ଏନ୍ଏମ୍ସି ପକ୍ଷରୁ ଜାରି ହେଲା ନୂତନ ନିୟମ, ଔଷଧ ବିଜ୍ଞାପନ କରିପାରିବେ ନାହିଁ ଡାକ୍ତର
ନୂଆଦିଲ୍ଲୀ: ଡାକ୍ତରଙ୍କ ପାଇଁ ଜାରି ହେଲା ନୂତନ ନିୟମ। ଏଣିକି ଡାକ୍ତରମାନେ କୌଣସି ଔଷଧ କିମ୍ବା କମ୍ପାନୀର ବିଜ୍ଞାପନ କରିପାରିବେ ନାହିଁ। ଯଦି ଏପରି ମାମଲା ସାମ୍ନାକୁ ଆସେ, ତେବେ ଉକ୍ତ ଡାକ୍ତରଙ୍କ ଲାଇସେନ୍ସ ରଦ୍ଦ କରାଯିବ। ଏନେଇ ଜାତୀୟ ଚିକିତ୍ସା ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି…