Latest Odisha News

BREAKING NEWS

ସରକାରୀ ଯୋଜନା ପାଲଟିଛି ପ୍ରହସନ: କାମରେ ଆସୁନି ଅଧାରୁ ଅଧିକ ଗୋଷ୍ଠୀ ଶୌଚାଳୟ

ନୂଆପଡା: ନୂଆପଡା ଜିଲ୍ଲାର ସର୍ବ ପୁରାତନ NAC ହେଉଛି ଖଡ଼ିଆଳ । ହେଲେ ଆବଶ୍ୟକ ମୁତାବକ ଉନ୍ନତି ଦେଖିନାହିଁ ଏହି ସର୍ବପୁରାତନ NAC  । ସରକାରଙ୍କ ଯୋଜନାରେ ଏହି NAC ସାମିଲ ହୋଇଛି ସତ ହେଲେ ସରକାରୀ ବାବୁଙ୍କ ଠିକାଦାର ପ୍ରୀତି ଏଥିରେ ବାଧକ ସାଜିଛି ।  ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ…

ଆହ୍ଲାବାଦ ମୁସଲିମ ବିଶ୍ୱବିଦ୍ୟାଳୟରୁ ଜବତ ହେଲା ବୋମା ସମେତ ଦେଶୀ ବନ୍ଧୁକ ଓ ଗୁଳି

ପ୍ରୟାଗରାଜ: ଉତ୍ତରପ୍ରଦେଶ ପୋଲିସ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ମୁସଲିମ ହଷ୍ଟେଲରେ ଚଢ଼ାଉ କରି ଗୋଟିଏ କୋଠରୀରୁ ୩୦ଟି ଅଫୁଟା ବୋମା, ଦୁଇଟି ବନ୍ଧୁକ ଓ ଦୁଇଟି ଜୀବନ୍ତ ଗୁଳି ଜବତ କରିଛି। ଛାତ୍ରମାନଙ୍କ ମଧ୍ୟରେ ଗଣ୍ଡଗୋଳ ଅଭିଯୋଗ ହୋଇଥିବା ନେଇ ଖବର ପାଇବା ପରେ ପୋଲିସ ହଷ୍ଟେଲ ଭିତରେ ପଶି…

ହୃଦୟ ଛୁଇଁଲା ଶିବ ତାଣ୍ଡବ, AI ପ୍ରସ୍ତୁତ କଲା ଆଶ୍ଚର୍ଯ୍ୟଜନକ ଭିଡିଓ

ମୁମ୍ବାଇ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ବର୍ତ୍ତମାନ ପ୍ରାୟ ସମସ୍ତ କାର୍ଯ୍ୟକ୍ଷେତ୍ରରେ ପହଞ୍ଚିଛି । ନାଁ କେବଳ ପ୍ରୋଜେକ୍ଟ ପ୍ରସ୍ତୁତ କରିବାରେ, ସରକାରୀ କାର୍ଯ୍ୟରେ ମଧ୍ୟ ଏଆଇ ନିଜର ସ୍ଥାନ ସୃଷ୍ଟି କରିଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ପର୍ଯ୍ୟନ୍ତ ଏଆଇ ମନୋରଞ୍ଜନ କ୍ଷେତ୍ରରେ…

ଭାରତକୁ ଧମକ ଦେଲେ ଟ୍ରମ୍ପ; କହିଲେ ମୁଁ ରାଷ୍ଟ୍ରପତି ହେଲେ…

ନ୍ୟୁୟର୍କ: ଭାରତକୁ ଧମକ ଦେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଲେ, ମୁଁ ରାଷ୍ଟ୍ରପତି ହେଲେ ଭାରତକୁ ଦେବି ଉଚିତ ଶିକ୍ଷା  । କିଛି ଆମେରିକା ଉତ୍ପାଦକ ଉପରେ ଭାରତ ପକ୍ଷରୁ ଲଗାଯାଇଥିବା ଟାକ୍ସକୁ ନେଇ ଭାରତକୁ ଧମକ ଦେଇଛନ୍ତି ଟ୍ରମ୍ପ । ବିଶେଷ କରି ହାର୍ଲେ-ହେବିଡସନ…

