ବର୍ଷା ଯୋଗୁ ମ୍ୟାଚ ଅଧାରୁ ବନ୍ଦ, ରିଜର୍ଭ ଡେରେ ଖେଳାଯିବ ଭାରତ-ପାକ ମୁକାବିଲା
କଲମ୍ବୋ: ଚଳିତ ଏସିଆ କପ କ୍ରିକେଟର ସବୁଠାରୁ ଉତ୍କଣ୍ଠାପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ ଏବେ ବର୍ଷା ଯୋଗୁ ରିଜର୍ଭ ଡେରେ ଖେଳାଯିବ । ରବିବାର ଭାରତ ପ୍ରଥମେ ବ୍ୟାଟିଂ କରି ୨୪.୧ ଓଭରରେ ୨ ୱିକେଟ ହରାଇ ୧୪୭ ରନ କରିଥିଲା । ଏହା ପରେ ବର୍ଷା ହେବାକୁ ଆଉ ମ୍ୟାଚ ଖେଳାଯିବା ସମ୍ଭବପର ହୋଇ ନ…