Latest Odisha News

BREAKING NEWS

ଚିଦାମ୍ବରମଙ୍କ ପ୍ରଶ୍ନ: ବିଜେଡି କ’ଣ ଚାହେଁ ବାବୁଙ୍କ ଦ୍ୱାରା ପରିଚାଳିତ ଦିଲ୍ଲୀ ସରକାର

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ୍କୁ ସମର୍ଥନ କରିଛି ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ ଓ ଜଗନ ମୋହନ ରେଡ୍ଡୀଙ୍କ ଓ୍ୱାଇଏସଆର କଂଗ୍ରେସ। ଏହି ଦୁଇ ଦଳ କେଉଁ ସ୍ବାର୍ଥ ପାଇଁ ସମର୍ଥନ କଲେ ବା ଏହାକୁ ବିରୋଧ କରିଥଲେ କଣ ଫରକ ପଡ଼ିଥାନ୍ତା…

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଝଟକା, ମାନହାନୀ ମାମଲାରେ କୋର୍ଟରେ ହାଜର ହେବାକୁ ନୋଟିସ୍

ଜୟପୁର: ମାନହାନୀ ମାମଲାରେ କୋର୍ଟରେ ହାଜର ହେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନୋଟିସ୍। ଦିଲ୍ଲୀ ରାଉଜ୍ ଏଭେନ୍ୟୁ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଅଗଷ୍ଟ ୭ ତାରିଖରେ ତାଙ୍କୁ ହାଜର ହେବାକୁ କୁହାଯାଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ…

ସାରା ରାଜ୍ୟରେ ବର୍ଷା ବିତ୍ପାତ; ବୌଦ୍ଧରେ ୨୪ ଘଣ୍ଟାରେ ସର୍ବାଧିକ ୩୯୦ ମିମି ବର୍ଷା

ଭୁବନେଶ୍ୱର:ସାରା ରାଜ୍ୟରେ ବର୍ଷା ବିତ୍ପାତ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଆଡେ ପାଣି ଆଉ ପାଣି । ଜନଜୀବନ ଅସ୍ତବ୍ୟସ୍ତ । ତଳିଆ ଅଞ୍ଚଳରେ ଥିବା ଲୋକେ ଅବସ୍ଥା ବେହାଲ ହୋଇ ପଡିଲାଣି । ଆଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ…

ପାହାଡ଼ ଉପରୁ ଖସିଲା ପଥର, ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଅନୁଗୁଳ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ। ବଇଣ୍ଡାଠାରୁ ଗୋଟିଏ କିମି ଦୂରରେ ଏହି ଅଘଟଣ ଘଟିଛି। ପାହାଡ଼ରୁ ପଥର ଖସି ଟ୍ରାକରେ ପଡିଥିବା ବେଳେ ଏହା ଉପରେ ମାଲବାହୀ ଟ୍ରେନର ଇଞ୍ଜିନ ଚଢିଯାଇଥିଲା। ଫଳରେ ଟ୍ରାକରୁ ଚକ ଖସି ଇଞ୍ଜିନ ଲାଇନଚ୍ୟୁତ ହୋଇଗଲା। ତାଳଚେରରୁ…

ବର୍ଷା ଦିନେ ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମରଠାରୁ ଦୂରେଇ ରୁହ, ପୋଲିସ କଲା ସତର୍କ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ବର୍ଷା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଅନ୍ୟପଟେ ରାସ୍ତା ଘାଟରେ ଚଳାଚଳ…

ବୁଲେଟ ପ୍ରୁଫ୍ ଗାଡ଼ି ଛାଡି ଟ୍ୟାକ୍ସି ଯୋଗେ ଯାତ୍ରା କଲେ, ବନ୍ୟା ପ୍ରପୀଡ଼ିତଙ୍କ କଥା ବୁଝିଲେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ବୁଲେଟ ପ୍ରୁଫ୍ ଗାଡ଼ି ଛାଡି ଟ୍ୟାକ୍ସି ଯୋଗେ ଯାତ୍ରା କଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ବନ୍ୟା ଓ ଭୂସ୍ଖଳନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ହିମାଚଳ ପ୍ରଦେଶରେ ପହଞ୍ଚିଥିବା କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ହଠାତ୍ ବୁଲେଟପ୍ରୁଫ୍ ଗାଡି ଛାଡି…

ଭାରସ୍ୟାମ ହରାଇ ପୋଖରୀରେ ପଶିଗଲା କାର: ୨ ଗୁରୁତର

ସୋରୋ: ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଯାତ୍ରୀ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାର୍କୋଣା ବଜାର ସାହି ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ କାରଟି ଧାମରାରୁ ଧାମନଗର ଯାଉଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ…

କେଶ ଝଡ଼ିବାକୁ ନେଇ ଚିନ୍ତିତ କି ? ଥରେ ଲଗାନ୍ତୁ ଏହି ତେଲ

ଓଡିଶା ସମ୍ବାଦ ବ୍ୟୁରୋ: ପ୍ରତି ଭାରତୀୟଙ୍କ ରୋଷେଇ ଘରେ ସୋରିଷ ତେଲ ବ୍ୟବହାର ହୋଇଥାଏ । ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ ହେବା ସହିତ, ତ୍ୱଚା ଏବଂ କେଶ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ । ଆଜିକାଲି ଅନେକ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ କେଶ ଝଡିବା ଏକ ମୁଖ୍ୟ ସମସ୍ୟା…

ନୁହରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ

ଚଣ୍ଡିଗଡ: ସୋମବାର ହରିୟାଣାର ନୁହରେ ଶୋଭାଯାତ୍ରାରେ ହୋଇଥିବା ଆକ୍ରମଣ ପରେ ସାମ୍ପ୍ରଦାୟିକ ହିଂସାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଶାନ୍ତି ବଜାୟ ରଖିବା ପାଇଁ ନହୁରେ କର୍ଫ୍ୟୁ ଜାରି ରହିଛି ଏବଂ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି…

ଓଡ଼ିଶାର ରହସ୍ୟମୟ ମନ୍ଦିର : ଖରାଦିନରେ ବି ମନ୍ଦିର ଭିତରେ ଲାଗେ ଥଣ୍ଡା

ବଲାଙ୍ଗୀର: ଭାରତରେ ବହୁ ରହସ୍ୟମୟ ମନ୍ଦିର ରହିଛି। ସେହି ସବୁ ମନ୍ଦିରରେ ଏମିତି କିଛି ରହସ୍ୟ ଲୁଚି ରହିଥାଏ ଯେ, ବୈଜ୍ଞାନିକମାନେ ମଧ୍ୟ ରହସ୍ୟ ପଛର ସତ୍ୟତା ଖୋଜି ବାହାର କରିପାରିନାହାଁନ୍ତି। ତନ୍ମଧ୍ୟରୁ ଓଡ଼ିଶାରେ ମଧ୍ୟ ରହିଛି ଅନେକ ରହସ୍ୟମୟ ମନ୍ଦିର l ସେଥିମଧ୍ୟରୁ ବଲାଙ୍ଗିର ଜିଲ୍ଲା…