Latest Odisha News

BREAKING NEWS

ଆଜି ଭାରତ ଓ ଚୀନ୍ ମଧ୍ୟରେ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା

ଦିଲ୍ଲୀ: ପଛକୁ ହଟିବ କି ଡ୍ରାଗନ୍ ! ଆଜି ହେବାକୁ ଥିବା ସୈନ୍ୟସ୍ତରୀୟ ଆଲୋଚନାରେ ଲଦାଖର ସଂଘର୍ଷ ସ୍ଥଳରୁ ପଛକୁ ହଟିବାକୁ ଚୀନକୁ କହିବ ଭାରତ । ଆଜି ଭାରତ ଓ ଚୀନ୍ ମଧ୍ୟରେ ହେବ ଆଲୋଚନା  । LAC ବିବାଦର ସମାଧାନ ପାଇଁ ୧୯ତମ ଦ୍ବିପାକ୍ଷିକ କୋର୍ କମାଣ୍ଡରସ୍ତରୀୟ ବୈଠକ ବସିବ ।  ଲଦାଖର…

ଜନ୍ମମାଟିରେ ସହିଦ ଯବାନଙ୍କ ମରଶରୀର: ଶେଷ ଦର୍ଶନ ପାଇଁ ପ୍ରବଳ ଜନସମୁଦ୍ର

ବରଗଡ: ଜନ୍ମମାଟିରେ ସହିଦ ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲଙ୍କ ମରଶରୀର। ସହିଦଙ୍କ ପୈତୃକ ଗାଁ ବରଗଡ଼ ଭେଡେନ ବାଘପାଲି ଗାଁରେ ପହଞ୍ଚିଲା ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର। ଆଜି ମଧ୍ୟାହ୍ନ ସମୟରେ  ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। ଆଜି ସକାଳେ ବରଗଡ଼ରେ…

ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣା: ମାଷ୍ଟର ମାଇଣ୍ଡ ଗିରଫ

ବାଲିଗୁଡା: ଧରାପଡିଲା ମାଷ୍ଟର ମାଇଣ୍ଡ  । ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣାର  ମୁଖ୍ୟ ଅଭିଯୁକ୍ତ ବିଶ୍ବ ରଞ୍ଜନ କହଁର ଗିରଫ  ।  ପୋଲିସ ବିଶ୍ବରଞ୍ଜନକୁ ନୟାଗଡ ସହରରୁ ଗିରଫ କରିଥିବା ସୂଚନା ମିଳିଛି  । ବିଶ୍ବରଞ୍ଜନକୁ ମିଶାଇ ମାମଲାରେ ଏଯାବତ ଗିରଫ ସଂଖ୍ୟା ୨୪ରେ ପହଞ୍ଚିଛି  ।…

ଓଡ଼ିଶା ଚାଷୀଙ୍କୁ ଦିଲ୍ଲୀ ଡକରା: ସ୍ୱାଧୀନତା ଦିବସ ସମାରୋହରେ ହେବେ ସ୍ୱତନ୍ତ୍ର ଅତିଥି

ଭୁବନେଶ୍ୱର: ଜାତୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବେ ଓଡ଼ିଶା ଚାଷୀ। ନୂଆଦିଲ୍ଲୀରେ ଆୟୋଜିତ ହେବାକୁଥିବା ୭୭ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୧୮ଶହ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ବହୁଚାଷୀ,…

ରାଜ୍ୟରେ ଏବେ ମାଳ ମାଳ ନକଲି ଶିକ୍ଷକ: ଯୋଗ୍ୟତା ପ୍ରମାଣ ପତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ଗଣଶିକ୍ଷା ବିଭାଗ ସ୍କାନରରେ ଶତାଧିକ ନକଲି ଶିକ୍ଷକ । ରାଜ୍ୟରେ ନକଲି ଶିକ୍ଷକ ପ୍ରସଙ୍ଗ ଥମିବାର ନାଁ ଧରୁନି । ଗଣଶିକ୍ଷା ବିଭାଗ ସ୍କାନରରେ ଶତାଧିକ ଶିକ୍ଷକ ଥିବାବେଳେ ସମ୍ପୃକ୍ତ ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣପତ୍ର କଡାକଡି ଭାବେ ଯାଞ୍ଚ କରିବାକୁ ୩୦ଟି ଜିଲ୍ଲାର…

