Latest Odisha News

BREAKING NEWS

ତୃତୀୟ ଥର ପାଇଁ ବଦଳିଲା ଅକ୍ଷୟ କୁମାରଙ୍କ ଫିଲ୍ମର ନାଁ: ଜନ୍ମଦିନରେ ରିଲିଜ ହୋଇପାରେ ଟିଜର୍ 

ଭୁବନେଶ୍ୱର: ଓଃ ମାଇଁ ଗଡ୍-୨ଚଳଚ୍ଚିତ୍ରର ସଫଳତାକୁ ନେଇ ଅକ୍ଷୟ କୁମାର ବେଶ୍ ଖୁସି ଅଛନ୍ତି । କିନ୍ତୁ ଏହାକୁ ନେଇ ଉତ୍ସବ ପାଳିବା ପରିବର୍ତ୍ତେ ସେ ତୁରନ୍ତ ଏକ ନୂଆ ପ୍ରୋଜେକ୍ଟର ସୁଟିଂ ଆରମ୍ଭ କରିଥିଲେ । ଆଜିକାଲି ସେ ଲକ୍ଷ୍ନୌରେ 'ସ୍କାଏ ଫୋର୍ସ' ପାଇଁ ସୁଟିଂ କରୁଛନ୍ତି । ଏହି ସମୟରେ…

ଭାଇ-ଭଉଣୀଙ୍କୁ ପ୍ରେମୀଯୁଗଳ ଭାବି ମାରିଲେ ନିସ୍ତୁକ ମାଡ଼

ଭୋପାଳ: ବେଳେବେଳେ ରାସ୍ତାରେ ଯାଉଥିବା ଯୁବକ ଯୁବତୀଙ୍କ ମଧ୍ୟରେ ଥିବା ସମ୍ପର୍କ ବୁଝିବା ଅତ୍ୟନ୍ତ କଷ୍ଟକର ହୋଇପଡେ। ଯେତେବେଳେ ବି ପୁଅ-ଝିଅ ରାସ୍ତାରେ ଚାଲନ୍ତି, ସେମାନଙ୍କ ବିଷୟରେ ସମସ୍ତଙ୍କର ସମାନ ଧାରଣା ନଥାଏ। ସମାଜ ବେଳେବେଳେ ସମ୍ପର୍କକୁ ନେଇ ସମାଲଚୋନା କରିବା ଆରମ୍ଭ କରେ। ଏହି…

ଜଟଣୀରୁ ନିର୍ବାଚନ ଲଢିବେ ସୁର ରାଉତରାୟଙ୍କ ପୁଅ ମନ୍ମଥ କିନ୍ତୁ କଂଗ୍ରେସ ଟିକେଟରେ ନୁହେଁ

ଭୁବନେଶ୍ୱର:ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଆଗାମୀ ନିର୍ବାଚନ ଲଢିବେ । କିନ୍ତୁ କଂଗ୍ରେସରୁ ନୁହେଁ । ପ୍ରାୟ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଧାୟକ ସୁର ରାଉତରାୟ ୭ ମାସ ପୂର୍ବରୁ  ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିଥିଲେ । ଏଥିସହିତ ତାଙ୍କ ପୁଅ ୨୦୨୪…

ପୁରୀରେ ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ଗିରଫ କଲା ବାସେଳୀ ସାହି ଥାନା ପୋଲିସ

ପୁରୀ: ପୁରୀରେ ଡକାୟତି ଯୋଜନା ପଣ୍ଡ । ୫ଜଣଙ୍କୁ ଗିରଫ କଲା ବାସେଳୀ ସାହି ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛି ବାସେଳୀ ସାହି ଥାନା ପୋଲିସ । ସୂଚନା ଅନୁସାରେ, ପୁରୀ ମଙ୍ଗଳା ଘାଟ ଛକ…

ଜି-୨୦ ପୂର୍ବରୁ ଦିଲ୍ଲୀକୁ ଘାରିଛି ମାଙ୍କଡ ଭୟ, ଦିଲ୍ଲୀ ଗଳି କନ୍ଦିରେ ଲାଗିଲା ମାଙ୍କଡ କଟଆଉଟ୍

ନୂଆଦିଲ୍ଲୀ: ଜି-୨୦ ପାଇଁ ଉତ୍ସବମୁଖର ହୋଇଉଠିଛି ରାଜଧାନୀ ଦିଲ୍ଲୀ । ରାସ୍ତାଘାଟ ପରିଷ୍କାର କରାଯିବା ସହ ରଙ୍ଗବେରଙ୍ଗ ଆଲୋକ ମାଳାରେ ସୁସଜ୍ଜିତ ହେବା ସହିତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । କିନ୍ତୁ ଏ ଉତ୍ସବ ଭିତରେ ରାଜଧାନୀରେ ଚିନ୍ତା ବଢ଼ାଉଛନ୍ତି ମାଙ୍କଡ଼ ପଲ ।…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନ ଭେଟି, ୭୨୦୦ ଡାଇମଣ୍ଡରେ ମୋଦିଙ୍କ ପ୍ରତିଛବି

