Latest Odisha News

BREAKING NEWS

ଲିବ୍ୟାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୨୦୦୦ରୁ ଅଧିକଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ଉତ୍ତର ଆଫ୍ରିକୀୟ ଦେଶରେ ପ୍ରକୃତିର ତାଣ୍ଡବ । ଲିବ୍ୟାରେ ସାମୁଦ୍ରିକ ଝଡ଼ ‘ ଡାନିଏଲ’ର ତାଣ୍ଡବ । ପ୍ରଳୟଙ୍କାରୀ ଡାନିଏଲର ତାଣ୍ଡବରେ ଜାରି ରହିଛି ପ୍ରବଳ ବର୍ଷା । ପ୍ରବଳ ବର୍ଷା ପରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ବନ୍ୟା ପାଣିରେ ଭାସିଯାଇ ଅନ୍ୟୁନ ୨୦୦୦ ଲୋକଙ୍କର ମୃତ୍ୟୁ…

ପୂରଣ ହେବ ଖାଲି ପଡ଼ିଥିବା ୧୦୬୫ ଅଧ୍ୟାପକ ପଦବୀ: ଅନଲାଇନରେ ତୁରନ୍ତ କରନ୍ତୁ ଆବେଦନ

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ହେବ । ଏ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ,  ରାଜ୍ୟର ବେସରକାରୀ ଏଡେଡ ମହାବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ବିଷୟରେ ଖାଲିଥିବା ୧୦୬୫  ପଦବୀ (ସିଧାସଳଖ ପେମେଣ୍ଟ ପୋଷ୍ଟ) ପୂରଣ କରାଯିବ । ଏଥି ପାଇଁ  ଓଡିଶା…

ରାସ୍ତା ପାଇଁ ରାସ୍ତାରୋକ୍ : ରେଢାଖୋଲ ୫୫ନଂ ଜାତୀୟ ରାଜପଥ ମରାମତି ଦାବି

ରେଢ଼ାଖୋଲ : ରାସ୍ତା ପାଇଁ ରାସ୍ତା ଅବରୋଧ। ଆଜି ସକାଳ ୬ଟାରୁ ୫୫ ନମ୍ବର ଜାତୀୟ ରାଜପଥ ରେଢାଖୋଲ ଭୀମଭୋଈ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି  । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡିମଡ଼ର ଅଟକି ରହିଥିବା ଦେଖିବାକୁ ମିଳିଛି  । ରେଢାଖୋଲ ନାଗରିକ କମିଟି ପକ୍ଷରୁ ଏହି…

ମରକ୍କୋ ଭୂମିକମ୍ପ, ୩ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପରେ ଦୋହଲି ଯାଇଛି ଆଫ୍ରିକୀୟ ଦେଶ ମରକ୍କୋ । ୬.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭୂକମ୍ପ କାରଣରୁ ଏବେ ସୁଦ୍ଧା ୩୦୦୦ରୁ ଅଧିକ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅନେକ ବଡ ବଡ…

ଉଦ୍ଧାର ହେଲେ ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି : ସେଲଫି ନେବା ବେଳେ ଖସି ପଡିଥିଲେ

ସମ୍ବଲପୁର: ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର  । ସମଲେଇ ମନ୍ଦିର ଘାଟରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ସେଲଫି ନେବାବେଳେ ସମ୍ବଲପୁର ଚାଉଁରପୁର ବ୍ରିଜ୍ ରୁ ଖସି ପଡିଥିଲେ  । ସୂଚନାନୁସାରେ, ଆଜି ସକାଳେ ସମ୍ବଲପୁରରୁ ଏକ  ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା ।   …

ଆପଣ ମାଠିଆ ପାଣି ପିଉଛନ୍ତି କି? ଜାଣନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ପୂର୍ବରୁ ଲୋକମାନେ ଜଳ ସଂରକ୍ଷଣ ପାଇଁ ମାଠିଆ ବ୍ୟବହାର କରୁଥିଲେ । ଏହାର କାରଣ ହେଲା ମାଟି ପାତ୍ରରେ ଥିବା ପାଣି ସ୍ୱାଭାବିକ ଭାବେ ଥଣ୍ଡା ରହିଥାଏ । ଏଥି ସହିତ, ଆମର ପୂର୍ବଜମାନେ ଜାଣିଥିଲେ ଯେ ଏହାର ଜଳ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ । ଆଜିକାଲି ପ୍ରତ୍ୟେକ ଘରେ…

