ବିଶ୍ୱକପ ପରେ କୋଚ ପଦ ଛାଡି ପାରନ୍ତି ଡ୍ରାଭିଡ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଅକ୍ଟୋବର ୫ରୁ ଆରମ୍ଭ ହେବ । ତୃତୀୟ ଥର ପାଇଁ ଟାଇଟଲ ହାସଲ ଲକ୍ଷ୍ୟରେ ଟିମ ଇଣ୍ଡିଆ ଓହ୍ଲାଇବ । ଏଥିପାଇଁ ଟିମର ଘୋଷଣା ମଧ୍ୟ ହୋଇସାରିଛି । ମିଡିଆ ରିପୋର୍ଟ୍ସ ଅନୁସାରେ ବିଶ୍ୱକପ ପରେ ମୂଖ୍ୟ କୋଚ ରାହୁଲ ଡ୍ରାଭିଡ ତାଙ୍କ ପଦ ଛାଡି ପାରନ୍ତି ।…