମାନବୀୟ ପଦ୍ଧତି ଯୋଗୁ ନିରୀହ ଜନ୍ତୁର ମୃତ୍ୟୁ ଘଟୁଥିବାରୁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ନିର୍ମାତା,…