ମଣିପୁର ହିଂସା: ୨ ମହିଳାଙ୍କୁ ବଳାତ୍କାର, ହତ୍ୟା ଅଭିଯୋଗ ନେଇ ପୁଣି ଏକ ଏଫଆଇଆର
ଇମ୍ଫାଲ: ଦୁଇ ମଣିପୁରୀ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଲାଇବା ଏବଂ ଜଣଙ୍କୁ ଗଣ ଦୁଃଷ୍କର୍ମ କରାଇବା ଘଟଣା ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣାକୁ ନେଇ କ୍ଷୋଭ ଏବଂ ଅସନ୍ତୋଷର ନିଆଁ ଜଳୁଥିବେବେଳେ ପୁଣି ଆଉ ଏକ ଘଟଣା…