Latest Odisha News

BREAKING NEWS

ଲଗାନ, ଯୋଦ୍ଧା ଆକବର ଫିଲ୍ମର ଆର୍ଟ ଡାଇରେକ୍ଟର ନିତିନଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ବଲିଉଡର ଅନ୍ୟତମ ଆର୍ଟ ଡାଇରେକ୍ଟର ନିତିନ ଦେଶାଇଙ୍କ ମୃତ ଦେହ ଉଦ୍ଦାର ହୋଇଛି। ଝୁଲନ୍ତା ଅବସ୍ଥାରେ ତାଙ୍କୁ କରଜତ ନିକଟସ୍ଥ ଖାଲାପୁର ରାୟଗଡ଼ସ୍ଥିତ ଏନଡି ଷ୍ଟୁଡିଓରୁ ଉଦ୍ଧାର କରାଯାଇଛି। ଅଗଷ୍ଟ ୯ରେ ତାଙ୍କର ୫୮ତମ ଜନ୍ମଦିନ । ଏହାର କିଛି ଦିନ ପୂର୍ବରୁ ଏଭଳି ଏକ ଚାଞ୍ଚଲ୍ୟକର…

ବର୍ଷାରେ ବେହାଲ ଓଡିଶା: ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଜୋରଦାର ବର୍ଷା ଲାଗି ରହିଛି। ସହରର ତଳି ଅଂଚଳରେ ବର୍ଷା ପାଣି ପଶି ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ବଲାଙ୍ଗୀର ସହରର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀଙ୍କ ମନ୍ଦିରରେ ମଧ୍ୟ ପାଣି ପଶିଛି। ମନ୍ଦିରର ଛାତରୁ ପାଣି ଗଳୁଥିବା ବେଳେ ତଳପଟେ…

ଜାତୀୟ ରାଜନୀତିରେ ହଲଚଲ; I-N-D-I-A ଓ NDAକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ

ହାଇଦ୍ରାବାଦ: ବିରୋଧୀଙ୍କୁ କେସିଆରଙ୍କ ଟାର୍ଗେଟ। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏନଡିଏ ଏବଂ ବିରୋଧୀ ଦଳ ଇଣ୍ଡିଆ ପ୍ରତ୍ୟେକ ଛୋଟ ବଡ଼ ଦଳକୁ ସେମାନଙ୍କ ସହ ଯୋଡିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ସଭାପତି କେ.ଚନ୍ଦ୍ରଶେଖର…

ହରିଆଣାରେ ଦଙ୍ଗା, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ହରିଆଣାର ନୁହଠାରେ ବିଶ୍ୱ ହିନ୍ଦୁ ପରିଷଦର ଏକ ଧାର୍ମିକ ଶୋଭାଯାତ୍ରାରେ ସୋମବାର ଘଟିଥିବା ସାମ୍ପ୍ରଦାୟିକ ହିଂସା ପରେ ମଙ୍ଗଳବାର ବିଳମ୍ବରେ ହରିଆଣା ପୋଲିସ ୧୧୬ ଜଣଙ୍କୁ ଗିରଫ କରିଛି ଏବଂ ପ୍ରାୟ ୪୧ଟି ଏଫଆଇଆର ରୁଜୁ କରିଛି। ହରିଆଣାର ନୁହରୁ ଆରମ୍ଭ ହୋଇଥିବା ଏହି ସାମ୍ପ୍ରଦାୟିକ…

