Latest Odisha News

BREAKING NEWS

କଳାହାଣ୍ଡି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା…

କଳାହାଣ୍ଡି: କଳାହାଣ୍ଡି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ପାଠପଢା ବ୍ଯତୀତ ଅନ୍ୟ କୌଣସି ଥିରେ ଯେପରିକି କଲେଜର ଅନ୍ୟାନ୍ୟ ଆକ୍ଟିଭିଟିରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ଦେଉ ନାହାନ୍ତି। କଳାହାଣ୍ଡି ଛାତ୍ର ସଂସଦ ସଂଘ ଏଭିଳ ଅଭିଯୋଗ କରିଛି। କେହି ନିୟମ ଭାଙ୍ଗିଲେ ହଷ୍ଟେଲରୁ…

ରାଜଧାନୀର ୪ଟି ସିଏଚସିରେ ଖୋଲିବ ଡେଙ୍ଗୁ ୱାର୍ଡ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିଷ୍ପତ୍ତି

ଭୁବନେଶ୍ୱର: ରାଜଧାନୀରେ ଦୃତ ଗତିରେ ବ୍ୟାପୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ୪ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିବ ଡେଙ୍ଗୁ ୱାର୍ଡ। ପ୍ରତି ଅର୍ବାନ ସିଏଚସିରେ ୧୦ଟି ଲେଖାଏଁ ଶଯ୍ୟା ରହିବ। ରାଜଧାନୀରେ ଡେଙ୍ଗୁ ବଢ଼ିବା ପରେ ଜନସ୍ୱାସ୍ଥ୍ୟ…

ଶ୍ରୀକ୍ଷେତ୍ରରେ ରାଗିଂ, ଜୁନିୟର ମେଡିକାଲ ଛାତ୍ରଙ୍କ ଦାଢି କାଟିଦେଲେ ସିନିଅର

ପୁରୀ: ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଏମବିବିଏସ ପ୍ରଥମ ବର୍ଷର ଛାତ୍ର ସିନିଅର ଛାତ୍ରୀଙ୍କ ବିରୋଧରେ ରାଗିଂ ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ମେଡିକାଲ କଲେଜର ଡିନ୍ ପେଣ୍ଠକଟା ମେରାଇନ୍ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ…

ବାଲେଶ୍ବରରୁ ଜବତ ହେଲା କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର, ୪ ଗିରଫ

ବାଲେଶ୍ୱର: ବାଲେଶ୍ୱର ରେଲଓ୍ବେ ଷ୍ଟେସନ ରୋଡ ନିକଟରେ ଚଢାଉ କରି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ୪ ଜଣ ଗିରଫ। ରବିବାର ସନ୍ଧ୍ୟାରେ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏବଂ ବାଲେଶ୍ୱର ଜିଲ୍ଲା ପୋଲିସର ମିଳିତ ଉଦ୍ୟମରେ ୪ ଜଣ ବ୍ୟକ୍ତି ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତ ଥିବା…

ଲାଣ୍ଡର ବିକ୍ରମ ପଠାଇଲା ଚନ୍ଦ୍ରପୃଷ୍ଠର ଅଦୃଶ୍ୟ ଇଲାକାର ଫଟୋ

ନୂଆଦିଲ୍ଲୀ: ଆଉ ମାତ୍ର  ଦିନ ଦୁଇଟାର ଅପେକ୍ଷା । ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବ ଚନ୍ଦ୍ରଯାନ-୩ । ଗୋଟିଏ ଗୋଟିଏ ପାଦ ସଫଳତା ଆଡକୁ ମୁହାଁଉଛି ଚନ୍ଦ୍ରଯାନ-୩ ।  ଏହାକୁ ନେଇ ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇ ସାରିଲାଣି । ଆମେରିକାର ସ୍ପେସ ଏଜେନ୍ସି ନାସା ଏବଂ…

ବିନା ଜିମରେ କମାନ୍ତୁ ଓଜନ , ଘରୋଇ ଉପାୟରେ କମାନ୍ତୁ ପେଟର ଚର୍ବି

ମୁମ୍ବାଇ : ଓଜନ କମ୍ କରିବା ଆଜିର ସମୟରେ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ନିଜକୁ ଫିଟ୍ ଓ ଫାଇନ୍ ରଖିବା ପାଇଁ ଲୋକମାନେ କେତେ କଣ ସବୁ ତରିକାକୁ ଆପଣାଉଛନ୍ତି । ଯେମିତିକି ଡାଏଟିଂ, ଯୋଗ, ଜିମ୍ ଆଦି। କିନ୍ତୁ ଏତେ ସବୁ କରିବା ପରେ ମଧ୍ୟ ବେଳେବେଳେ ସଠିକ୍ ରେଜଲ୍ଟ ମିଳିପାରିନଥାଏ। ତେବେ ଆଜି ଆମେ…

