Latest Odisha News

BREAKING NEWS

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଟିମ୍ ଇଣ୍ଡିଆ ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନର ସମ୍ଭାବନା 

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୦ ତାରିଖ ରବିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଜବରଦସ୍ତ ମୁକାବିଲା ହେବାକୁ ଯାଉଛି। କଲମ୍ବୋରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ଟିମ ଇଣ୍ଡିଆର ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ ହୋଇପାରେ। ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ନିଜର…

ଲୋକାର୍ପିତ ହେଲା “ଏଇ ଆମ ପ୍ରେମ କାହାଣୀ’ର ଫାଷ୍ଟ ଲୁକ୍

ଭୁବନେଶ୍ୱର: ଲୋକାର୍ପିତ ହେଲା ଓଡ଼ିଆ ଫିଲ୍ମ"ଏଇ ଆମ ପ୍ରେମ କାହାଣୀ’ର ଫାଷ୍ଟ ଲୁକ୍ । ଉଦୟ ସେଠୀ ଫିଲ୍ମସ ଓ ସନ୍ ମ୍ୟୁଜିକର ମିଳିତ ପ୍ରଯୋଜନାରେ ନିର୍ମିତ ହେଉଥିବା ଏହି ଫିଲ୍ମ ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିରେ ନାୟକ ଭୂମିକାରେ ଅଭିଷେକ ରଥ ଏବଂ ନାୟିକା…

ସରିଲା ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ: ଅନନ୍ତ ମହାପାତ୍ର ପାଇଲେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର

ଭୁବେନଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହେଯାଗେର ଅନୁଷ୍ଠିତ ୨୯ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି । ଭୁବେନଶ୍ୱରର ରବିନ୍ଦ୍ର ମଣ୍ଡପରେ ଚାରିଦିନ ଧରି ଆୟୋଜିତ ଏହି…

ଭିନ୍ନକ୍ଷମ ବିଦ୍ୟାଳୟରର ଅବ୍ୟବସ୍ଥା ନେଇ ରାଜ୍ୟପାଳଙ୍କ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ମିଶନ୍ କମ୍ପାଉଣ୍ଡ ଭିନ୍ନକ୍ଷମ ବିଦ୍ୟାଳୟଟି ବିଭିନ୍ନ ଅବ୍ୟବସ୍ଥାରେ ଥିବା ନେଇ ଅଭିଯୋଗ ହୋଇଛି । ଫଳରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ବିଦ୍ୟାଳୟର ଅଭିଯୋଗ ଜାଣିବା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ…

ଡିଜିଟାଲ୍ ଯୁଗରେ ବି ମୋବାଇଲ ଘୋଡା ଲାଇବ୍ରେରୀର କ୍ରେଜ୍

ଉତ୍ତରାଖଣ୍ଡ: ଆପଣ କେବେ ଚଳପ୍ରଚଳ ଲାଇବ୍ରେରୀ ଦେଖିଛନ୍ତି କି? ତାହା ପୁଣି ଘୋଡ଼ା ଲାଇବ୍ରେରୀ । ଆପଣ ଏବେ ଭାବୁଥିବେ ଲାଇବ୍ରେରୀ ତ ଲାଇବ୍ରେରୀ ପୁଣି ଘୋଡ଼ା ଲାଇବ୍ରେରୀ କ’ଣ ? ଆଜ୍ଞା ହଁ, ଉତ୍ତରାଖଣ୍ଡର କିଛି ଯୁବକ ଏକତ୍ର ଏପରି କିଛି କରି ଦେଖାଇଛନ୍ତି, ଯାହାକୁ ଦେଖି ଲୋକେ ତାଙ୍କୁ ପ୍ରଶଂସା…

ବିଶ୍ୱକପ ଟିକେଟ ବୁକିଂକୁ ସମାଲୋଚନା କଲେ ପୂର୍ବ କ୍ରିକେଟର ଭେଙ୍କେଟେଶ ପ୍ରସାଦ

ମୁମ୍ବାଇ: ଭାରତର ପୂର୍ବତନ ପେସ ବୋଲର ଭେଙ୍କେଟେଶ ପ୍ରସାଦ ବିଶ୍ୱକପ ଟିକେଟ ବୁକିଂ ପ୍ରୋସେସକୁ ଆଲୋଚନା କରିଛନ୍ତି । ଷ୍ଟାଡିୟମରେ ଆମକୁ ପ୍ରକୃତ କ୍ରିକେଟ ପ୍ରଶଂସକ ଦରକାର । ବିଶ୍ୱକପ ଆୟୋଜନ କରିବା ଦେଶ ପାଇଁ ଗର୍ବର ବିଷୟ । ଟିକେଟ ବିକ୍ରିରେ ପାରଦର୍ଶୀତା ଅବଲମ୍ବନ କରିବା ଜରୁରୀ ଥିଲା ।…