ହାଇସ୍କୁଲରେ ନିଯୁକ୍ତ ହେବେ ୪ ହଜାରରୁ ଅଧିକ ଅତିଥି ଶିକ୍ଷକ, ଖୁବଶୀଘ୍ର ନିଯୁକ୍ତି ଦେବ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଶିକ୍ଷକ ପଦବୀ ଖାଲି ପଡିଛି। ଆବଶ୍ୟକତା ଅନୁସାରେ ଶିକ୍ଷକ ନାହାଁନ୍ତି। ଫଳରେ ପାଠପଢାରେ ଅସୁବିଧା ହେଉଛି। ତେଣୁ ଶିକ୍ଷକ ପଦବୀ ପୂରଣ ନେଇ ବିକଳ୍ପ ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ। ରାଜ୍ୟରେ ୪ ହଜାର ୪୦୩ ଅତିଥି…

କବିତା: ମଧ୍ୟାହ୍ନ ଆକାଶ

ସୁଜାତା ମିଶ୍ର କେବେ ଦେଖୁଥାଉ ବିଜୁଳି ଆଖିରେ ତୁ.., କେବେ ନିଆଁ ହୋଇ ଜଳୁଥାଉ ମେଘର ଆଶ୍ୱାସନାଟିଏ ଘୋଡ଼େଇ ହୋଇ। କେବେ ତୋ ଆକାଶୀ ଚାନ୍ଦୁଆ ତଳେ ନାରିକେଳ ବୃକ୍ଷରାଜି ଧ୍ୟାନ ମଗ୍ନ.. କଳା ଧଳା ଫଟୋର ଚରିତ୍ର ସାଜି..., କେବେ ଧୂଆଁଳିଆ ମେଘ କୁହୁଡ଼ିରେ କାଲୁଆ ପାଗର ଥୁରୁ…

ଭାଷା ଭାଗବତ : ନିଜ ଜ୍ଞାନ, ପର ଜ୍ଞାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରତ୍ୟେକ ମଂଜି ଯେଣୁ ଭିନ୍ନ ଗଛ ବି ହୁଅଇ ଅନନ୍ୟ ଅନନ୍ୟତାକୁ କଲେ ନାଶ ହୁଏନି ସମୂହ ବିକାଶ ଗୋଠକୁ ଯାଇ ସୁଦ୍ଧା ଗାଈ ଅନ୍ୟ ଭଳି ପାରେନି ହୋଇ ମଣିଷ ଗଢ଼େ ସଂଘ, ସଂସ୍ଥା ତେଣୁ ଭୋଗଇ ଦୁରବସ୍ଥା ସାହିତ୍ୟ ହୋଇଲେ ପଠିତ…

ସ୍ୱାଧୀନତା ଦିବସ ପୂର୍ବରୁ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ରେ ଜାତୀୟ ପତାକା ଉଡ଼ାଇଲେ ଓଡ଼ିଆ ପୁଅ

ଭୁବନେଶ୍ୱର: ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୫୬୪୨ ମିଟର ଉଚ୍ଚ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ରେ ଉଡ଼ିଲା ଜାତୀୟ ପତାକା। ନୟାଗଡ଼ର ଗୌରବ ଆଇରନ୍‌ ମ୍ୟାନ୍‌ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ମାଉଣ୍ଟ୍‌ ଏଲବ୍ରସ୍‌ ଚଢ଼ି ଇତିହାସ ସୃଷ୍ଟି କରିଛନ୍ତି। ଏହି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମାଟିପାତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଭୋଗ ଓ ଧୂପ ବିଷୟରେ ଆଲୋଚନା ବେଳେ ଆମେ ଜାଣିଲେ ଶ୍ରୀଜୀଉମାନଙ୍କ ଦୈନନ୍ଦିନ ସେବା ପୂଜା ତଥା କୋଠ ଭୋଗ ପ୍ରସ୍ତୁତିରେ ବିଭିନ୍ନ ଧରଣର ମାଟି ପାତ୍ର ଆବଶ୍ୟକ…