ଆଜି ପବିତ୍ର ନାଗ ପଞ୍ଚମୀ: ବର୍ଷକୁ ଥରେ ଖୋଲିଥାଏ ଏହି ମନ୍ଦିର, ଜାଣନ୍ତୁ ରହସ୍ୟ

ଉଜ୍ଜୈନ: ଆଜି ହେଉଛି ନାଗ ପଞ୍ଚମୀ। ନାଗ ପଞ୍ଚମୀରେ ନାଗ ସାପ ପୂଜା କରାଯାଏ। ଶ୍ରାବଣ ମାସରେ ପଡୁଥିବା ଏହି ପର୍ବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରାବଣ ମାସ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ଅତ୍ୟନ୍ତ ପ୍ରିୟ ମାସ । ନାଗ ପଞ୍ଚମୀରେ ଶିବଙ୍କ ସହ ସାପଙ୍କୁ ମଧ୍ୟ ପୂଜା କରାଯାଏ । ବିଶ୍ୱାସ…

ସିନସିନାଟି ମାଷ୍ଟର୍ସ ଟେନିସ: ଜିତିବା ପରେ ଟି ଶର୍ଟ ଚିରିଲେ ଜୋକୋଭିଜ, କାନ୍ଦିଲେ ଆଲକାରାଜ

ନୂଆଦିଲ୍ଲୀ:ସିନସିନାଟି ମାଷ୍ଟର୍ସ ଟେନିସ ଟାଇଟଲ ବିଶ୍ୱର ୨ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଜ ଜିତିଛନ୍ତି । ଫାଇନାଲରେ ସେ ବିଶ୍ୱର ଏକ ନମ୍ବର ଖେଳାଳି ସ୍ପେନର କାର୍ଲୋସ ଆଲକାରାଜଙ୍କୁ ୫-୭, ୭-୬ ଓ ୭-୬ ସେଟରେ ପରାସ୍ତ କରିଥିଲେ । ଏଥିସହ ଜୋକୋଭିଚ ୱିମ୍ବେଲଡନ ଟେନିସ ପରାଜୟର ମଧୁର…

ବେଦବ୍ୟାସ ଝୁଲାପୋଲ ନିର୍ମାଣ ପାଇଁ ଫିଟିଲା ବାଟ: ସରକାରଙ୍କୁ ପ୍ରଦାନ କରାଗଲା ଡିପିଆର

ରାଉରକେଲା: ଦୀର୍ଘ ଦିନରୁ ବିବାଦ ଘରରେ ଥିବା ବେଦବ୍ୟାସ ଝୁଲାପୋଲ ନିର୍ମାଣ ପାଇଁ ବାଟ ଫିଟିଛି। ସର୍ଭେ ପରେ ରାଜ୍ୟ ସରକାରଙ୍କୁ ଡିପିଆର ପ୍ରଦାନ କରାଯାଇଛି। ବ୍ରିଜ ପରାମର୍ଶଦାତା ଇଂ. ଅଶୋକ କୁମାର ବାସା ତ୍ରିବେଣୀ ସଙ୍ଗମ ବେଦବ୍ୟାସରେ ଅତ୍ୟାଧୁନିକ ଝୁଲାପୋଲ ନିର୍ମାଣ କରିବାକୁ ରାଜ୍ୟ…

ଏଆଇସିସି ଓଡ଼ିଶାକୁ ଫୋକସ କରୁନାହିଁ, ସିଡବ୍ଲ୍ୟସି ତାଲିକାକୁ ନେଇ ରାଜ୍ୟରେ ନେତାଙ୍କ ଅସନ୍ତୋଷ

ଭୁବନେଶ୍ୱର: କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଓଡିଶାର ଦଳୀୟ ନେତାଙ୍କ ନାଁ ନାହିଁ। କେବଳ ଭକ୍ତ ଚରଣ ଦାସଙ୍କ ନାମ ରହିଛି ବିହାରର ପ୍ରଭାରୀ ଭାବେ। ଗତକାଲି କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏହି ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ଦେଖାଦେଇଛି।…