ରାଜ୍ୟରେ କମୁଛି ପିଏମ-କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ, ବିଜେଡି-ବିଜେପି ମୁହାଁମୁହିଁ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ରାଜ୍ୟରେ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଓଡ଼ିଶା ବିଜେପି ଓ ଶାସକ ବିଜୁ ଜନତା ଦଳ ମଧ୍ୟରେ ଟଣାଓଟରା ଚାଲିଛି। ଯେତେବେଳେ ପ୍ରଥମ ଥର ପାଇଁ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା, ସେତେବେଳେ ରାଜ୍ୟର ୯ ଲକ୍ଷ ୭୩ ହଜାର ୮୬୦ ଜଣ ଚାଷୀ ଏହି…