ନୂଆଦିଲ୍ଲୀ: ଆସନ୍ତା ୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ୭୩ ତମ ଜନ୍ମଦିନ ପାଳନ କରିବେ । ଏହାକୁ ନେଇ ତାଙ୍କ ସମର୍ଥକ ଏବଂ ତାଙ୍କ ପ୍ରଶଂସକ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଭାରତୀୟ ଜନତା ପାର୍ଟିର ନେତାମାନଙ୍କ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକମାନେ ଜନ୍ମ ଦିନକୁ ଖାସ…

‘ଜି ୨୦ ଇଣ୍ଡିଆ’ ଆପ୍ ଡାଉନଲୋଡ କରିବାକୁ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ସହିତ ଜଡିତ ସମସ୍ତ ସୂଚନା ବର୍ତ୍ତମାନ ମୋବାଇଲ୍ ଆପରେ ସହଜରେ ଉପଲବ୍ଧ ହେବ। ଏଥିଲାଗି ଭାରତ ସରକାରଙ୍କ ଏକ ମୋବାଇଲ୍ ଆପ୍ ଲଞ୍ଚ କରାଯାଇଛି। ଏହି ମୋବାଇଲ ଆପ୍ଲିକେସନର ନାମ ‘ଜି ୨୦ ଇଣ୍ଡିଆ’ ରଖାଯାଇଛି। ଜି-୨୦ ଶିଖର ସମ୍ମିଳନୀରେ ପ୍ରାୟ ୧୨୦୦ ଗଣମାଧ୍ୟମ ଏବଂ…

G-20 ସମ୍ମିଳନୀ: ବିଶ୍ୱବାସୀଙ୍କୁ ମିଲେଟ ମିଶନର ସଫଳତା କହିବେ ଦୁଇ ଆଦିବାସୀ ମହିଳା

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଓଡ଼ିଶାର ମିଲେଟ ମିଶନର ସଫଳତାର କଥା କହିବେ ଦୁଇ ଆଦିବାସୀ ମହିଳା । କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ଦୁଇ ଆଦିବାସୀ ମହିଳା ଦିଲ୍ଲୀ ଶିଖର ସମ୍ମିଳନୀରେ ମାଣ୍ଡିଆ, ବିଭିନ୍ନ କୃଷି ଉତ୍ପାଦ, ସୁସ୍ଥ ଖାଦ୍ୟାଭ୍ୟାସ ଏବଂ ମିଲେଟ ମିଶନର ସଫଳତାର ବିଶ୍ୱବାସୀଙ୍କୁ…

ଭାରତ ବନାମ ଇଣ୍ଡିଆ ବିବାଦର ଘଟିଲା ଅନ୍ତ, ବଦଳିବ ନାହିଁ ଦେଶର ନାମ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏହାର ଏଜେଣ୍ଡାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ଏହି ସମୟରେ ଦେଶର ନାମକୁ ନେଇ ଏକ ରାଜନୈତିକ ବିବାଦ ଉପୁଜିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜି-୨୦ ରାତ୍ରିଭୋଜନରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଥିବା କାର୍ଡରୁ…

ସେଲମରେ ଛାତିଥରା ଦୁର୍ଘଟଣା, ଚାଲିଗଲେ ଗୋଟିଏ ପରିବାରର ୬ଜଣ ସଦସ୍ୟ

ଚେନ୍ନାଇ: ତାମିଲନାଡୁ ସେଲିମରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାଜରାସ୍ତାରେ ଛିଡା ହୋଇଥିବା ଏଜ ଭ୍ୟାନକୁ ପଛପଟି ଏକ ଟ୍ରକ ଆସି ଧକ୍କା ଦେଇଛି । ଆଜି ଭୋରୁ ଘଟିଥିବା ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସମସ୍ତ ମୃତକ ଗୋଟିଏ ପରିବାରର । ସୂଚନା…