Latest Odisha News

BREAKING NEWS

ଡିଆଇଜି ପତ୍ନୀଙ୍କ ନିର୍ଯାତନା ସହି ନ ପାରି ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ; ସଫେଇ ଦେଲେ ଡିଆଇଜି

ଭୁବନେଶ୍ୱର:ବଢିଲା ଡିଆଇଜିଙ୍କ ଅଡୁଆ । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ହୋମଗାର୍ଡଙ୍କ ବୟାନ ଡିଆଇଜିକୁ ବିବାଦ ଭିତରେ ଫସାଇ ଦେଇଛି । ଅବଶ୍ୟ ହୋମଗାର୍ଡଙ୍କ ଏପରି ଅଭିଯୋଗକୁ ଡିଆଇଜି ଖଣ୍ଡନ କରିଛନ୍ତି । ଏପରି ଅଭିଯୋଗ ଭୁଲ । ତାଙ୍କ କୌଣସି ନିର୍ଯାତନା ଦେଇ ନାହାନ୍ତି ବରଂ ତାଙ୍କୁ…

ଗଦର ୨ ସଫଳତା ପରେ ସନୀଙ୍କ ମନ ବଦଳିଲା, ଆଉ ଲଢ଼ିବେନି ନିର୍ବାଚନ

ମୁମ୍ବାଇ: ଗଦର ୨ର ସଫଳତା ଅଭିନେତା ସନୀ ଦେଓଲଙ୍କ ମନ ବଦଳାଇ ଦେଇଛି । ଏପରିକି ସେ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଅଭିନେତା ଓ ରାଜନେତା ୨ଟି ଯାକ କାର୍ଯ୍ୟ ଏକକାଳୀନ କରିବା ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି । ଜଣେ ଅଭିନେତା ଭାବେ ମୁଁ ଦର୍ଶକଙ୍କ…

କେମୋଥେରାପୀ ବେଳେ କେଶ ଝଡେ କାହିଁକି ? ଆସନ୍ତୁ ଜାଣିବା..

ମୁମ୍ବାଇ: କ୍ୟାନସର ଏକ ଗମ୍ଭୀର ଏବଂ ମାରାତ୍ମକ ରୋଗ । ଯଦି ଉଚିତ ସମୟରେ ଏହି ରୋଗର ଚିକିତ୍ସା ନକରାଯାଏ ତେବେ ଏହା ମଣିଷ ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । କେମୋଥେରାପୀ କ୍ୟାନସର ଚିକିତ୍ସାର ଏକ ପ୍ରଭାବୀ ଓ ପ୍ରଚଳିତ ଉପାୟ ।କ୍ୟାନସର ଚିକିତ୍ସା ସମୟରେ ଅଧିକାଂଶ ଲୋକଙ୍କର କେଶ ଝଡିଥାଏ…

ଆନ୍ଧ୍ର-ଓଡିଶା ସୀମାରେ ବୁଲୁଛି ମହାବଳ, ଭିଡିଓ ଭାଇରାଲ

ରାୟଗଡା: ଆନ୍ଧ୍ର-ଓଡ଼ିଶା ସୀମାରେ ବୁଲୁଛି ମହାବଳ ବାଘ  ।  ସାମ୍ନାକୁ ଆସିଲା ରାସ୍ତା ଉପରେ ବାଘ ବୁଲୁଥିବାର ଭିଡିଓ । ଯାହାକୁ ନେଇ ରାୟଗଡ଼ା ଗୁଣୁପୁର ଅଞ୍ଚଳରେ ଆତଙ୍କ  ସୃଷ୍ଟି ହୋଇଛି । ଗୁଣପୁର ବ୍ଳକର ଅଳ୍ପ ଦୂରରେ ବାଘ ବୁଲୁଥିବା କୁହାଯାଉଛି । ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲା ଭାମିନି…

ଆଖି ବୁଜିଲେ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସ

କଟକ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସ ଆଉ ନାହାନ୍ତି । ୯୯ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆଜି ସକାଳ ପ୍ରାୟ ୬.୪୦ରେ କଟକ ବଡ ମେଡିକାଲରେ ତାଙ୍କର ବୟୋଗ ଘଟିଛି । ସେ କିଛି ଦିନ ହେବ  ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ କଟକ ଏସ୍‌.ସି.ବି ମେଡିକାଲ କଲେଜ…