କଳାହାଣ୍ଡି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା…

କଳାହାଣ୍ଡି: କଳାହାଣ୍ଡି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ପାଠପଢା ବ୍ଯତୀତ ଅନ୍ୟ କୌଣସି ଥିରେ ଯେପରିକି କଲେଜର ଅନ୍ୟାନ୍ୟ ଆକ୍ଟିଭିଟିରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ଦେଉ ନାହାନ୍ତି। କଳାହାଣ୍ଡି ଛାତ୍ର ସଂସଦ ସଂଘ ଏଭିଳ ଅଭିଯୋଗ କରିଛି। କେହି ନିୟମ ଭାଙ୍ଗିଲେ ହଷ୍ଟେଲରୁ…

ରାଜଧାନୀର ୪ଟି ସିଏଚସିରେ ଖୋଲିବ ଡେଙ୍ଗୁ ୱାର୍ଡ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିଷ୍ପତ୍ତି

ଭୁବନେଶ୍ୱର: ରାଜଧାନୀରେ ଦୃତ ଗତିରେ ବ୍ୟାପୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ୪ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିବ ଡେଙ୍ଗୁ ୱାର୍ଡ। ପ୍ରତି ଅର୍ବାନ ସିଏଚସିରେ ୧୦ଟି ଲେଖାଏଁ ଶଯ୍ୟା ରହିବ। ରାଜଧାନୀରେ ଡେଙ୍ଗୁ ବଢ଼ିବା ପରେ ଜନସ୍ୱାସ୍ଥ୍ୟ…

ଶ୍ରୀକ୍ଷେତ୍ରରେ ରାଗିଂ, ଜୁନିୟର ମେଡିକାଲ ଛାତ୍ରଙ୍କ ଦାଢି କାଟିଦେଲେ ସିନିଅର

ପୁରୀ: ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଏମବିବିଏସ ପ୍ରଥମ ବର୍ଷର ଛାତ୍ର ସିନିଅର ଛାତ୍ରୀଙ୍କ ବିରୋଧରେ ରାଗିଂ ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ମେଡିକାଲ କଲେଜର ଡିନ୍ ପେଣ୍ଠକଟା ମେରାଇନ୍ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ…

ବାଲେଶ୍ବରରୁ ଜବତ ହେଲା କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର, ୪ ଗିରଫ

ବାଲେଶ୍ୱର: ବାଲେଶ୍ୱର ରେଲଓ୍ବେ ଷ୍ଟେସନ ରୋଡ ନିକଟରେ ଚଢାଉ କରି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ୪ ଜଣ ଗିରଫ। ରବିବାର ସନ୍ଧ୍ୟାରେ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏବଂ ବାଲେଶ୍ୱର ଜିଲ୍ଲା ପୋଲିସର ମିଳିତ ଉଦ୍ୟମରେ ୪ ଜଣ ବ୍ୟକ୍ତି ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତ ଥିବା…

ଲାଣ୍ଡର ବିକ୍ରମ ପଠାଇଲା ଚନ୍ଦ୍ରପୃଷ୍ଠର ଅଦୃଶ୍ୟ ଇଲାକାର ଫଟୋ

ନୂଆଦିଲ୍ଲୀ: ଆଉ ମାତ୍ର  ଦିନ ଦୁଇଟାର ଅପେକ୍ଷା । ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବ ଚନ୍ଦ୍ରଯାନ-୩ । ଗୋଟିଏ ଗୋଟିଏ ପାଦ ସଫଳତା ଆଡକୁ ମୁହାଁଉଛି ଚନ୍ଦ୍ରଯାନ-୩ ।  ଏହାକୁ ନେଇ ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇ ସାରିଲାଣି । ଆମେରିକାର ସ୍ପେସ ଏଜେନ୍ସି ନାସା ଏବଂ…

ବିନା ଜିମରେ କମାନ୍ତୁ ଓଜନ , ଘରୋଇ ଉପାୟରେ କମାନ୍ତୁ ପେଟର ଚର୍ବି

ମୁମ୍ବାଇ : ଓଜନ କମ୍ କରିବା ଆଜିର ସମୟରେ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ନିଜକୁ ଫିଟ୍ ଓ ଫାଇନ୍ ରଖିବା ପାଇଁ ଲୋକମାନେ କେତେ କଣ ସବୁ ତରିକାକୁ ଆପଣାଉଛନ୍ତି । ଯେମିତିକି ଡାଏଟିଂ, ଯୋଗ, ଜିମ୍ ଆଦି। କିନ୍ତୁ ଏତେ ସବୁ କରିବା ପରେ ମଧ୍ୟ ବେଳେବେଳେ ସଠିକ୍ ରେଜଲ୍ଟ ମିଳିପାରିନଥାଏ। ତେବେ ଆଜି ଆମେ…