ବାହାରିଲା ମାଁ ଶୁରେଶ୍ଵରୀଙ୍କ ନୁଆଁଖାଇ ଲଗ୍ନ
ସୋନପୁର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସେପ୍ଟେମ୍ବର ୨୦ ତାରିଖରେ ପାଳନ ହେବ। ଗତକାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କର ନୁଆଁଖାଇ ଲଗ୍ନ ବାହାରିଥିବା ବେଳେ ଆଜି ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ଶୁରେଶ୍ଵରୀଙ୍କର ନୁଆଁଖାଇ ଲଗ୍ନ ବାହାରିଛି । ସୋନପୁର ଗଡଜାତ…