ଦୁନିଆର ସବୁଠୁ ଛୋଟ ଭ୍ରମଣକାରୀ : ୨୩ଟି ଦେଶ କରିଛି ଭ୍ରମଣ
ନ୍ୟୁଜିଲାଣ୍ଡ: ସାଧାରଣତଃ ଛୋଟ ପିଲାଙ୍କୁ ବାହାରକୁ ନେବା ପାଇଁ ଡ଼ାକ୍ତରମାନେ ବାରଣ କରିଥାନ୍ତି । କାରଣ ବାହାର ପ୍ରଦୂଷଣରେ ପିଲାକୁ ଇମ୍ଫେକ୍ସନ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ସେଥିଲାଗି କୌଣସି ବାପାମାଆ ଅତି ଛୋଟ ପିଲାଙ୍କୁ ବାହାରକୁ ନେଇ ନ ଥାନ୍ତି । ହେଲେ ନ୍ୟୁଜିଲାଣ୍ଡର ଏକ ଦମ୍ପତି…