ଲୁନା ୨୫ କ୍ରାଶ ହେବା ପରେ ଡାକ୍ତରଖାନାରେ ଭର୍ତି ହେଲେ ବୈଜ୍ଞାନିକ ମିଖାଇଲ ମାରେବେ

ମସ୍କୋ: ରୁଷର ଚନ୍ଦ୍ର ଅଭିଯାନକୁ ଶକ୍ତ ଧକ୍କା ଲାଗିଛି । ଲୁନା-୨୫ ଚନ୍ଦ୍ରରେ କ୍ରାଶ ହେବା ଫଳରେ ଏଥିସହ ଜଡିତ ବୈଜ୍ଞାନିକମାନେ ଭାଙ୍ଗି ପଡିଛନ୍ତି । ଏପରିକି ୯୦ ବର୍ଷୀୟ ବୈଜ୍ଞାନିକ ତଥା ଆଷ୍ଟ୍ରୋନମର ମିଖାଇଲ ମାରୋବ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତି…

ବିମାନ ଭିତରେ ହେଲା ରକ୍ତବାନ୍ତି; ମଝି ଆକାଶରେ ଚାଲିଗଲା ଯାତ୍ରୀଙ୍କ ଜୀବନ

ନାଗପୁର:ମଝି ଆକାଶରେ ହଠାତ ଅସୁସ୍ଥ ହୋଇପଡିଲେ ଯାତ୍ରୀ । ରକ୍ତବାନ୍ତି ହେଲା । ଏତେ ପ୍ରବଳ ବାନ୍ତି ହେଲା ଯେ ସେହିଠାରେ ଟଳି ପଡିଲେ । ମଝି ଆକାଶରେ ଚାଲିଗଲା ଜୀବନ । ଗତକାଲି ରାତିରେ ଇଣ୍ଡିଗୋ ବିମାନରେ ଘଟିଛି ଏପରି ଅଘଟଣ । ଇଣ୍ଡିଗୋ ଏୟାରଲାଇନ୍ସର ମୁମ୍ବାଇ-ରାଞ୍ଚି ଫ୍ଲାଇଟରେ…

ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ବାଙ୍କୀ: ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ । ଡମପଡା ବ୍ଲକ ଦୁଲଣାପୁର ଗାଁର ପୂର୍ବତନ ସରପଞ୍ଚ ସୁନୀଲ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍  । ତୁଳସୀପୁରସ୍ଥିତ ପେଟ୍ରୋଲ ପମ୍ପରେ ରେଡ୍ କରାଯାଉଛି  । ମନରେଗା ଦୁର୍ନୀତି…

ଜି-୨୦ ସମ୍ମିଳନୀ: ବାଇଡେନଙ୍କ ପାଇଁ ବୁକ ହେଲା ମୌର୍ଯ୍ୟ ହୋଟେଲର ୪୦୦ ରୁମ, ଅନ୍ୟମାନେ ରହିବେ କେଉଁଠି ?

ନୂଆଦିଲ୍ଲୀ: ସେପ୍ଟେମ୍ବର ୯  ଏବଂ ୧୦ରେ ଦିଲ୍ଲୀରେ ହେବ ଆସାନ୍ତ G-20 ଶିଖର ସମ୍ମିଳନୀ । ସେଥିପାଇଁ ଦିଲ୍ଲୀର ହୋଟେଲ ଉଦ୍ୟୋଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଦିଲ୍ଲୀର ପ୍ରସିଦ୍ଧ ଆଇଟିସି ମୌର୍ଯ୍ୟ, ତାଜ ପ୍ୟାଲେସ, ତାଜ ମହଲ, ଦ ଓବେରାଇ, ଦ ଲୋଧି, ଦ ଇମ୍ପାରିୟଲ, ଦ…

ଆସୁଛି ରାକ୍ଷୀ ପୂର୍ଣ୍ଣିମା : ବଜାରରେ ବଢୁଛି ରୁଦ୍ରାକ୍ଷ ରାକ୍ଷୀର ଚାହିଦା

ଭୁବନେଶ୍ବର: ଆସୁଛି ରାକ୍ଷୀ ପୂର୍ଣ୍ଣିମା  । ସ୍ନେହର ଡୋରିରେ ଭାଈର ହାତରେ ରାକ୍ଷୀ ବାନ୍ଧିବ ଉଭଣୀ । ଖଣ୍ଡିଏ ରେଶମୀ ଡୋର ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ରହିବ। ଆସନ୍ତା ୩୦ ତାରିଖରେ ପାଳିତ ହେବାକୁ ଯାଉଛି  ରାକ୍ଷୀ ପୂର୍ଣ୍ଣିମା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଲାଣି ହାଟ,…