ବିଶ୍ଵ ଦେଖିଲା ଓଡିଆ କାରୀଗରି, ବିଶ୍ଵକୁ ବାର୍ତ୍ତା ଦେଲା କୋଣାର୍କ ଚକ୍ର
ନୂଆଦିଲ୍ଲୀ: ବିଶ୍ଵ ଦେଖିଲା ଓଡିଆ କାରୀଗରି । ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍’ରେ ଝଲସୁଛି ରାଜ୍ୟର ପ୍ରାଚୀନ ଐତିହ୍ୟ । ଜି-୨୦ ସମ୍ମିଳନୀ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରସିଦ୍ଧ ଚକ୍ରର ପ୍ରତିକୃତି ସମ୍ମୁଖରେ ବିଶ୍ଵନେତାଙ୍କୁ କରିଥିଲେ…