ଦିନିକିଆ ବିଶ୍ୱକପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ ତାରିଖ ବଦଳିପାରେ
ମୁମ୍ବାଇ: ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟରେ ଏକ ବଡ ଧରଣର ପରିବର୍ତନ ହୋଇପାରେ । ୧୫ ଅକ୍ଟୋବରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇ ଭୋଲଟେଜ ମୁକାବିଲାର ତାରିଖ ବଦଳି ପାରେ ବୋଲି ଅନୁମାନ କରାଯାଉଛି । ୧୫ ଅକ୍ଟୋବରରୁ ନବରାତ୍ରୀ ଆରମ୍ଭ ହେଉଛି ।…