ହ୍ଵାଟ୍ସଆପର ଏହି ନୂଆ ଅପ୍ଡେଟ୍ ଉପଭୋକ୍ତାମାନଙ୍କୁ ବେଶ୍ ଆକର୍ଷିତ କରିବ

ନୂଆଦିଲ୍ଲୀ: ବିଶ୍ବର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପ ଏବେ ନୂଆ ନୂଆ ଫିଚର ଯୋଡିବାରେ ଲାଗିଛି। ୟୁଜର୍ସମାନଙ୍କ ଆଗ୍ରହ ବଢାଇବା ପାଇଁ ଦିନକୁ ଦିନ ହ୍ଵାଟ୍ସଆପରେ ନୂଆ ନୂଆ ଫିଚର ଯୋଡ଼ା ହେଉଛି। କିଛି ଦିନ ପୂର୍ବରୁ କମ୍ପାନୀ ଆଇଓଏସ୍ ଏବଂ ଏଣ୍ଡ୍ରୋଏଡ୍ ବ୍ୟବହାରକାରୀଙ୍କୁ…

ଜି-୨୦ ମହାମଞ୍ଚରେ ଦିଲ୍ଲୀ ଘୋଷଣାପତ୍ରକୁ ମିଳିଲା ବିପୁଳ ସମର୍ଥନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଜି ୨୦ ସମ୍ମିଳନୀ । ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ବିଶ୍ୱ ମହାଶକ୍ତି । ଭାରତ ମଣ୍ଡପମରେ ଚାଲିଛି ମାନସ ମନ୍ଥନ । ସାରା ବିଶ୍ୱର ଆଖି ଭାରତ ଉପରେ । ଏହି ମହାମଞ୍ଚରେ ମିଳିଛି ଭାରତକୁ ବିପୁଳ ସମର୍ଥନ । ଜି ୨୦ ସମ୍ମିଳନୀରେ ଦିଲ୍ଲୀ…

ସୌମ୍ୟ ପଟ୍ଟନାୟକଙ୍କୁ ନେଇ ଅପରାଜିତାଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ: କହିଲେ, ଦଳରେ ମିଶିବା ପାଇଁ ଆମନ୍ତ୍ରଣ କରିବେ କି…

ଭୁବନେଶ୍ୱର: ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ନେଇ ଥମୁନି ରାଜନୀତି । ବିଜେଡି ଭିତରେ ଚାଲିଛି ଜବାବ ସୁଆଲ । ଏପଟେ ସୌମ୍ୟଙ୍କ ପ୍ରତି ଛୁଟିବାରେ ଚାଲିଛି ବିରୋଧୀଙ୍କ ସମର୍ଥନର ସୁଅ । କଂଗ୍ରେସ, ବିଜେପି ମଧ୍ୟ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ କରିଛନ୍ତି ।  କଂଗ୍ରେସ ନେତା ସୁର ରାଉତରାୟ…

ଓସିଏ ଆୟୋଜିତ କରିବ ଭୈରବ ମହାନ୍ତି ମେମୋରିଆଲ ଟି୨୦

କଟକ: ଓଡିଶା କ୍ରିକେଟ ଆସୋସିଏଶନ ଆନ୍ତଃ ରାଜ୍ୟ ଭୈରବ ମହାନ୍ତି ମେମୋରିଆଲ ଟି୨୦ ଟୁର୍ଣ୍ଣାମେଂଟ ଆୟୋଜିତ କରିବାକୁ ଯାଉଛି । ବାରବାଟୀ ଷ୍ଟାଡିୟମରେ ସେପ୍ଟମ୍ବର ୧୫ରୁ ୨୨ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଓଡିଶାର ୨ଟି ଟିମ ଓଡିଶା ଏ ଓ ବି ଏଥିରେ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ଆସାମ,…