ଘରେ ରଖନ୍ତୁ ଲକି ବାମ୍ବୋପ୍ଲାଣ୍ଟ, ମିଳିବ ସୁଫଳ
ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାଗ୍ୟଶାଳୀ ତଥା ଶୁଭଫଳ ପ୍ରଦାନକାରୀ ଗଛ ଭାବେ ଲକି ବାମ୍ବୋପ୍ଲାଣ୍ଟ ପରିଚିତ। ଏହାକୁ ଘରେ ହେଉ ଅବା କର୍ମକ୍ଷେତ୍ରରେ ରଖିଲେ ଭାଗ୍ୟୋଦୟ ହେବା ସହ ବୈଭବ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ଏହି ଗଛକୁ କେଉଁ ସ୍ଥାନରେ ରଖିଲେ କି ଫଳ ମିଳିଥାଏ ଜାଣନ୍ତୁ ସେ…