ଆର୍ଟ ଡାଇରେକ୍ଟର ନୀତିନ ଦେଶାଇଙ୍କ ଆତ୍ମହତ୍ୟା; ଷ୍ଟୁଡିଓ ଭିତରୁ ମିଳିଲା ମୃତଦେହ

ମୁମ୍ବାଇ:ଆର୍ଟ  ଡାଇରେକ୍ଟର ତଥା ନିର୍ଦ୍ଦେଶକ  ନୀତିନ ଚନ୍ଦ୍ରଶେଖର ଦେଶାଇ ଆତ୍ମହତ୍ୟା କରିଛନ୍ତି । ୫୭ ବର୍ଷୀୀ ନୀତିନଙ୍କର ଏପରି ଅକାଳ ବିୟୋଗରେ ସାରା ବଲିଉଡ ସ୍ତବ୍ଧ ହୋଇ ଯାଇଛି । ନୀତିନ ବୁଧବାର ସକାଳେ ଆତ୍ମହତ୍ୟା କରିଛନ୍ତି । ମହାରାଷ୍ଟ୍ରର କର୍ଜାତ ସ୍ଥିତ  ତାଙ୍କ ଷ୍ଟୁଡିଓରୁ…

ଚିଦାମ୍ବରମଙ୍କ ପ୍ରଶ୍ନ: ବିଜେଡି କ’ଣ ଚାହେଁ ବାବୁଙ୍କ ଦ୍ୱାରା ପରିଚାଳିତ ଦିଲ୍ଲୀ ସରକାର

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ୍କୁ ସମର୍ଥନ କରିଛି ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ ଓ ଜଗନ ମୋହନ ରେଡ୍ଡୀଙ୍କ ଓ୍ୱାଇଏସଆର କଂଗ୍ରେସ। ଏହି ଦୁଇ ଦଳ କେଉଁ ସ୍ବାର୍ଥ ପାଇଁ ସମର୍ଥନ କଲେ ବା ଏହାକୁ ବିରୋଧ କରିଥଲେ କଣ ଫରକ ପଡ଼ିଥାନ୍ତା…

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଝଟକା, ମାନହାନୀ ମାମଲାରେ କୋର୍ଟରେ ହାଜର ହେବାକୁ ନୋଟିସ୍

ଜୟପୁର: ମାନହାନୀ ମାମଲାରେ କୋର୍ଟରେ ହାଜର ହେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନୋଟିସ୍। ଦିଲ୍ଲୀ ରାଉଜ୍ ଏଭେନ୍ୟୁ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଅଗଷ୍ଟ ୭ ତାରିଖରେ ତାଙ୍କୁ ହାଜର ହେବାକୁ କୁହାଯାଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ…

ସାରା ରାଜ୍ୟରେ ବର୍ଷା ବିତ୍ପାତ; ବୌଦ୍ଧରେ ୨୪ ଘଣ୍ଟାରେ ସର୍ବାଧିକ ୩୯୦ ମିମି ବର୍ଷା

ଭୁବନେଶ୍ୱର:ସାରା ରାଜ୍ୟରେ ବର୍ଷା ବିତ୍ପାତ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଆଡେ ପାଣି ଆଉ ପାଣି । ଜନଜୀବନ ଅସ୍ତବ୍ୟସ୍ତ । ତଳିଆ ଅଞ୍ଚଳରେ ଥିବା ଲୋକେ ଅବସ୍ଥା ବେହାଲ ହୋଇ ପଡିଲାଣି । ଆଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ…

ପାହାଡ଼ ଉପରୁ ଖସିଲା ପଥର, ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଅନୁଗୁଳ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ। ବଇଣ୍ଡାଠାରୁ ଗୋଟିଏ କିମି ଦୂରରେ ଏହି ଅଘଟଣ ଘଟିଛି। ପାହାଡ଼ରୁ ପଥର ଖସି ଟ୍ରାକରେ ପଡିଥିବା ବେଳେ ଏହା ଉପରେ ମାଲବାହୀ ଟ୍ରେନର ଇଞ୍ଜିନ ଚଢିଯାଇଥିଲା। ଫଳରେ ଟ୍ରାକରୁ ଚକ ଖସି ଇଞ୍ଜିନ ଲାଇନଚ୍ୟୁତ ହୋଇଗଲା। ତାଳଚେରରୁ…

ବର୍ଷା ଦିନେ ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମରଠାରୁ ଦୂରେଇ ରୁହ, ପୋଲିସ କଲା ସତର୍କ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ବର୍ଷା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଅନ୍ୟପଟେ ରାସ୍ତା ଘାଟରେ ଚଳାଚଳ…