ଏବେ ବି କନ୍ଦାଉଛି ଟମାଟର: କେଜି ପିଛା ୩୦୦ ଛୁଇଁପାରେ
ନୂଆଦିଲ୍ଲୀ:କନ୍ଦଉଛି ଟମାଟୋ । ପାଟିକୁ ରୁଚୁନି ଆଉ ତରକାରୀ । ଦିନକୁ ଦିନ ଟମାେଟା ଦର ଯେମିତି ବଢିବାରେ ଲାଗିଛି ଚାହିଁବାକୁ ବି ଭୟ ଲାଗୁଛି । ପୂବର୍ରୁ ଲୋକେ ପେଟ୍ରାଲ ଦର ବୃଦ୍ଧିର ସମ୍ମୁଖୀନ ହେଉଥିେଲ । ହେଲେ ଏବେ ଟମାେଟାର ଅହେତୁକ ଦର ବୃଦ୍ଧି ଲୋକଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି…