ଦିନକ ପୂର୍ବରୁ ସୁସ୍ଥ ଥିବା ଝିଅ କେମିତି ମରିଲା? ହଷ୍ଟେଲରେ ଝିଅର ମୃତ୍ୟୁକୁ ନେଇ କାନ୍ଦୁଛନ୍ତି ବାପା-ମା’
ଜୟପୁର: ଝିଅ ପାଠପଢିବ । ବଡ ମଣିଷ ହେବ । ଏମିତି ଆଶାସ୍ୱପ୍ନ ନେଇ ବାପା-ମା’ ଝିଅକୁ ହଷ୍ଟେଲରେ ଛାଡି ଆସିଥିଲେ । ହେଲେ ହଷ୍ଟେଲରୁ ଆସିଲା ଦୁଃଖଦ ଖବର । ଝିଅକୁ ଦେଖିବା ପାଇଁ ବାପା-ମା’ ଧାଇଁଆସିଥିଲେ ଡାକ୍ତରଖାନା । କିନ୍ତୁ ଝିଅ ଆଉ ତାଙ୍କର ନଥିଲା । ସବୁଦିନ ପାଇଁ ସେମାନଙ୍କୁ ଛାଡି ଚାଲି…