Latest Odisha News

BREAKING NEWS

‘ରକି ଔର ରାନୀ କି ପ୍ରେମକାହାନୀ’ରେ ଶବାନାଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ଅଭିନେତା ଧର୍ମେନ୍ଦ୍ର

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ୍ ହୋଇଛି ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’ । ଏଚର୍ଚ୍ଚାରେ ବଲିଉଡ ଅଭିନେତା ଧର୍ମେନ୍ଦ୍ର । ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏହି ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତିି । ଏହି ଫିଲ୍ମର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର…

ମଶା ଅଣ୍ଡା ଦେବାର ଭିଡ଼ିଓ ଭାଇରାଲ, ଲୋକେ ଦେଖି ଆଶ୍ଚର୍ଯ୍ୟ

ବର୍ଷା ଅନେକ ରୋଗ ଆଣିଥାଏ । ବିଶେଷକରି ଏହି ଋତୁରେ ଅନେକ କୀଟପତଙ୍ଗ ବାହାରିଥାନ୍ତି । ଏହି ଋତୁ ମଶାଙ୍କ ପାଇଁ ସର୍ବୋତ୍ତମ । ଏଥିରେ ସେମାନେ ଭୟଙ୍କର ପ୍ରଜନନ କରନ୍ତି ଏବଂ ରୋଗ ବିସ୍ତାର କରନ୍ତି । ଡେଙ୍ଗୁ ମଶା ବର୍ଷା ପାଣିରେ ପ୍ରଜନନ କରି ଲୋକଙ୍କୁ ଅସୁସ୍ଥ କରିଦିଏ । ତେଣୁ କରି ବର୍ଷା…

ହଲିଉଡ଼ କଳାକାରଙ୍କ ଆନ୍ଦୋଳନ ଯୋଗୁ ସ୍ଥଗିତ ହେଲା ଏମି ଆୱାର୍ଡ

ମୁମ୍ବାଇ: ଦୀର୍ଘଦିନ ହେଲାଣି ହଲିଉଡରେ ଲେଖକ ଏବଂ ଅଭିନେତାମାନେ ଆନ୍ଦୋଳନ ଚଳାଇଛନ୍ତି । ସମଗ୍ର ହଲିଉଡ଼ର ଫିଲ୍ମ ଓ ଟେଲିଭିଜନ ଶିଳ୍ପ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହି ଆନ୍ଦୋଳନ ଯୋଗୁ ଏବେ ଟିଭି ଜଗତର ସବୁଠାରୁ ଲୋକପ୍ରିୟ ଏମି ଆୱାର୍ଡ଼ କାର୍ଯ୍ୟକ୍ରମ ବେଶ୍ ପ୍ରଭାବିତ କରିଛି ।…

ଅଜବ ଭକ୍ତ: ଚାଲି ଚାଲି ୧୨ ଜ୍ୟୋତିର୍ଲିଙ୍ଗ, ଚାରି ଧାମ ସହ ୫୨,୦୦୦ ମନ୍ଦିର କଲେ ପରିଦର୍ଶନ

ବିହାର: ଭାରତରେ ଭକ୍ତମାନଙ୍କର କୌଣସି ଅଭାବ ନାହିଁ, ଯେଉଁମାନେ ବିଭିନ୍ନ ଉପାୟରେ ଭଗବାନଙ୍କୁ ପ୍ରସନ୍ନ କରୁଥିବା ଦେଖାଯାଏ । କିନ୍ତୁ ଏମିତି ଜଣେ ଭକ୍ତ ଅଛନ୍ତି, ଯିଏ ପଦଯାତ୍ରା କରି ୧୨ ଜ୍ୟୋତିର୍ଲିଙ୍ଗ, ଚାରି ଧାମ ଏବଂ ୫୨,୦୦୦ ମନ୍ଦିର ପରିଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି । ଏବେ ସେ ନିଜ…

