Latest Odisha News

BREAKING NEWS

ମୁମ୍ବାଇ ଗାଲାକ୍ସି ହୋଟେଲରେ ଅଗ୍ନିକାଣ୍ଡ; ୩ ମୃତ, ୨ ଗୁରୁତର

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳସ୍ଥିତ ଗାଲାକ୍ସି ହୋଟେଲରେ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି…

ବିଜେପି ସାଂସଦଙ୍କ ବାସଭବନରୁ ୧୦ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର

ଆସାମ: ବିଜେପି ସାଂସଦଙ୍କ ବାସଭବନରୁ ଉଦ୍ଧାର ହୋଇଛି ଏକ ୧୦ ବର୍ଷୀୟ ବାଳକର ମୃତଦେହ । ଆସାମ ସିଲଚର ଲୋକସଭା ଆସନର ବିଜେପି ସାଂସଦ ରାଜଦୀପ ରାୟଙ୍କ ବାସଭବନରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତକାଲି ବାଳକର ମୃତଦେହ ମିଳିଥିଲା। ବାଳକର ବୟସ ୧୦ ବର୍ଷ ହେବ ବୋଲି କୁହାଯାଉଛି । ବାଳକ ଜଣକ ନିଜ…

୧୨ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ, ଆଗାମୀ ୩ ଦିନ ପାଇଁ ୱେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସମଗ୍ର ଓଡିଶାରେ ବର୍ଷାର ପରିମାଣ ହ୍ରାସ ପାଇଥିବା ବେଳେ ଭାରତ ପାଣିପାଗ ବିଭାଗ (ଆଇଏମଡି) ଆସନ୍ତା ୩ ଦିନ ମଧ୍ୟରେ ଅନେକ ଜିଲ୍ଲା ପାଇଁ ବଜ୍ରପାତ ହେବା ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଅଗଷ୍ଟ ୨୮ ତାରିଖ, ସୋମବାର ଅପରାହ୍ନ…

ଏମିତି ସ୍ବାମୀ ଖୋଜ ଯିଏ ଘରର କାମ କରିପାରିବେ, ଦିବଙ୍ଗତ ପତ୍ନୀଙ୍କୁ ମନେପକାଇ ଏପରି କହିଲେ CJI ଡିୱାଇ ଚନ୍ଦ୍ରଚୂଡ

ବେଙ୍ଗାଲୁରୁ: ଏମିତି ସ୍ବାମୀ ଖୋଜ ଯିଏ ଘର କାମ କରିପାରିବେ । ଜଣେ ଭଲ ଓକିଲ ହେବା ପୂର୍ବରୁ ଜଣେ ଭଲ ମଣିଷ ହେବାକୁ ପଡିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏକ କାର୍ଯ୍ୟକ୍ରମରେ ତାଙ୍କ…

ନନ୍ଦନ ବିହାର ଡକାୟତି ଘଟଣା: ୫ ଗିରଫ, କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଓ ମାରଣାସ୍ତ୍ର ଜବତ

ଭୁବନେଶ୍ୱର: ଭୁବନେଶ୍ୱର ନନ୍ଦନ ବିହାର ଡକାୟତି ଘଟଣାରେ ୫ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ। ସେମାନଙ୍କ ନିକଟରୁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଓ ମାରଣାସ୍ତ୍ର ଜବତ କରାଥିବା ସହ ସୁନା ଅଳଙ୍କାର ମଧ୍ୟ ଜବତ ହେବା ନେଇ ଡିସିପି ପ୍ରତୀକ ସିଂ ପ୍ରେସ ମିଟରେ ସୂଚନା ଦେଇଛନ୍ତି। ସୂଚନା…

ମୁମ୍ବାଇରେ ‘ଇଣ୍ଡିଆ’ର ତୃତୀୟ ବୈଠକରେ ସାମିଲ ହେବା ପୂର୍ବରୁ ନୀତିଶଙ୍କ ବଡ଼ ବୟାନ !

ପାଟନା: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୨୬ଟି ବିରୋଧୀ ମେଣ୍ଟ ଇଣ୍ଡିଆ ଜୋରଦାର ପ୍ରସ୍ତୁତ ଚଳାଇଛି। ଆଗକୁ ରଣନୀତି ପ୍ରସ୍ତୁତ କରିବାକୁ ମହାରାଷ୍ଟ୍ରର ମୁମ୍ବାଇରେ ‘ଇଣ୍ଡିଆ’ର ତୃତୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ଦୁଇଥର ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ବିହାର…

ସ୍ଵପ୍ନର ଉଡାଣ ଭରିବେ କଳାହାଣ୍ଡି ବାସିନ୍ଧା; ଅଗଷ୍ଟ ୩୧ରୁ ଭୁବନେଶ୍ବରରୁ ଉତ୍କେଲା ବିମାନ ସେବା ଆରମ୍ଭ

ଭୁବନେଶ୍ବର: ଆକାଶପଥରେ ଯୋଡ଼ି ହେବ କଳାହାଣ୍ଡି ଜିଲ୍ଲା । ବିମାନ ସେବା ପାଇବେ କଳାହାଣ୍ଡିବାସୀ । ଭୋକର ଭୂଗୋଳ କୁହାଯାଉଥିବା କଲାହାଣ୍ଡି ଜିଲ୍ଲାକୁ ଉଡିବ ବିମାନ । ଆସନ୍ତା ଅଗଷ୍ଟ ୩୧ରୁ କଳାହାଣ୍ଡି ଜିଲ୍ଲାର ଉତ୍କେଲାକୁ ଉଡ଼ିବ ବିମାନ । ଭୁବନେଶ୍ୱର ବିମାନବନ୍ଦରରେ ଏହାକୁ ଫ୍ଲାଗ ଅପ କରିବେ…

ବିପଦର ନାଁ ମୁକୁଳା ଡ୍ରେନ୍: ଚୁପ୍ ବସିଛି ପ୍ରଶାସନ !

ନୁଆପଡ଼ା: ମୁକୁଳା ଡ୍ରେନ୍ ବିପଦକୁ କରୁଛି ଆମନ୍ତ୍ରଣ । ଅନେକ ଦୁର୍ଘଟଣା ଘଟୁଥିବା ବେଳେ ପ୍ରଶାସନ କିନ୍ତୁ ଚୁପ୍ ବସିଛି । ନୂଆପଡା ଜିଲ୍ଲା ଖଡ଼ିଆଳ ସହର ଦେଇ  ଯାଇଥିବା ଖଡ଼ିଆଳ-ସିନାପାଲି ମୁଖ୍ୟ ରାସ୍ତାର ଡ୍ରେନ ମୁକୁଳା  ପଡ଼ିଛି । ଏନେଇ ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହୋଇଥିବା…

B20 Summit: ବିଜନେସ ଲିଡର୍ସମାନଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି, କହିଲେ ଆର୍ଥିକ ବିକାଶକୁ ଦିଗ ଦେବ ଭାରତ

ନୂଆଦିଲ୍ଲୀ: ବି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ । କ୍ରିପ୍ଟୋକରେନ୍ସି ଠାରୁ ଆରମ୍ଭ କରି ବ୍ୟବସାୟ କରିବା ସହଜ ପର୍ଯ୍ୟନ୍ତ ସେ ପ୍ରସଙ୍ଗ ଉପରେ କହିଥିଲେ। ଏହି ସମୟରେ ସେ ତାଙ୍କ ସରକାରଙ୍କ ନୀତି ବିଷୟରେ…

ଉଟିରେ ରାହୁଲଙ୍କ ଚକୋଲେଟ୍ କାରଖାନା ପରିଦର୍ଶନ, କୁନି ଝିଅଠାରୁ ନେଲେ ଅଟୋଗ୍ରାଫ୍‌

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ତାମିଲନାଡୁର ନୀଳଗିରି ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ଉଟିରେ ଥିବା ଏକ ଚକୋଲେଟ୍ କାରଖାନା ପରିଦର୍ଶନ କରିଥିଲେ। ତେବେ ଏହାର ଏକ ଭିଡିଓ ସେ ନିଜ ଏକ୍ସ ହ୍ୟାଣ୍ଡଲରେ ସେୟାର କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।…