୧କୋଟି ଶିବଲିଙ୍ଗରେ ସ୍ଥାପିତ ଅଲୗେକିକ ମନ୍ଦିର…

ଦିଲ୍ଲୀ: ଆପଣ  ଭଗବାନ ଶିବଙ୍କର ଅନେକ ମନ୍ଦିର ଦେଖିଥିବେ । କିନ୍ତୁ ଏହି ମନ୍ଦିରର ଆକୃତି କହେ ଭିନ୍ନ କାହାଣୀ । ଏହି ମନ୍ଦିର ଅନେକ ଚମତ୍କାରରେ ଭରା  ।  କର୍ଣ୍ଣାଟକର କୋଲାର ଜିଲ୍ଲାର ଏହି ମନ୍ଦିରରେ ବିଶ୍ୱର ସର୍ବାଧିକ ଶିବଲିଙ୍ଗ ସ୍ଥାପିତ ହୋଇଛି । ପ୍ରାୟ ୧ କୋଟି ବୋଲି କୁହାଯାଉଛି ।…

ଦିନକ ପୂର୍ବରୁ ସୁସ୍ଥ ଥିବା ଝିଅ କେମିତି ମରିଲା? ହଷ୍ଟେଲରେ ଝିଅର ମୃତ୍ୟୁକୁ ନେଇ କାନ୍ଦୁଛନ୍ତି ବାପା-ମା’

ଜୟପୁର: ଝିଅ ପାଠପଢିବ । ବଡ ମଣିଷ ହେବ । ଏମିତି ଆଶାସ୍ୱପ୍ନ ନେଇ ବାପା-ମା’ ଝିଅକୁ ହଷ୍ଟେଲରେ ଛାଡି ଆସିଥିଲେ । ହେଲେ ହଷ୍ଟେଲରୁ ଆସିଲା ଦୁଃଖଦ ଖବର । ଝିଅକୁ ଦେଖିବା ପାଇଁ ବାପା-ମା’ ଧାଇଁଆସିଥିଲେ ଡାକ୍ତରଖାନା । କିନ୍ତୁ ଝିଅ ଆଉ ତାଙ୍କର ନଥିଲା । ସବୁଦିନ ପାଇଁ ସେମାନଙ୍କୁ ଛାଡି ଚାଲି…

ଲଦାଖରେ ହେବ ବିଶ୍ୱର ସର୍ବୋଚ୍ଚ ଏୟାର ଫିଲ୍ଡ: ଆଜି ଶିଳାନ୍ୟାସ କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁ କଶ୍ମୀର ଗସ୍ତରେ ଯାଇଛନ୍ତି । ସେଠାରେ ୨୪୯୧ କୋଟିର ୯୦ଟି ଉଦ୍ୟୋଗର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସାମ୍ବାରେ ୪୨୨.୯ ମିଟର ଲମ୍ବ ଦେବକ ବ୍ରିଜର ଉଦଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ ।  ୮୯ ଉଦ୍ୟୋଗର ଉଦଘାଟନ…

ଫେଲ ମାରିଲା ମହାପ୍ରୟାଣ ଗାଡି: ସ୍ତ୍ରୀର ଶବ ନେବାକୁ ଭିକ ମାଗିଲେ ସ୍ବାମୀ

ସମ୍ବଲପୁର: ଫେଲ ମାରିଲା ମହାପ୍ରୟାଣ ଗାଡି  । ସ୍ତ୍ରୀର ଶବ ନେବାକୁ ଟଙ୍କା ନଥିବାରୁ ଗାମୁଛା ପକାଇ ଭିକ ମାଗିଲେ ସ୍ବାମୀ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି  ସମ୍ବଳପୁର ଭୀମସାରରେ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁକତୁଙ୍ଗା ଗାଁର ପାଣ୍ଡବ  ମୁଖୀଙ୍କ ପତ୍ନୀ କର୍କଟ…