ସକ୍ରିୟ ଲଘୁଚାପ କ୍ଷେତ୍ର: ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷିବ !
ଭୁବନେଶ୍ୱର : ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଉ ତିନି ଦିନ ଯାଏ ପ୍ରବଳ ବର୍ଷା ହେବ ନେଇ ଆକଳନ କରିଛି ଆଇଏମଡି । ଆଜି ଏବଂ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳିଛି । ଆଜି ସକାଳ ୮ଟା ୩୦…