ଚନ୍ଦ୍ରଯାନ ୩ର ସଫଳତା ପଛରେ ରହିଛି ଏହି ସବୁ କାରଣ
ନୂଆଦିଲ୍ଲୀ: ଚନ୍ଦ୍ର ଅଭିଯାନରେ ଭାରତ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଯାହା କେହି କରିପାରି ନ ଥିଲେ ଭାରତୀୟ ବୈଜ୍ଞାନିକମାନେ ତାହା କରି ଦେଖାଇଛନ୍ତି । ଦକ୍ଷିଣ ଧ୍ରୁବୀୟ କ୍ଷେତ୍ରରେ ପ୍ରଥମ ଦେଶ ଭାବେ ଭାରତ ସଫଳତା ହାସଲ କରିଛି । ତେବେ ଏହି ସଫଳତା ପଛରେ ଚନ୍ଦ୍ରାଯାନ…