Latest Odisha News

BREAKING NEWS

ରିଲିଜ୍ ହେଲା ‘ଡ୍ରିମ ଗର୍ଲ ୨’ର ଜବରଦସ୍ତ ଟିଜର

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଡ୍ରିମ ଗର୍ଲ ୨’ର ଟିଜର ରିଲିଜ ହୋଇଯାଇଛି । ଏହି ଟିଜରରେ ଫିଲ୍ମର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଫିଲ୍ମରେ ଆୟୁଷ୍ମାନଙ୍କ ବିପକ୍ଷରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହା ସହିତ ପୂଜା…

ଅଷ୍ଟ୍ରେଲିଆରେ ମିଳିଥିବା ରହସ୍ୟମୟ ବସ୍ତୁ ଭାରତୀୟ ରକେଟର ଆବର୍ଜନା

ସିଡନୀ: ଅଷ୍ଟ୍ରେଲିଆ ସମୂଦ୍ରକୂଳରେ ମିଳିଥିବା ରହସ୍ୟମୟ ବସ୍ତୁ ଭାରତୀୟ ରକେଟର ଆବର୍ଜନା ବୋଲି ଜଣାପଡିଛି । ତଦନ୍ତ ପରେ ଅଧିକାରୀମାନେ ଏହା ରକେଟର ଅଂଶ ବୋଲି ସ୍ପଷ୍ଟ କରିଛନ୍ତି । ଜୁଲାଇ ମଧ୍ୟଭାଗରେ ଜୁରିଅନ ବେ ନିକଟରେ ରକେଟର ଏହି ଅଂଶ ଦେଖିବାକୁ ମିଳିଥିଲା । ଉକ୍ତ ବସ୍ତୁକୁ ପୋଲିସ…

ରିଲିଜ ହେଲା ‘ଯବାନ’ର ପ୍ରଥମ ଗୀତ, ଦର୍ଶକଙ୍କ ମନକୁ ଛୁଇଁଛି

ମୁମ୍ବାଇ: ବଲିଉଡ଼ର ବାଦଶାହା ଶାହାରୁଖ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ଯବାନର’ ପ୍ରଥମ ଗୀତ ସୋମବାର ରିଲିଜ ହୋଇଯାଇଛି । ଏହି ଗୀତର ନାମ ହିନ୍ଦୀରେ ‘ଜିନ୍ଦା ବନ୍ଦା’ ରହିଛି । ଏହି ଗୀତଟି ଦର୍ଶକଙ୍କ ମନକୁ ଛୁଇଁଛି । ଏହି ଫିଲ୍ମକୁ ନେଇ ଶାହାରୁଖଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହର ସହ ଅପେକ୍ଷା…

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଏବଂ ଗେଲ୍ ଇଣ୍ଡିଆ ମଧ୍ୟରେ ଏମଓୟୁ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ଥିବା ସମସ୍ତ ସାତୋଟି ଗ୍ରାମୀଣ କ୍ୟାମ୍ପସରେ ଟେଲି ହେଲଥ୍ କିଓସ୍କ ପ୍ରତିଷ୍ଠା ପାଇଁ GAIL ଇଣ୍ଡିଆ ସହ ସେଞ୍ଚୁରିଅନ୍ ୟୁନିଭରସିଟି ହାତ ମିଳାଇଛି । ଗ୍ରାମର ଗରିବ ଲୋକ, ଯେଉଁମାନେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ,…

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ଆରଏସ୍‌ଏସ୍ ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୋମବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ ଶ୍ରୀଯୁକ୍ତ ରାମଲାଲ । ତାଙ୍କ ସହିତ ଆରଏସଏସର ପୂର୍ବ ଭାରତ…

ନିଆରା ଯୋଡ଼ି : ସାଢେ ତିନି ଫୁଟ ବରକୁ ୪ ଫୁଟର କନ୍ୟା

ବିହାର: ନିଜ ଜୀବନସାଥୀକୁ ନେଇ ଅନେକଙ୍କର ଭିନ୍ନ ଭିନ୍ନ ସ୍ୱପ୍ନ ଥାଏ । ନିଜ ପସନ୍ଦର ଜୀବନସାଥୀ ମିଳୁ ବୋଲି ଅନେକ ଭଗବାନଙ୍କୁ ଗୁହାରି ମଧ୍ୟ କରିଥାନ୍ତି । ସେହିଭଳି ବିହାରର ଜଣେ ଯୁବକ ନିଜ ପସନ୍ଦର ଜୀବନସାଥୀ ପାଇଛନ୍ତି ଯାହାକୁ ନେଇ ଏହି ଯୋଡ଼ିଙ୍କର ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା ।…

ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି ଅଗଷ୍ଟ ୩ ଯାଏ ବୃଦ୍ଧି

ଭୁବନେଶ୍ୱର: ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଖରାପ ପାଗକୁ ଦୃଷ୍ଟିରେ ରଖି ସରକାର ଦ୍ୱାଦଶ ସ୍ପଟ୍ ଆଡମିଶନ ଅବଧିକୁ ୩ ଅଗଷ୍ଟ ଯାଏ ବଢ଼ାଇଛନ୍ତି । ଏନେଇ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ଚିଠି କରାଯାଇଛି । ରାଜ୍ୟର ବିଭିନ୍ନ…

ଚାକିରି ବଦଳରେ ଜମି କାରବାର, ଲାଲୁଙ୍କ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ

ପାଟଣା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋମବାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପରିବାର ସହ ଜଡିତ ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ମାମଲା ୨୦୦୪ରୁ ୨୦୦୯ ମଧ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଥିବା ସମୟରେ ଯାଦବଙ୍କ ପରିବାରକୁ ଉପହାର ଦିଆଯାଇଥିବା କିମ୍ବା ବିକ୍ରି କରାଯାଇଥିବା ଜମି ବଦଳରେ…

ପଟିଆଲା ହାଉସ କୋର୍ଟରେ ହାଜର ହେଲେ ନୋରା ଫତେହି

ମୁମ୍ବାଇ: ପଟିଆଲା ହାଉସ କୋର୍ଟରେ ହାଜର ହେଲେ ବଲିଉଡର ଡ୍ୟାନ୍ସିଂ କ୍ୱିନ ନୋରା ଫତେହି । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ସୋମବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର ହୋଇଥିଲେ ନୋରା । ଏହା ପୂର୍ବରୁ ନୋରା ଦିଲ୍ଲୀ ପୋଲିସର ଆର୍ôଥକ ଅପରାଧ…

ମଣିପୁର ଭାଇରାଲ ଭିଡିଓ ମାମଲାରେ ଗିରଫ ଚାରି ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଲା ସିବିଆଇ

ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଭିଡିଓ ଭାଇରାଲ୍ କରିବା ଘଟଣାରେ ପୁଲିସ ଗିରଫ କରିଥିବା ଚାରି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ସିବିଆଇ। ଏହି ଘଟଣାକୁ ନେଇ ଆଜି ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାଙ୍କୁ କଡା ପ୍ରଶ୍ନ କରିଥିବା ବେଳେ…