Latest Odisha News

BREAKING NEWS

ଆଜି ‘ଇଣ୍ଡିଆ’ ର ରାଜନୈତିକ ସମ୍ମିଳନୀ, ଯୋଗ ଦେଲେ ୧୭ ଦଳର ହଜାରେରୁ ଅଧିକ ନେତା

ଭୁବନେଶ୍ୱର: ଟଙ୍କପାଣି ରୋଡରେ ଥିବା ଗ୍ରାଣ୍ଡ କନଭେନସନ୍ ସେଣ୍ଟରରେ ମିଳିତ ବିରୋଧୀ ଦଳ ବା ଇଣ୍ଡିଆ ପକ୍ଷରୁ ରାଜନୈତିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୧୦ଟାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଯୋଗ ଦେଲେ ୧୭ଟି ଦଳର ହଜାରେରୁ ଅଧିକ ନେତା। ଜୁଲାଇ ୨୬ରେ କଂଗ୍ରେସ…

ଗଳ୍ପ : ଝୁଣ୍ଟିଆ

ଅଳକା ମହାପାତ୍ର  ଆନନ୍ଦ ଉଲ୍ଲାସରେ ଆଜି ଝିଅର ନିର୍ବନ୍ଧ ତଥା ଅଳଙ୍କାର ଧାରଣ ସମାରୋହ ସମାପନ ହୋଇଯାଇଛି । ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବ ସମସ୍ତଙ୍କ ଉପସ୍ଥିତି ଓ ଆଶୀର୍ବାଦ ସମାରୋହକୁ ସମୃଦ୍ଧ କରି ଦେଇଥିଲା । ଉପଯୁକ୍ତ ନୂତନ ବନ୍ଧୁ ତଥା ଉପଯୁକ୍ତ ପାତ୍ର ପାଇ ସମସ୍ତଙ୍କ ମନ ଖୁସି ହୋଇ…

ଭାଷା ଭାଗବତ : ଅଲଭ୍ୟ ଆଶା 

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୁଁ ନୁହେଁ କାହା ପ୍ରତିନିଧି ସଂଚୟ କରିନାହିଁ ନିଧି ବ୍ୟୟିତ ହୋଇ ନିରବଧି ଲଂଘନ କରିନି ପରିଧି ନିଜ ସୀମାରେ ହୋଇ ବଂଦି ସ୍ବେଚ୍ଛାରେ ପାରେଁ ହସି, କାଂଦି ନିଜେ ନିଜର ପ୍ରତିଦ୍ବଂଦ୍ବୀ ହେବା ହିଁ ମୋର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମକର ଚଉରାଶି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦଙ୍କ ମହିମା ଅପାର ପରମ ଶାସ୍ତ୍ର ଭାଗବତ କହିଥାଏ । ହୃଦିରୁପଂ. ମୁଖେ ନାମ ନୈବେଦ୍ୟମୁଦ ରେ ହରେ, ପାଦୋଦକଞ୍ଚ ନିର୍ମାଲ୍ୟ ମସ୍ତକେୟସ୍ୟ ସୋଅମୃତ…

‘ଭୂମି ସମ୍ମାନ’ ପାଇଥିବା ୧୯ଟି ଜିଲ୍ଲାକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜମି ରେକର୍ଡର ଶତପ୍ରତିଶତ କମ୍ପ୍ୟୁଟରୀକରଣ ବା ଡିଜିଟାଇଜେସନ ପାଇଁ 'ଭୂମି ସମ୍ମାନ' ପାଇଥିବା ଓଡ଼ିଶାର ୧୯ଟି ଜିଲ୍ଲାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର…

ବଦଳିବ ଏୟାର ଇଣ୍ଡିଆ ବିମାନର ପରିପାଟି, କାହିଁକି ହେଲା ପରିବର୍ତ୍ତନ?

ନୂଆଦିଲ୍ଲୀ: ବଦଳିବ ଦେଶର ଅଗ୍ରଣୀ କର୍ପୋରେଟ ସଂସ୍ଥା ଟାଟା ଗ୍ରୁପ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆ ବିମାନର ପରିପାଟି। ଏଥିସହ ନିଜ ଲୋଗୋର ପରିବର୍ତ୍ତନ କରିବା ସହିତ ବିମାନର ରୂପରେଖ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ନିକଟରେ ୪୭୦ଟି ନୂଆ ବିମାନ କିଣିବାକୁ ଅର୍ଡର ଦେଇ ଐତିହାସିକ…

ଯୁବରାଜଙ୍କ ଅଭାବ ପୂରଣ ହୋଇପାରୁନି!

ମୁମ୍ବାଇ: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟ୍ସମ୍ୟାନ ଯୁବରାଜ ସିଂଙ୍କ ଅଭାବ ଏବେ ବି ଟିମ ଇଣ୍ଡିଆରେ ପରିଲକ୍ଷିତ ହେଉଛି । ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯୁବି ପରଠାରୁ ୪ ନମ୍ବର ସ୍ଥାନରେ ଆମେ ତାଙ୍କ ପରି ଖେଳାଳି ପାଇ ପାରି ନାହୁଁ । ଏବେ ବି ଏହି ସ୍ଥାନ ନେଇ ଅସ୍ଥିରତା ଲାଗି ରହିଛି ।…

କାଟ ଖାଇଲା ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ, ଭୋଟିଂ ବେଳେ ଗୃହରୁ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବିରୋଧରେ ବିରୋଧୀ ଦଳ 'ଇଣ୍ଡିଆ' ଆଣିଥିବା ଅବିଶ୍ୱାସ ପ୍ରସ୍ତାବ ଗୁରୁବାର (ଅଗଷ୍ଟ ୧୦) ଲୋକସଭାରେ କାଟ ହୋଇଛି। ଏହି ଅବିଶ୍ୱାସ ପ୍ରସ୍ତାବ ବାଚନିକ ଜରିଆରେ ଭୋଟିଂ ହୋଇଥିଲା। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣରେ ବିରୋଧୀ ଦଳ…

ପ୍ରେମିକାଙ୍କ କଣ୍ଢେଇ ତିଆରି କରି କଲେ ବିବାହ, ଏବେ ୩ଟି ସନ୍ତାନର ବାପା !

ନୂଆଦିଲ୍ଲୀ: ଭଗବାନଙ୍କ ଏକ ଅଦ୍ଭୁତ ରଚନା ହେଉଛି ମନ । କାହା ପ୍ରତି ଏହା ଢ଼ଳିବ ତାହା କେହି ଭବିଷ୍ୟବାଣୀ କରିପାରିବେ ନାହିଁ । କଲମ୍ବିଆର ଏକ ଯୁବକଙ୍କ ପ୍ରେମ କାହାଣୀ ଆପଣମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିବ । କ୍ରିଷ୍ଟିଆନ ମୋଟେନେଗ୍ରୋ ନାମକ ଏକ ଯୁବକ ନତାଲିୟା ନାମକ ଯୁବତୀ ଭଲ ପାଉଥିଲେ ।…

ପରଲୋକରେ କଟକର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନ

ଭୁବନେଶ୍ୱର: କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନ(କୁନି ଅପା)ଙ୍କ ଆଜି ଅପରାହ୍ନରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ରାଜ୍ୟ ବିଜେପି ସମେତ ଦଳର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଶୋକ…