Latest Odisha News

BREAKING NEWS

ଜହ୍ନ ରାଇଜରେ ଭାରତ: କ’ଣ କହିଲେ ଚନ୍ଦ୍ରଯାନ-୨ର ନେତୃତ୍ୱ ନେଇଥିବା କେ.ସିବନ?

ବେଙ୍ଗାଲୁରୁ: ଭାରତ ଚନ୍ଦ୍ରକୁ ଜୟ କରିଛି। ଏବେ ଜହ୍ନ ରାଇଜରେ ଭାରତ ପାଦ ଥାପିଛି। ଭାରତର ଚନ୍ଦ୍ରଯାନ -୩ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଅବତରଣ କରିଛି। ଏହି ଅବସରରେ ଦେଶ ତଥା ବିଶ୍ବରେ ଭାରତ ଏବଂ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟି ଥିବା ବେଳେ ଜୟଜୟକାର…

ଗଦର-୨ର ସଫଳତାକୁ ନେଇ ଖୁସିରେ କାନ୍ଦି ପକାଇଲେ ସନ୍ନି ଦେଓଲ

ମୁମ୍ବାଇ : ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଅଭିନିତ ଫିଲ୍ମ ‘ଗଦର-୨’ କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଷା ପଟେଲଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛି । କେବଳ ସେତିକି ନୁହେଁ, ବକ୍ସ ଅଫିସରେ ବି ଏହି ଫିଲ୍ମ ସୁପରହିଟ୍ ସାବ୍ୟସ୍ତ…

ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ କ୍ରୁଟର ବ୍ୟାପକ ଯୋଜନା

ଭୁବନେଶ୍ୱର: କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ) ର ୪୪ତମ ବୋର୍ଡ ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ତଥା କ୍ରୁଟର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼…

ଠିକା ଶିକ୍ଷକ କାହିଁକି ବୋଲି କହି ସରକାରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ, ନିର୍ବାଚନୀ ଷ୍ଟଣ୍ଟ କହିଲେ ବିରୋଧୀ

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିକୁ ନେଇ ତେଜିଛି ବିବାଦ। ବିରୋଧୀ ଦଳମାନେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେଉଁଥିରେ ରାଜ୍ୟ ସରକାର ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ…

ଚନ୍ଦ୍ରଯାନ-୩ର ସଫଳ ଅବତରଣ: କିଟ୍ ଓ କିସ୍ ଛାତ୍ରଛାତ୍ରୀ ଶୁଭ ମନାସି କରିଥିଲେ ପୂଜାର୍ଚ୍ଚନା

ଭୁବନେଶ୍ୱର: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫଳ ଅବତରଣ କରିଛି । ବୁଧବାର ନିର୍ଦ୍ଧାରିତ ସମୟରେ ଏହା ଅବତରଣ କରିଥିବା ବେଳେ ଏହି ପ୍ରକ୍ରିୟାର ସିଧା ପ୍ରସାରଣ ଦେଖିବା ପାଇଁ କିଟ୍ ଓ କିସ୍‌ର ବିଭିନ୍ନ ଅଡିଟୋରିୟମରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଏହାର ସିଧା…

‘ଆମ ବସ୍‌ଷ୍ଟାଣ୍ଡ ଯୋଜନା’ରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍‌ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କରିଛନ୍ତି। ଏହାସହିତ ୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ରଖିଛନ୍ତି। ଏହାକୁ ପରିବହନ କ୍ଷେତ୍ରରେ ଏକ ନୂଆ…

ଚନ୍ଦ୍ରଯାନ-୩ର ସଫଳତା: ବଲିଉଡ଼ରେ ରହିଛି ଚାନ୍ଦକୁ ନେଇ ଅନେକ ଲୋକପ୍ରିୟ ଗୀତ

ମୁମ୍ବାଇ: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ୩ ଆଜି ସଫଳତାର ସହ ସପ୍ଟ ଲ୍ୟାଣ୍ଡିଂ କରିଛି । ଏହି ଦିନ ବିଶ୍ୱ ମହାକାଶ ଗବେଷଣା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିହୋଇଛି ଭାରତ । ପୂର୍ବର ଦୁଇଟି ଅଭିଯାନର ତ୍ରୁଟିକୁ ସଂଶୋଧନ କରି ଏଥର ଶହେରୁ ଶହେ ଭାରତ ମାଜି ମାରିଛି । ଚାନ୍ଦକୁ ନେଇ ଆମ…

ଦିନ ମଜୁରିଆଙ୍କୁ ନେଇ ଯାଉଥିବା ମିନି ଟ୍ରକ ଦୁର୍ଘଟଣାର ଶିକାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରେ ବୁଧବାର ଏକ ମିନିଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହେବାରୁ ଦୁର୍ଘଟଣା ଘଟିଛି। ଫଳରେ ପ୍ରାୟ ୩୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଗାଡିର ଡ୍ରାଇଭର ଭାରସାମ୍ୟ…

ଜାତୀୟ ପତାକାକୁ ସମ୍ମାନ: ବ୍ରିକ୍ସ ସମ୍ମିଳନୀରେ ତଳେ ପଡ଼ିଥିବା ତ୍ରିରଙ୍ଗାକୁ ଉଠାଇ ପକେଟରେ ରଖିଲେ ମୋଦୀ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ସହରରେ ଆୟୋଜିତ ୧୫ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିବା ବେଳେ ସମ୍ମିଳନୀର ପ୍ରଥମ ଅଧିବେଶନରେ ସେ ବ୍ରିକ୍ସ ଦେଶର ନେତାମାନଙ୍କୁ ସମ୍ବୋଧିତ କରିଛନ୍ତି। ସେମାନଙ୍କ ଆଗରେ ପାଞ୍ଚଟି ପ୍ରସ୍ତାବ ଉପସ୍ଥାପନ…

ସରକାରୀ ଜମିରେ ଘର, ଜବରଦଖଲ ଉଚ୍ଚେଦ କଲା ବିଡିଏ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏକ ବେଆଈନ ଜାଗାକୁ ମାଡି ବସିଥିବାକୁ ଉଚ୍ଚେଦ କରିଛି। ବିମାନବନ୍ଦର ଥାନା ଅଧୀନ ଅନନ୍ତବିହାର ଫେଜ୍-୩ ବିଡିଏ ହାଉସିଂ ପ୍ରୋଜେକ୍ଟରେ ଥିବା ୫ ହଜାର ବର୍ଗଫୁଟ୍ ସରକାରୀ ଜମିକୁ ବୁଧବାର ବିଡିଏର…