ରାଜଧାନୀରେ ଦୁଇ ଜଣଙ୍କ ଡେଙ୍ଗୁର ମୃତ୍ୟୁ ହୋଇଛି ଏବେ କହିହେବନି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜଧାନୀରେ ଦୁଇ ଜଣ ଡେଙ୍ଗୁ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁର ଗୋଟିଏ ଦିନ ପରେ ସୋମବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏ ନେଇ ସ୍ପଷ୍ଟୀକରଣ ରଖିଛନ୍ତି।
ନିରଞ୍ଜନ ମିଶ୍ରଙ୍କ କହିବାନୁସାରେ, ଡେଙ୍ଗୁ ମୃତ୍ୟୁ ଘୋଷଣା ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି।…