Latest Odisha News

BREAKING NEWS

କେନ୍ଦ୍ର ଅବହେଳା ବିରୋଧରେ ବିଜେଡିର ଅନୁଗୁଳ ଜାତୀୟ ରାଜପଥ ଅବରୋଧ

ଅନୁଗୁଳ: ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ମୁଖ୍ୟତଃ ଜାତୀୟ ରାଜପଥ ଗୁଡିକର ଦୁରବସ୍ଥା ଓ ଏମସିଏଲ ବିସ୍ଥାପନ ନେଇ କରୁଥିବା ଟାଳଟୁଳ ନୀତି ବିରୁଦ୍ଧରେ ଜିଲ୍ଲା ବିଜେଡି ଆନ୍ଦୋଳନ ସ୍ୱରୂପ ଦୁଇ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରିଛି। ବିଜେଡିର କହିବା କଥା ଗତ କିଛି ବର୍ଷ ହେଲା ଅନୁଗୁଳ…

ରିଲିଜ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍କରା’ର ଟ୍ରେଲର

ଭୁବନେଶ୍ଵର: ରିଲିଜ ହେଲା ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍କରା’ର ଟ୍ରେଲର । ଦୀର୍ଘ ୨ ବର୍ଷ ପରେ ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ପୁଷ୍କରା' ସହ ବଡ଼ ପରଦାରେ ନଜର ଆସିବେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ଗଣେଶ ପୂଜାରେ ରିଲିଜ ହେବ ଏହି ଫିଲ୍ମ ।…

ଅରିନ୍ଦମଙ୍କ ଅଭିନୀତ ସିନେମା “ରାମ୍”ରେ ନଜର ଆସିବେ ବଲିଉଡର ରାହୁଲ୍ ଦେବ୍

ଭୁବନେଶ୍ୱର: ଅନେକ ଦିନର ବ୍ୟବଧାନ ପରେ ଓଡ଼ିଆ ସିନେମା ଜଗତକୁ କମ୍‌ବ୍ୟାକ୍ କରୁଛନ୍ତି ଓଲିଉଡ୍ ସୁପରଷ୍ଟାର ଅରିନ୍ଦମ୍ । ଆଗାମୀ ଦଶହରାରେ ତାଙ୍କୁ ଏକ ଭିନ୍ନ ଚରିତ୍ର ‘ରାମ୍‌’ ଅବତାରରେ ଦେଖିବାକୁ ମିଳିବ । ଶେଷଥର ପାଇଁ ୨୦୨୦ ମସିହା ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିଥିବା ତାପସ୍…

ସବୁଜ ରଙ୍ଗର ଅଣ୍ଡା: ଓଜନ ୫୦୦ ଗ୍ରାମରୁ ଏକ କିଲୋଗ୍ରାମ

ଭୁବନେଶ୍ୱର: ସାଧାରଣତଃ ପ୍ରୋଟିନ ଓ କ୍ୟାଲସିୟମର ଆବଶ୍ୟକତା ପୂରା କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାନ୍ତି। ମଣିଷର ଖାଦ୍ୟ ତାଲିକାରେ ରହିଥିବା ଅନେକ    ପ୍ରକାର କ୍ୟାଲସିୟମ ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ଭିତରୁ ଅଣ୍ଡା ଅନ୍ୟତମ। ସାଧାରଣତଃ ଜଣେ ବ୍ୟକ୍ତି ସର୍ବାଧିକ ୪ ରୁ ୫…

ଇସ୍ରୋ ବୈଜ୍ଞାନିକଙ୍କୁ ନିବେଦନ, ମୋଦୀଙ୍କୁ ସୂର୍ଯ୍ୟାଲୋକରେ ପହଁଚାଅ: ଲାଲୁ

ମୁମ୍ବାଇ: ଦୀର୍ଘ ସମୟ ପରେ ଲାଲୁ ଯାଦବ ଏକ ସର୍ବସାଧାରଣ ସଭାରେ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଛି। ମୁମ୍ବାଇରେ ଆୟୋଜିତ ଇଣ୍ଡିଆ ମେଣ୍ଟ ବୈଠକରେ ଉଦବୋଧନ ଦେଉଥିବା ବେଳେ ସେ ତାଙ୍କ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ଲାଲୁ ଯାଦବ ମଞ୍ଚରେ ବସିଥିବା ସମସ୍ତ ନେତାଙ୍କୁ ଶୁଭେଚ୍ଛା…

ଇଣ୍ଡିଆ ମେଣ୍ଟ ବିରୋଧୀ ଏକାଠି ହେଲେ ବିଜେପି ଜିତିବା ଅସମ୍ଭବ: ରାହୁଲ

ମୁମ୍ବାଇ: ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟ ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ତାଙ୍କ ଅଭିଭାଷଣରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକତା ଉପରେ ଗୁରୁତ୍ୱାରୋପ କରି ବିଭିନ୍ନ ପ୍ରମୁଖ ବିଷୟ ଉପରେ ଆଲୋକପାତ କରିଛନ୍ତି। ମେଣ୍ଟ ମଧ୍ୟରେ ଆସନ…

ଶବ ସତ୍କାର କରିବାକୁ ଯାଇ ଶ୍ମଶାନରେ ନିଜେ ପାଲଟି ଗଲେ ଶବ

ନବରଙ୍ଗପୁର: ମୃତ୍ୟୁ ଯେ କାହା ଭାଗ୍ୟରେ କେତେବେଳେ ଆସେ ତାହା କହିବା ମୁସ୍କିଲ । ଶ୍ମଶାନକୁ ଯାଇଥିଲେ ଶବ ସତ୍କାର ପାଇଁ କିନ୍ତୁ ନିଜେ ପାଲଟିଗଲେ ଶବ । ଏକଥା ଶୁଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ହିଁ ସତ୍ୟ । ଶବ ସତ୍କାର କରିବାକୁ ଯାଇଥିବା ସମୟରେ ଜଣେ ବ୍ୟକ୍ତି…

ଦିଲ୍ଲୀର ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ଵସ୍ତି, ବଢିଲା ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧି

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୧୨ ସେପ୍ଟେମ୍ବର ଯାଏ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ…

‘ଇଣ୍ଡିଆ ମେଣ୍ଟ ସଶକ୍ତ ହେଉଥିବା ଦେଖି ଆତ୍ମବିଶ୍ୱାସ ହରାଇଲେଣି ସରକାର’

ମୁମ୍ବାଇ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶୁକ୍ରବାର କହିଛନ୍ତି ଯେ ବିରୋଧୀ ମେଣ୍ଟ ମଜବୁତ ହେବା ଦ୍ୱାରା ସରକାର 'ନର୍ଭସ୍' ହୋଇଯାଉଛନ୍ତି। ଅର୍ଥାତ୍ ଡରିଗଲେଣି ବା ଭୟଭୀତ ହୋଇଗଲେଣି। ବିରୋଧୀ ଇଣ୍ଡିଆ ମେଣ୍ଟର ସହଯୋଗୀମାନେ ପ୍ରତିଶୋଧମୂଳକ ରାଜନୀତି ପାଇଁ ପ୍ରସ୍ତୁତ ରହିବା…

ପୁଣି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ଡାକରା, ୩ୟ ଥର ଲାଗି ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଉଡି ଡାକରା । ଅର୍ଥ ହେରଫେର ମାମଲାରେ ୩ୟ ଥର ଲାଗି ସୋରେନଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆସନ୍ତା ୯ ତାରିଖରେ ତଦନ୍ତ ଲାଗି ହାଜର ହେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ, ଅର୍ଥ…