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ; ୩ ମହିଳାଙ୍କ ସମେତ ୮ ମୃତ

କ୍ରିଷ୍ଣାଗିରି: ତାମିଲନାଡୁ କ୍ରିଷ୍ଣାଗିରି ଜିଲ୍ଲାରେ ଭୟଙ୍କର ବାଣ ବିସ୍ଫୋରଣ । ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ୩  ଜଣ ମହିଳା ଥିବା ଜଣାଯାଇଛି । ଅନେକ ଲୋକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶନିବାର ସକାଳ ପ୍ରାୟ…

୨୦୦୬ରୁ ଓଡ଼ିଶାରେ ହ୍ରାସ ପାଇ ଚାଲିଛି ବାଘଙ୍କ ସଂଖ୍ୟା, ଶିମିଳିପାଳରେ ବଢ଼ୁଛି

ଭୁବନେଶ୍ୱର: ରାଜ୍ୟରେ କମୁଛି ବାଘଙ୍କ ସଂଖ୍ୟା । ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ କେନ୍ଦ୍ର ସରକାର ବାଘ ସଂଖ୍ୟା ନେଇ ରିପୋର୍ଟ ପ୍ରକାଶ କରିଛନ୍ତି । ଯେଉଁଥିରେ ଦର୍ଶାଯାଇଛି ଏବେ ଓଡ଼ିଶାରେ ୨୦ଟି ମହାବଳ ରହିଛନ୍ତି । ୨୦୧୮ରେ ଓଡ଼ିଶାରେ ୨୮ଟି ବାଘ ଥିବା ବେଳେ ୨୦୨୨ରେ ୨୦କୁ ଖସି ଆସିଛି ।…

କ’ଣ ଥିଲା ପଲିଗ୍ରାଫ ଟେଷ୍ଟ ବେଳେ ଗୋପାଳଙ୍କୁ ପଚରା ଯାଇଥିବା ସେହି ୨୬ ପ୍ରଶ୍ନ ?

ଭୁବନେଶ୍ୱର:ଆସିଛି ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ । ପଲିଗ୍ରାଫି ଟେଷ୍ଟ ବେଳେ ତାଙ୍କୁ ୨୬ ଟି ପ୍ରଶ୍ନ ପଚରା ଯାଇଥିଲା । ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅନେକ ସତ ଉଗାଳିଛି ଗୋପଳ ।  ପଲିଗ୍ରାଫ ଟେଷ୍ଟରେ ଗୋପଳ ମନ୍ତ୍ରୀ ନବ ଦାସଙ୍କ ବିରୋଧରେ ଏକପ୍ରକାର ବିଷୋଦଗାର କରିଛି।…

ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର:କାଲିଠାରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ଵର : ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହି ଲଘୁଚାପ କ୍ଷେତ୍ର ଆଜି ଉତ୍ତର ଓଡ଼ିଶା ପାଶ୍ୱବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସୃଷ୍ଟି ହୋଇଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଏହାର ପ୍ରଭାବରେ…

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର: ପାଇଖାନା ଟାଙ୍କି ସଫା କରିବା ବେଳେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶନିବାର ମଧ୍ଯାହ୍ନରେ ଏ ଅଘଟଣ ଘଟିଛି ଭୁବନେଶ୍ୱରର ଶିଶୁପାଳଗଡ଼ ଅଞ୍ଚଳରେ । ଶିଶୁପାଳଗଡ଼ର ରଘୁନାଥ ନଗରରେ ପାଇଖାନା ଟାଙ୍କି ସଫା କରିବା ଲାଗି ୨ ଶ୍ରମିକ ଯାଇଥିଲେ । ହେଲେ ସେମାନେ ଆଉ ବାହାରକୁ ବାହାରି…

ପ୍ରଶ୍ନପତ୍ର ଲିକ ମାମଲା; ୫୫ ଛାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଓଏସଏସସି

ଭୁବନେଶ୍ୱର: OSSC ଜେଇ ସିଭିଲ ମେନ୍ ପରକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ୫୫ ଜଣ ଛାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ୫୫ ଜଣ ପରୀକ୍ଷାର୍ଥୀଙ୍କୁ ଶନିବାର କାରଣ ଦର୍ଶାଅ ନୋଟିସ୍ ଜାରି କରିଛି OSSC । ବାଲେଶ୍ୱର…