Latest Odisha News

BREAKING NEWS

୫୦୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛି । ପ୍ରଥମ ଟେଷ୍ଟରେ ଏକ ଇନିଂସ ଓ ୧୪୧ ରନରେ ବିଜୟ ହାସଲ କରିଥିବା ଭାରତ ଦ୍ୱିତୀୟ ଟେଷ୍ଟକୁ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିବ । ଏହି ମ୍ୟାଚ ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ୫୦୦ତମ ଆନ୍ତର୍ଜାତୀୟ ମ୍ୟାଚ ହେବ । ସଚିନ…

୩ ବର୍ଷର ଝିଅକୁ ହତ୍ୟା ପରେ ୭ ରାଜ୍ୟରେ ୧୦ ବର୍ଷର ଲୁଚକାଳି, ମହାରାଷ୍ଟ୍ରରୁ ଗିରଫ ହେଲା ପିଶାଚ ବାପା

ଭୁବନେଶ୍ୱର: ୩ ବର୍ଷର ଝିଅକୁ ମାରିଲା । ୧୦ ବର୍ଷ ଧରି ୭ ରାଜ୍ୟରେ ଲୁଚକାଳି ଖେଳିବା ପରେ ମହାରାଷ୍ଟ୍ରରୁ ଗିରଫ ହୋଇଛି ପିଶାଚ ବାପା । କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନିଜ ୩ ବର୍ଷର ଝିଅକୁ ହତ୍ୟା ଅଭିଯୋଗରେ ପ୍ୟାନ କାର୍ଡ ବ୍ୟବହାରକୁ ଟ୍ରେସ୍ କରି ଗିରଫ କରିଛି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ।…

ବିନା ମେକ୍‌ଅପ୍‌ରେ ବାହାରକୁ ଆସିଲେ ଉର୍ଫି; ଫଟୋଗ୍ରାଫରଙ୍କୁ ଦେଖି ମୁହଁ ଲୁଚାଇଲେ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ତାଙ୍କର ଅଜବ ବିବୃତି ହେଉ ବା ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଉର୍ଫିି । ଏଥିଲାଗି ଅନେକ ଉର୍ଫିଙ୍କୁ ସମାଲୋଚନା କରୁଥିବା ବେଳେ ଆଉ କିଛି ତାଙ୍କର ପ୍ରଶଂସକ ବି ରହିଛନ୍ତି…

ଗୋଟିଏ ଥାଳିରେ ସିଂହ ସହ ମିଶିକି ଖାଇଲେ ଯୁବତୀ,ଲୋକେ ଭୟଭୀତ

ଦୁବାଇ: ଦୁନିଆରେ ଅନେକ ଲୋକ ସେମାନଙ୍କର ଚମତ୍କାର କାର୍ଯ୍ୟ ପାଇଁ ବେଶ୍ ପ୍ରସିଦ୍ଧ । କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ଯୁବତୀ ବିନା ଭୟରେ କୁମ୍ଭୀର ସହିତ ନଦୀରେ ଗାଧୋଉଥିବାର ନଜର ଆସିଥିଲେ । ଏହାକୁ ଦେଖିଲେ ଲାଗୁଥିଲା ଯେପରି କୁମ୍ଭୀରଟି…

ବିଶ୍ୱ ରେକର୍ଡ କଲେ ଭାରତୀୟ ବ୍ୟାଡମିଂଟନ ଖେଳାଳି ସାତ୍ୱିକ ସାଇରାଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାତ୍ୱିକ ସାଇରାଜ ରଂକିରେଡ୍ଡୀ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେ ସବୁଠାରୁ ଦ୍ରୁତ ସ୍ମାଶ ହିଟ ମାରିବାରେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ୫୬୫ କିଲୋମିଟର ପ୍ରତି ଘଂଟାରେ ସେ ଏହି ଶଟ ମାରିଥିଲେ । ଏହା ପୂର୍ବରୁ…

ଟମାଟୋ କ୍ଷେତ ଜଗୁଥିବା ଚାଷୀ ହତ୍ୟାର ଶିକାର

ଅମରାବତୀ: ଆନ୍ଧ୍ରପ୍ରଦେଶର ଅନ୍ନମାୟା(Annamaya) ଜିଲ୍ଲାରେ ଚାଷୀଙ୍କୁ ଗଳାକାଟି ହତ୍ୟା କରାଯାଇଛି ବୋଲି ପୁଲିସ ସୋମବାର କହିଛି। ଗତ ୭ ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ରବିବାର ମଧୁକର ରେଡ୍ଡୀ (୬୨)ଙ୍କ ମୃତ ଦେହ ତାଙ୍କ ଚାଷ ଜମିରୁ ଉଦ୍ଧାର ହୋଇଛି। ସେ ନିଜ ଟମାଟୋ ଫସଲକୁ ଜଗିବା ପାଇଁ…

ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଲଗାଇବା ଅବଧି ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପ୍ୟାନିକ୍ ବଟନ୍ ଲଗାଇବା ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ ଭିତ୍ତିଭୂମି ଅଭାବ ଓ ଆବଶ୍ୟକ ସପ୍ଲାଏର୍ସ ନଥିବାରୁ ଅବଧି ବୃଦ୍ଧି କରାଯାଇଛି ।…

୨୧ ରେ ଖୋଲିବ ରାହୁଲଙ୍କ ୨୪ ଭାଗ୍ୟ !

ଭୁବନେଶ୍ୱର: ମୋଦି ସାଙ୍ଗିଆ ସମ୍ପର୍କିତ ମାନହାନି ମାମଲା ପ୍ରସଙ୍ଗରେ ଆସନ୍ତା ୨୧ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ମାନହାନି ମାମଲାରେ ସୁରଟ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଏହା ପରେ ଗୁଜରାଟ ହାଇକୋର୍ଟରେ ମଧ୍ୟ ରାହୁଲଙ୍କୁ ଆସ୍ୱସ୍ତି ମିଳି ନ ଥିଲା। ତଳ…

ସ୍ୱାମୀଙ୍କ ପାଦ ଛୁଇଁ ପୂଜାର୍ଚ୍ଚନା କଲେ ପ୍ରଣିତା

ମୁମ୍ବାଇ: ସ୍ୱାମୀଙ୍କ ପାଦ ଛୁଇଁ ପୂଜାର୍ଚ୍ଚନା କଲେ ସାଉଥ୍ ଅଭିନେତ୍ରୀ ପ୍ରଣିତା ସୁଭାଷ ଭୀମନା । ଅମାବାସ୍ୟାରେ ସେ ଏହି ପୂଜା କରିଛନ୍ତି । ପ୍ରଣିତା ନିଜେ ପୂଜା କରିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କର ଏପରି ପୂଜା ଦେଖି ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିବା ସହ…

ମୁହଁରେ ମୁତିଥିଲେ, ମୁହଁ ମାଡି ପଡିବେ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଏବେ ଆଦିବାସୀଙ୍କ ଉପରେ ଉଭୟ କଂଗ୍ରେସ ଓ ବିଜେପି ନଜର ପକାଇଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆଦିବାସୀ ସମ୍ପ୍ରଦାୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି। ସେଥିପାଇଁ ଉଭୟ ପ୍ରମୁଖ ଦଳ ଆଦିବାସୀ ସିଟ ଗୁଡିକୁ…