ପତାକା ଉତ୍ତୋଳନ କରି ଆଖି ବୁଜିଲେ ପ୍ରଧାନଶିକ୍ଷକ, ଆମ୍ବୁଲାନ୍ସ ନ ଦେବାରୁ ଡାଲା ଅଟୋରେ ବୁହା ହୋଇ ଘରକୁ ଆସିଲେ
ପୁରୀ: ସେ ସ୍କୁଲରେ ପାଳନ କରୁଥିଲେ ସ୍ୱାଧୀନତା ଦିବସ । ପତାକା ଉତ୍ତୋଳନ କରୁଥିଲେ । ପରେ ପରେ ଟଳି ପଡିଥିଲେ । ଡାକ୍ତରଖାନା ଯିବା ପରେ ତାଙ୍କର ମୃତ୍ୟୁ ଘଟିଥିବା କହିଥିଲେ ଡାକ୍ତର । ଏମିତି ଏକ ଘଟଣା ଗତକାଲି ଆସିଥିଲା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରୁ । ପ୍ରଧାନ ଶିକ୍ଷକଙ୍କ ଏପରି…