ଏସିସିକୁ କ୍ଷତିପୂରଣ ମାଗିଲା ପିସିବି
କରାଚୀ: ଏସିଆ କପ କ୍ରିକେଟରେ ଭାରତ ଓ ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ସେହିପରି ଭାରତ ଓ ନେପାଳ ମ୍ୟାଚରେ ମଧ୍ୟ ଓଭର କମ କରାଯାଇଥିଲା । ଗୁରୁବାର ପାକିସ୍ତାନ କ୍ରିକେଟ ବୋର୍ଡ ଏସିଆନ କ୍ରିକେଟ କାଉନସିଲକୁ କ୍ଷତିପୂରଣ ମାଗିଛି । ବର୍ଷା ଯୋଗୁ ଟିକେଟ କମ ବିକ୍ରି ହୋଇଛି…